Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର ତାଇକୋଣ୍ଡୋ ଏକାଡେମୀ ର ୨୧ ଟି ସ୍ଵର୍ଣ୍ଣ ୧୨ ଟି ରୋପ୍ୟ ଓ ୩ ଟି କାଂସ୍ୟ ପଦକ ହାସଲ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜିର ସମାଜରେ ଛୋଟ କିଶୋର କିଶୋରୀମାନଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ପୁରୁଷ ମହିଳା ଙ୍କ ନିମନ୍ତେ ଆତ୍ମସୁରଷା ନିତାନ୍ତ ଆବଶ୍ୟକ। ବିନା ଅସ୍ତ୍ରରେ ଅନ୍ୟକୁ ପରାସ୍ତ କରି ନିଜକୁ ରକ୍ଷା କରିବା ସହିତ ଅନ୍ୟକୁ ସୁରକ୍ଷା ଦେବା!-->!-->!-->…
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମିରେ ଗାନ୍ଧୀ ଷ୍ଟାଡିୟମ୍?
କାହା ଜମି, କାହା ଅଧିକାର—ଓସିଏକୁ ଗଲା କେମିତି? ଡେପୁଟି ସିଏମ୍ଙ୍କ ମନ୍ତବ୍ୟ ପରେ ବଲାଙ୍ଗୀରରେ ତେଜିଲା ଜମି ବିବାଦ
ବଲାଙ୍ଗୀର/ ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଖେଳପଡ଼ିଆକୁ ନେଇ ଏବେ ବଲାଙ୍ଗୀରରେ ଚର୍ଚ୍ଚା ତୀବ୍ର ହୋଇଛି। ଖେଳପଡ଼ିଆ କାହାର? ଜମିର ମାଲିକାନା!-->!-->!-->!-->!-->!-->!-->…
ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅରେ ପଡ଼ି ୫ ବାରହା ମୃତ,
ଅସୁରକ୍ଷିତ ବିଦ୍ୟାଳୟ ପରିସର , ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା
ଓଡ଼ଗାଁ, ୧ା୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଖୋଲା କୂଅରେ ପଡ଼ି ୫ଟି ବାରହାଙ୍କ ମୃତ୍ୟୁ ଘଟିଛି।!-->!-->!-->…
୨ ନିଖୋଜ ନାବାଳିକା ଉଦ୍ଧାର,ବାପା-ମାଆଙ୍କୁ ହସ୍ତାନ୍ତର
ଓଡ଼ଗାଁ, ୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଆବଶ୍ୟକ ପ୍ରକ୍ରିୟା ଓ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ଉଭୟଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି। ସୂଚନା ଅନୁସାରେ,!-->…
ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ –…
"ସୋନ୍ ନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ରାଜନୈତିକ ଇଚ୍ଛାଶକ୍ତି ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଉଦାହରଣ ସୃଷ୍ଟି ହୋଇପାରିଛି, ତେବେ ମହାନଦୀର ମୂଳ ସମସ୍ୟା—ଉପରମୁଣ୍ଡର ନଦୀ ଉପରେ ବେଆଇନ ନିର୍ମାଣ ତଥା ହସ୍ତକ୍ଷେପ ଓ ନଦୀର ପରିବେଶୀୟ ପ୍ରବାହ—କୁ ସମାଧାନ କରିବା ପାଇଁ ସମାନ ରାଜନୈତିକ!-->!-->…
ହେମନ୍ତ କୁମାର ପୁରୋହିତଙ୍କ ପରଲୋକ।
ପଦ୍ମପୁର:- ଟେମରି ନିବାସୀ ହେମନ୍ତ କୁମାର ପୁରୋହିତଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ହେଲା ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପଛରେ ପତ୍ନୀ ଅନୁସୟା, ପୁଅ ସୁବାସ, ସୁରେଶ, ଉମେଶ,ବହୁ ସାବିତ୍ରୀ, ରିଙ୍କି ଝିଅ ଜ୍ୟୋଇଁ ଓ ନାତି ନାତୁଣୀ!-->…
୧୦ ମାସ ପରେ ସର୍ତମୂଳକ ଜାମିନ ରେ ମୁକୁଳିଲେ ବିକ୍ରମ ପଣ୍ଡା।
ବ୍ରହ୍ମପୁର: ଗତ ଅକ୍ଟୋବର ମାସରେ ଘଟିଥିବା ଆଇନଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ରେ ଜଡିତ ହୋଇ ପୋଲିସ କିଛି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହା ମଧ୍ୟରେ ଜିଲ୍ଲା ଜଜ୍ କୋର୍ଟ ରେ ଶୁଣାଣି ଚାଲିଛି ଓ ସବୁ ଅଭିଯୁକ୍ତଙ୍କର ଜାମିନ ଆବେଦନ ହୋଇଥିଲା। ଏହି ପରିପ୍ରେକ୍ଷୀରେ!-->…
ରାଜେନ୍ଦ୍ର ୟୁନିଭର୍ସିଟି ଫାଉଣ୍ଡେସନ୍ ଡେରେ ଡେପୁଟି ସିଏମ୍ଙ୍କ ଭାଷଣକୁ ନେଇ ଚର୍ଚ୍ଚା
ଇତିହାସ, ଐତିହ୍ୟ ଓ ବଲାଙ୍ଗୀରର ବିକାଶ ପ୍ରସଙ୍ଗ ଉଠାଇଲେ; ‘ପୂର୍ବ ଭୁଲ୍କୁ ସୁଧାରିବା ସରକାରଙ୍କ ଦାୟିତ୍ୱ’ ନେଇ ଚର୍ଚ୍ଚା
ବଲାଙ୍ଗୀର: ରାଜେନ୍ଦ୍ର ୟୁନିଭର୍ସିଟିର ଫାଉଣ୍ଡେସନ୍ ଡେ ଅବସରରେ ଆୟୋଜିତ ସଭାରେ ଡେପୁଟି ମୁଖ୍ୟମନ୍ତ୍ରୀ କେ.ଭି. ସିଂହଙ୍କ ଭାଷଣକୁ ନେଇ ବଲାଙ୍ଗୀରରେ!-->!-->!-->!-->!-->…
ଫେମ୍ ଇଣ୍ଡିଆର ଟପ୍–୨୫ରେ ଝାରସୁଗୁଡ଼ା ଏସ୍ପି ରାଘବେନ୍ଦ୍ର
ଓଡ଼ିଶାରୁ ଏକମାତ୍ର ଅଧିକାରୀ, ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ
ଝାରସୁଗୁଡ଼ା, ୧ ସେପ୍ଟେମ୍ବର: ଝାରସୁଗୁଡ଼ା ଜିଲ୍ଲା ପୋଲିସ ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ା ହୋଇଛି। ଫେମ୍ ଇଣ୍ଡିଆ–ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ଶ୍ରେଷ୍ଠ ପୁଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ାର!-->!-->!-->…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ
ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେବେ ଶ୍ରୀ ଛତ୍ରପତି ସାହୁ
ନବରଙ୍ଗପୁର, ତା. ୦୧.୦୯.୨୦୨୬: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (Mukhyamantri Shiksha Puraskar–MSP) ଅଧୀନରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ କରାଯିବ।!-->!-->!-->!-->!-->…