ବେଲଗୁଣ୍ଠା ବ୍ଲକ ପାଇଲି ପଡ଼ାରେ ପଂଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ;

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗଂଜାମ ଜିଲ୍ଳାପାଳଙ୍କ ଅଭିନବ ପ୍ରୟାସରେ ବର୍ତ୍ତମାନ ଗଂଜାମ ଜିଲ୍ଲାର ସମସ୍ତ ପଂଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତ କାର୍ଯ୍ୟାଳୟ ପରିସରରେ…

ଭୂସ୍ଖଳନ : କଳିଙ୍ଗା ଘାଟିରେ ଅତଡ଼ା ଖସିଲା , କନ୍ଧମାଳ ଜିଲ୍ଲାକୁ ଯାତାୟାତ ଠପ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନରେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୁସ୍କଳନ ହୋଇଛି । ପାହାଡ଼ରୁ ବିରାଟ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ବସ,…

ବେଦାନ୍ତର ଦକ୍ଷତା ତାଲିମ କେନ୍ଦ୍ର ୨୧ତମ ଖାଦ୍ୟ ଏବଂ ପାନୀୟ (F&B) ବ୍ୟାଚ୍ ପାଇଁ ୯୩% ନିଯୁକ୍ତି ସୁଯୋଗ…

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବେଦାନ୍ତ ଲାଞ୍ଜିଗଡ଼ର ମିଳିତ ଉଦ୍ୟମରେ ଏହି ବ୍ୟାଚର ୨୭ଜଣ ଯୁବକ ତାଲିମ ପାଇ ଏହି ଅଞ୍ଚଳରେ ସ୍ଥାୟୀ ଜୀବିକା ପାଇଁ ପଥ ପ୍ରଶସ୍ତ କରିଛନ୍ତି । ଲାଞ୍ଜିଗଡ଼, ୧୬.୦୯.୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର…

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

 ତାରକା ନିଯୁକ୍ତିଦାତା ଭାବେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ଭୁବନେଶ୍ୱର : ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଦିତ୍ୟ ବିର୍ଲା ଗ୍ରୁପ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଦ୍ଵାରା…

୭୪ ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ

ମାଲକାନଗିରି ରୁ ସୂରେନ୍ଦ୍ର ବେମାଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୪ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।

ରୋଗୀଙ୍କୁ ଚେୟାରରେ ବସାଇ ଦିଆଯାଉଛି ସାଲାଏନ । ମାଲକାନଗିରି ରୁ ସୂରେନ୍ଦ୍ର ବେମାଳ:  ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ନାହି ଯଥେଷ୍ଟ ପରିମାଣର ଖଟିଆ, ପରିବାର ଲୋକଙ୍କ ସହାୟତାରେ ଚେୟାର ରେ ବସି ସାଲାଏନ ନେଉଛନ୍ତି ରୋଗୀ । କିଛି ଏପରି ଚିତ୍ର ବର୍ତ୍ତମାନ…

ଜିଲ୍ଲା ପଂଚାୟତ ଅଧିକାରୀ ଙ୍କ ଖାମ ଖିଆଲି ମନଭାବ, ଅବସର ପ୍ରାପ୍ତ ପିଇଓଙ୍କୁ ଗ୍ରେଡ ପେ ମିଳୁନି ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ପଞ୍ଚାୟତ ରାଜ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ମାନେ ଦୀର୍ଘ ଦିନର ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ତୃତୀୟ ଆର୍ : ଏ : ସି :ପି ରେ ୫୪୦୦ ତାଙ୍କ ଗ୍ରେଡ ପେ…

ତାଳପଦର ୟୁନିଅନ ବ୍ୟାଙ୍କର ସଚେତନତା ଅଭିଯାନ

“ସତର୍କତା ଆମର ମିଳିତ ଦାୟୀତ୍ୱ” – SHG ମହିଳା ଓ ଗ୍ରାମବାସୀଙ୍କୁ ବ୍ୟାଙ୍କ ଲେନଦେନର ସଠିକ୍‌ ପ୍ରକ୍ରିୟା ବିଷୟରେ ପରାମର୍ଶ ବିଜେପୁର :-ଆଜି ୟୁନିଅନ ବ୍ୟାଙ୍କ ତାଳପଦର ଶାଖାରେ “ସତର୍କତା ଆମର ମିଳିତ ଦାୟୀତ୍ୱ” ଶୀର୍ଷକରେ ବିଶେଷ ସଚେତନତା କାର୍ୟକ୍ରମ ଆୟୋଜନ ହୋଇଯାଇଛି। ବର୍ତ୍ତମାନ ସମୟରେ…

ଆତର୍କିତ ଆକ୍ରମଣ, ଗୁରୁତର ପୂଜକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ।

(ବ୍ରହ୍ମପୁର କୈଳାଶ ଚନ୍ଦ୍ର ଚୌଧୁରୀ) ଗଞ୍ଜାମ ଜିଲ୍ଲାର ଅଧୀଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ମନ୍ଦିର ର ପୂଜକ ଗୋପିନାଥ ରଣା କୁ କିଛି ଯୁବକ ଆତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ପୂଜକ ଗୋପିନାଥ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼…

ଖାଲି ପଡିଛି ଡାକ୍ତର ପଦବୀ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଚାଲିଛି ସେବା

ଅବ୍ୟବସ୍ଥା ଘେରରେ ଓଲରା ସରକାରୀ ଆୟୁର୍ବେଦ ଡାକ୍ତରଖାନା ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଓଲରା ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ୩୩ ବର୍ଷ ତଳେ ସରକାରୀ ଆୟୁର୍ବେଦ ଡାକ୍ତରଖାନା ଖୋଲା ଯାଇଥିଲା । ହେଲେ ଦୀର୍ଘ…