ହତ୍ୟା ଧମକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ଅଭିଯୁକ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜମିବାଡି ବିବାଦକୁ ନେଇ ଦିନକୁ ଦିନ ସମାଜରେ ବିଭିନ୍ନ ମାମଲା ଦେଖିବାକୁ ମିଳୁଛି। ସେଇଭଳି ଏକ ମାମଲା ଅଡ଼ବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ୨୦୨୩ ମସିହାରେ ଘଟିଯାଇଥିଲା ; ଯେଉଁ ମାମଲାର ଶୁଣାଣି କରି ଆଜି (ମଙ୍ଗଳବାର) ମୋହନା ଜେଏମ୍ଏଫସି…

ଜିଲ୍ଲାସ୍ତରୀୟ “ଏକ ପେଡ ମା କେ ନାମ “ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଂଚାୟତରାଜ ଓ ପାନୀୟଜଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ "ଏକ ପେଡ ମା କେ ନାମ ତଥା "ମା ପାଇଁ ଗଛଟିଏ" ଏକ ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ରାଜନଗର ବ୍ଲକ ପେଣ୍ଠ…

ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦ ଚାରା ରୋପଣ ଅଭିଯାନ

https://youtu.be/gKnls-N6WPs  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଏକ୍ ପେଡ୍ ମା କେ ନାମ୍ ୨.୦” ଚାରା ରୋପଣ ଅଭିଯାନ…

ବାଲିକୁଦା ଏରସମାରେ ଏବେ ଠୁ ବାରି ହେଲାଣି ପାର୍ବଣର ବାସ୍ନା, ବିଭିନ୍ନ ପୂଜା ମଣ୍ଡପରେ ନିର୍ମାଣ ଚାଲିଛି ମା’…

ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା-ଏରସମା ଅଞ୍ଚଳରେ ମା’ ଜଗତ ଜନନୀ ଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ଏଥର ମହାଆଡ଼ମ୍ବର ସହକାରେ ଦୁର୍ଗା ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଆଉ ଦିନ କେଇଟା ପରେ ପୂଜା ମଣ୍ଡପରେ ବିରାଜମାନ ହେବେ ମା’ ଜଗତ ଜନନୀ ଦଶଭୁଜା…

ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ

ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତ୍ରଗତ ବୋରିକିନା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡଃ. ଗୀତାଞ୍ଜଳି ସାହୁ ଅଧ୍ୟକ୍ଷତା କରିଥିଲେ…

ଏରସମାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

ଏରସମା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ) : ଚଳିତ ବର୍ଷ ବହୁତ ଧୁମ୍ ଧାମ୍ ଓ ମହାଆଡମ୍ବରରେ ଏରସମା ବ୍ଲକରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବିଶ୍ଵକର୍ମା ପୂଜା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁ ବିଶ୍ୱକର୍ମାଙ୍କ…

ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେଇଥିଲା। ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି…

ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ଅଧିକାରୀ ଡ. ନିଲାଞ୍ଜନ ଦାସଙ୍କ ନେତୃତ୍ୱରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏ ଅଭିଯାନ ପାଇଁ ନାମ…

ଅଧା ଦାମରେ ଏସି ଦେବାକୁ କହି ଠକି ନେଲେ ୨୫ ହଜାର

ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ୨୫ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ। ୫୦ ହଜାର ଟଙ୍କା ମୂଲ୍ୟର ଏକ ଏୟାର କଣ୍ଡିସନରକୁ ୨୫ ହଜାର ଟଙ୍କାରେ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇ ଠକ ଜଣକ ମୋବାଇଲ ମାଧ୍ୟମରେ ଏସିର ଫଟୋ ପ୍ରମୋଟ…

ନୃସଂଶ ସ୍ବାମୀର ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଗୁରୁତର ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ,

ମାରଣାସ୍ତ୍ର ଜବତ ସହିତ ଜେଲ୍ ହାଜତକୁ ଗଲା ନୃଶଂସ ସ୍ବାମୀ, ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ସିନେମା ହଲ ଛକ ନିକଟରେ ରହୁଥିବା ନିରୂପମା ବିଶ୍ବାଳଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଏହି…