ଅସ୍ତରଙ୍ଗ,ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଥିବା ବିଭିର୍ଣ୍ଣ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ତରଫରୁ ବାଗଦେବି ମା ସରସ୍ୱତୀ ଙ୍କ ପୂଜା ମହା ସମାରୋହରେ ପାଳିତ ହୋଇ ଯାଇ ଅଛି l ଅସ୍ତରଙ୍ଗ ର କୁଅଁରପୁର ଠାରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ମନ୍ଦିର ରେ ମହା ଯାକ ଜମକ ତଥା ନୀତି କନ୍ତି ଭାବେ ବାଗଦେବୀ ଙ୍କ ପୂଜା ଅନୁଷ୍ଠିତ ହୋଇ,ପୂଜାରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇ ଥିଲା l ସେହିପରି,ସୁରେନ୍ଦ୍ରନାଥ ବିଦ୍ୟାପିଠ
ସୁନ୍ଦର, ଅସ୍ତରଙ୍ଗ ହାଇ ସ୍କୁଲ, ବେଳାଭୂମି ହାଇ ସ୍କୁଲ,ଛୁରିଅନା, ଜନତା ହାଇ ସ୍କୁଲ ,ବନ୍ତିଲୋ, ଅସ୍ତରଙ୍ଗ କଲେଜ ବଳଭଦ୍ରପୁର ଏମ ଇ, କଣମଣ ଇଉ ପି, ପାପୀରା ସ୍କୁଲ, ଗୁଣ୍ଡଳବା ସ୍କୁଲ, ଆଦି ଶିକ୍ଷାନୁ ଷ୍ଠାନ ଗୁଡିକରେ ମହା ସମା ରୋହରେ,ମା ସରସ୍ୱତୀ ଙ୍କ ପୂଜା ପଣ୍ଡିତ ତଥା ବ୍ରାହ୍ମଣ ମାନଙ୍କ ଦ୍ଵାରା ପୂଜା ର୍ଚ୍ଚନା କରାଯିବା ସହ, ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post