Sign in
Sign in
Recover your password.
A password will be e-mailed to you.
ଅଧା ଦାମରେ ଏସି ଦେବାକୁ କହି ଠକି ନେଲେ ୨୫ ହଜାର
ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ୨୫ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ। ୫୦ ହଜାର ଟଙ୍କା ମୂଲ୍ୟର ଏକ ଏୟାର କଣ୍ଡିସନରକୁ ୨୫ ହଜାର ଟଙ୍କାରେ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇ ଠକ ଜଣକ ମୋବାଇଲ ମାଧ୍ୟମରେ ଏସିର ଫଟୋ ପ୍ରମୋଟ…
ନୃସଂଶ ସ୍ବାମୀର ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଗୁରୁତର ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ,
ମାରଣାସ୍ତ୍ର ଜବତ ସହିତ ଜେଲ୍ ହାଜତକୁ ଗଲା ନୃଶଂସ ସ୍ବାମୀ,
ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ସିନେମା ହଲ ଛକ ନିକଟରେ ରହୁଥିବା ନିରୂପମା ବିଶ୍ବାଳଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଏହି…
ସେଫିଟ୍ ଇଣ୍ଡିଆ ସିଜନ୍-୨ ୱିନର ସୁନୟନା ମହାପାତ୍ରଙ୍କୁ ‘ଦ ବେଲ୍ ଯୁବଶ୍ରୀ’ ସମ୍ମାନ
ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ସେବାୟତ ପରିବାରର କନ୍ୟା ସୁନୟନା ମହାପାତ୍ର ସେଫିଟ୍ ଇଣ୍ଡିଆ ଟପ୍ ସେଫ୍ ସିଜନ୍-୨ ର ଗ୍ରାଣ୍ଡ ୱିନର ହୋଇଛନ୍ତି। ଏହି ସଫଳତା ପାଇଁ ଦ ବେଲ୍ ଯୁଥ୍ କ୍ଲବ୍ ତାଙ୍କୁ ‘ଯୁବଶ୍ରୀ ସମ୍ମାନ’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛି।
ସ୍ଥାନୀୟ ୟୁଥ୍ ହଷ୍ଟେଲରେ ଆୟୋଜିତ…
ଏକ ପେଡ୍ ମା’ କେ ନାମ୍ – ୨.୦ ଅଭିଯାନରେ ସାମିଲ ହେଲା ଜିନ୍ଦଲ ଫାଉଣ୍ଡେସନ; ପ୍ରଧାନମନ୍ତ୍ରୀଙ୍କ ୭୫ତମ…
ଭୁବନେଶ୍ୱର, ୧୭/୦୯/୨୦୨୫: ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୭୫୦୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ପେଡ୍…
ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ,ଓଡ଼ଗାଁ ବନାଞ୍ଚଳରେ ରୋପଣ ହେଲା ୨୪ଶହ ଚାରା ବୃକ୍ଷ
ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳର ବାହାଡାଝୋଲା ଓ ଓଡ଼ଗାଁ ସେକ୍ସନରେ ସାମୁହିକ ଚାରା ରୋପଣ ଅଭିଯାନ ମାଧ୍ୟମରେ ବାଲିସିଂଶା ବଧୁଲିପୁର ସଂରକ୍ଷିତ ଜଙ୍ଗଲ ପରିସର ଖାଲି ସ୍ଥାନରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମାଲିକଙ୍କ ଉପସ୍ଥିତିରେ ଯଶସ୍ବୀ…
ଭୁବନେଶ୍ୱରରେ ହତ୍ୟାକରି ଘଟଗାଁରେ ପୋତିଥିଲା
ଦୀର୍ଘ ୧୨ଦିନ ପରେ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ମୃତଦେହ ଘଟଗାଁରୁ ମିଳିଲା।
କେନ୍ଦୁଝର,ତା୧୭/୯- ଖୋର୍ଦ୍ଧା ପିଚୁକୁଳି ଅଂଚଳର ଦୁର୍ଯୋଧନ ସାହୁ ଏତଲା ଦେଇଥିଲେ କି ତାଙ୍କର ୨୫ ବର୍ଷୀୟା ଝିଅ ଶୁଭମିତ୍ରା ସାହୁ ଚଳିତ ମାସ ୬ ତାରିଖ ସକାଳୁ ସୂର୍ଯ୍ୟନଗରକୁ ଡ୍ୟୁଟି କରିବାକୁ…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏକ ପେଡ୍ ମା କେ ନାମ ୨.୦ ଅନ୍ତର୍ଗତ ୨ ଲକ୍ଷ ଚାରା ରୋପଣ କରିବ
ଝାରସୁଗୁଡା, ଓଡିଶା, ୧୭ ସେପ୍େଟମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଭାରତ ସରକାରଙ୍କ ଏକ ପେଡ୍ ମା କେ ନାମ ୨.୦ ପଦକ୍ଷେପକୁ ସମର୍ଥନ କରି ଝାରସୁଗୁଡାରେ ଏକ ମେଗା ରୋପଣ ଅଭିଯାନ ଆରମ୍ଭ କରିଛି, ଯାହା ଶହ ଶହ ସରକାରୀ ପ୍ରତିନିଧି, ସମ୍ପ୍ରଦାୟ ସଦସ୍ୟ ଏବଂ…
ଟାଟା ଷ୍ଟିଲକୁ ରାଜ୍ୟର ଷ୍ଟାର ନିଯୁକ୍ତିଦାତା ସମ୍ମାନରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭/୦୯/୨୦୨୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲକୁ ରାଜ୍ୟର ଅନ୍ୟତମ ଷ୍ଟାର ଏମ୍ପ୍ଲୟର (ତାରକା ନିଯୁକ୍ତିଦାତା) ଭାବେ ସମ୍ମାନିତ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ୨୭ ନୂତନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ମାନ୍ୟବର…
ଏଥର ୪ ଟି କେନ୍ଦ୍ରରେ ହବିଷ୍ୟାଳୀମାନଙ୍କ ରହଣି ବ୍ୟବସ୍ଥା
-କେବଳ ଅନଲାଇନ ମାଧ୍ୟମରେ ପଞ୍ଜିକରଣ
-ବିନା ପଞ୍ଜିକୃତ ମାନେ ଅଯଥା ଗହଳି ନ କରିବାକୁ ପ୍ରଶାସନର ଅନୁରୋଧ
ପୁରୀ, ୧୬/୯ (ଅନିମେଶ ପଟ୍ଟନାୟକ): ଆସୁଛି କାର୍ତ୍ତିକ ବ୍ରତ । ଗତ ବର୍ଷ ଗୁଡିକରେ ବ୍ରତ ଧାରିଙ୍କ ବର୍ଦ୍ଧିତ ଆବେଦନକୁ ନଜରରେ ରଖି ଏଥର ୪ଟି ସ୍ଥାନରେ ବ୍ରତଧାରୀଙ୍କ…
ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅକ୍ଟୋବର ୨ ପର୍ଯ୍ୟନ୍ତ
ପୁରୀ,୧୬/୯ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଚଳିତମାସ ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ କାର୍ଯ୍ଯାଳୟ ପକ୍ଷରୁ ଏଥିପାଇଁ…