ନଦୀପଠାରେ ସମାଜସେବୀଙ୍କର ବନ୍ଧୁମିଳନ ।

2

ଭୁବନେଶ୍ୱର;- ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ଓ ଓଡିଶା ସମାଜସେବୀ ମହାସଂଘର ମିଳିତ ଆନୁକୂଲ୍ୟରେ ବାଙ୍କୁଆଳ ନଦୀପଠାରେ ଏକାଠି ହୋଇଥିଲେ ରାଜ୍ୟର ଶତାଧିକ ସମାଜସେବୀ ।

Imageବଣଭୋଜି କେବଳ ବାହାନା ଥିଲା ମାତ୍ର ସମସ୍ତ ସମାଜସେବୀ ଏକାଠି ହୋଇ ସମାଜସେବାକୁ ରାଜ୍ୟରେ କେମିତି ରୁଦ୍ଧିମନ୍ତ ହୋଇ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଏ ଆଲୋଚନା ରେ ସମସ୍ତ ସମାଜସେବୀ ମାନେ ନିଜନିଜ ମତ ପ୍ରକାଶ କରିଥିଲେ ।Image ବଣଭୋଜି ରେ ଯୋଗ ଦେଇଥିଲେ ପୂର୍ବତନ କର୍ପୋରେଟର ଅଶୋକ ସିଂହ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପତି, ଗିରିଜା ଶଙ୍କର ଦାସ, ଲିଙ୍ଗରାଜ ସାହୁ, ଗଦାଧର ଦାସ ସମାଜସେବୀ ପ୍ରତାପ ସାହୁଙ୍କ ବହୁ ସମାଜସେବୀ ମାନେ ।

ଏହି ଅବସରରେ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅର୍ଥରାଶି ସଂଗ୍ରହ କରାଯାଇଥିଲା । ଏହାକୁ ପରିଚାଳନା କରିଥିଲେ ସଂଘ ପ୍ରତିଷ୍ଠାତା ବାପୁଓଝା ଓ ସଂଘ ସଭାପତି ଧୀରେନ ଶଙ୍କର ଦାସ ।

Image

Leave A Reply

Your email address will not be published.