ଡିଏମଏଫ ଖଣି ଶକ୍ତି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝରର ୨୧ ଯୁବକଙ୍କୁ ନିଯୁକ୍ତି

କେନ୍ଦୁଝର,ତା୨/୧୧- ଆବଶ୍ୟକତା-ଭିତ୍ତିକ ଦକ୍ଷତା ବିକାଶ ପଦକ୍ଷେପ ନିମିତ୍ତ ଡିଏମଏଫ କେନ୍ଦୁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ୨୧ଜଣ ପ୍ରାର୍ଥୀ ବେଙ୍ଗାଲୁରୁରେ ଚାକିରି ପାଇଛନ୍ତି। ଜିଲ୍ଲାପାଳ ବିଶାଲ ସିଂ ନୂତନ ନିଯୁକ୍ତି ପ୍ରାପ୍ତ…

ଇନର ହୁଇଲ କ୍ଲବ ପକ୍ଷରୁ ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ହିଂସା ବନ୍ଦ ଲାଗି ସଚେତନତା ଶୋଭାଯାତ୍ରା।

କେନ୍ଦୁଝର,ତା୨/୧୨- କେନ୍ଦୁଝର ଇନରହୁଇଲ କ୍ଲବ ୩୨୬ ପକ୍ଷରୁ ଆଜି କେନ୍ଦୁଝର ସଦରମହକୁମାରେ ଅରେଞ୍ଜ ଦି ୱାର୍ଲଡ ଷ୍ଟପ ଭାଓଲେନ୍ସ ଏଗେନଷ୍ଟ ଓମେନ ଏଣ୍ଡ ଗାର୍ଲ ଚାଇଲଡ କାର୍ଯ୍ୟକ୍ରମ ସଭାନେତ୍ରୀ ସୋନାଲି ସିଂଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। କେନ୍ଦୁଝରସ୍ଥ ଶକ୍ତି ସଦନ ନିକଟରୁ ସଚେତନତା…

୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

୧୭ ବର୍ଷରୁ କମ୍ ବାଳିକା ଫୁଟବଲରେ ଯୋଗ ଦେବେ ୩୦ ଜିଲ୍ଲାର ପ୍ରତିଯୋଗୀ ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା…

ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଦୃଷ୍ଟିବାଧିତ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ…

ଭୁବନେଶ୍ୱର, ୨/୧୨: ବିଶ୍ୱକପ୍‌ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି । ଦୃଷ୍ଟିବାଧିତ ମହିଳା କ୍ରିକେଟ…

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ରାଜ୍ୟସ୍ତରୀୟ ଲ୍ୟାବ ଟେକ୍‌କନ୍ ୨୦୨୫ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, ଡିସେମ୍ବର ୨: ନଭେମ୍ବର ୩୦ ତାରିଖ ରବିବାର ଦିନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ ଓ ଅଲ୍ ଇଣ୍ଡିଆ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟସ ଆସୋସିଏସନ୍ (ଏଆଇଏମ୍‌ଏଲ୍‌ଟିଏ) ର ମିଳିତ ସହଯୋଗରେ ଓଡ଼ିଶା ରାଜ୍ୟସ୍ତରୀୟ ଲ୍ୟାବ ଟେକ୍‌କନ୍ ୨୦୨୫…

ସୋଆ ରାଜ୍ୟସ୍ତରୀୟ ଆଚଂଳିକ ଏଆଇ ହାକାଥନ୍ -୨୦୨୫ ପାଇଁ କେନ୍ଦ୍ରୀୟ ଜୋନାଲ ନୋଡାଲ ସେଂଟର ମନୋନୀତ

ଭୁବନେଶ୍ୱର, ଡିସେମ୍ବର ୨: ଓଡିଶା ରାଜ୍ୟସ୍ତରୀୟ ଏଆଇ ହାକାଥନ୍ ୨୦୨୫ ପାଇଁ କେନ୍ଦ୍ରାଂଚଳ ନୋଡାଲ ସେଂଟର ଭାବେ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟକୁ ଚୟନ କରିବା ସହିତ କୃତ୍ରିମ ବୁଦ୍ଧିମତା (ଇଓ) କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ହୋଇ ଉଭା ହେବା ପାଇଁ ଓଡିଶାର…

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି (ମଙ୍ଗଳବାର) ଦିନ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ର ଶୁଭ ଉଦ୍ଘାଟନ ହୋଇଯାଇଛି। ଆଜି ପ୍ରତ୍ୟୁଷରେ ବିଦ୍ୟାଳୟର ଛାତ୍ର ମାନେ ପ୍ରଥମେ ସହରସ୍ଥିତ ନୀଳାମା…

ସଦର କଂଗ୍ରେସ ପକ୍ଷରୁ ବିଧାୟକ ଓ ଜୋନ ସଭାପତି ଙ୍କୁ ଆକ୍ରମଣ ଓ ଧମକ ଘଟଣା କୁ ପ୍ରତିବାଦ ଓ ନିନ୍ଦା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଗତ ସପ୍ତାହରେ ଦେପୁର ଜୋନ କଂଗ୍ରେସ ସଭାପତି ଦେବାନନ୍ଦ ଯୋଶୀ ଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେବା ସହିତ ସଭାପତି ଙ୍କ ମାଧ୍ୟମରେ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ମଧ୍ୟ ହତ୍ୟା ଧମକ ଘଟଣା ସାରା…

ଭଞ୍ଜନଗରରେ ହେବ ସୁପର୍ ମାର୍କେଟ କମ୍ପ୍ଲେକ୍ସ, ଉପେନ୍ଦ୍ର ଭଞ୍ଜ ମ୍ୟୁଜିୟମ୍ ; ପ୍ରସ୍ତାବିତ ଜାଗା ବୁଲି ଦେଖିଲେ…

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାପାଳ ଭୀ.କିର୍ତ୍ତିଭାସନ ଭଞ୍ଜନଗର ଗସ୍ତରେ ଆସିବା ସହ ପ୍ରସ୍ତାବ ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବୁଲି ଦେଖିଥିଲେ । ସେ ପ୍ରଥମେ ବିପ୍ଳବୀ ବୀର ମହାନ ସ୍ଵାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ କର୍ମକ୍ଷେତ୍ର ଚନ୍ଦ୍ରଗିରି ଜଙ୍ଗଲରେ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗର ଆଲୋଚ଼ନା ଚକ୍ର

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗର ଆଲୋଚ଼ନା ଚକ୍ରବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗର ଆଲୋଚ଼ନା ଚକ୍ର ବିଭାଗୀୟ ମୁଖ୍ୟ ଅଶୋକ କୁମାର ସ୍ଵାଇଁ ଙ୍କ ତତ୍ତ୍ଵ ବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠ…