ଭଞ୍ଜନଗରର ମୁଖ୍ୟ ଚାରିଗୋଟି ପଣ୍ଡପରେ ମାଁ ଦୁର୍ଗା ଙ୍କ ଦିବ୍ୟ ଦର୍ଶନ ସହିତ ବିରଳ ଅଷ୍ଟ ବେତାଳ ପୁଜା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ପବିତ୍ର ବିଜୟା ଦଶମୀ, ଭଞ୍ଜଭୂମି ଭଞ୍ଜନଗର ସହରର ମୁଖ୍ୟ ଚାରିଗୋଟି ଅସ୍ଥାୟୀ ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ମାଁ ଦୂର୍ଗା ଙ୍କ ସ୍ୱତନ୍ତ୍ର ଓ ଆଡମ୍ବର ପୂର୍ଣ୍ଣ ବେଶ ପରି ପାଟି । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ…

ନୟାଗଡ଼ ରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳନ

ନୟାଗଡ଼(ବିଶ୍ୱଜିତ ନାୟକ) :- ପବିତ୍ର ଦଶହରା ଅବସରରେ ଭାରତର ଦୁଇ ବରପୁତ୍ର ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଆଜି ହେଉଛି ଜୟନ୍ତୀ ।ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ସମାଜସେବୀ ଗୋଦାବରୀଶ ସାହୁଙ୍କ…

ଆଇ.ଜେ.ୟୁ. (ଓ.ୟୁ. ଡବ୍ଲୁ.ଜେ.) ଟିଟିଲାଗଡ଼ ଶାଖାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ଆଜି ଟିଟିଲାଗଡ଼ରେ ଭାରତୀୟ ସାମ୍ବାଦିକ ସଂଘ ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ, ବଲାଙ୍ଗୀର ଶାଖାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା। ସାଂସ୍କୃତିକ ଗର୍ବ ଓ ନୈତିକ ଭାବନାର ସୁନ୍ଦର ସମ୍ମିଳନରେ ଆୟୋଜିତ…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା 2.10.2025- କଳାହାଣ୍ଡି ଜିଲ୍ଲା ସ୍ତରୀୟ ଅହିଂସା ର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି…

ଜୟପୁର ସଦର ମହକୁମା ଠାରେ ଗାନ୍ଧୀଜୀଙ୍କ ୧୫୫ତମ ଜୟନ୍ତୀ ପାଳନ

ଜୟପୁର: ତା.୦୨.୧୦.୨୦୨୫ରିଖ, ଅଶୋକ ସାହୁ, ଶାସକ ପ୍ରଶାସକ, ଜୟପୁର ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ଗାନ୍ଧୀଜୀଙ୍କ ୧୫୬ତମ ଜୟନ୍ତୀ ପାଳନ କର।ଯାଇଛି । ଆଜିର ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ  କୁମାରୀ ଆକାବରମ୍ ଶସ୍ୟା ରେଡ୍ଡୀଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୨.୧୦.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର…

ସ୍ବପ୍ନର ଚାକିରି, ଲାଞ୍ଚର ଦୁଷ୍ଟ ଖେଳ — ବାତିଲ ହେଲା ଏସ.ଆଇ. ପରୀକ୍ଷା

ବିଜେପୁର:-ପୋଲିସ ଏସ.ଆଇ. (Sub-Inspector) ନିଯୁକ୍ତି ପରୀକ୍ଷାକୁ ଏକ ବଡ଼ କଲେଙ୍କାରୀ ସାମ୍ନାକୁ ଆସିଛି। ଲକ୍ଷ-ଲକ୍ଷ ଆଶାୟୀ ଯୁବମାନେ ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପାଠପଢି, ପ୍ରତିଦିନ ୧୦-୧୨ ଘଣ୍ଟା କରି ତାରିଖ ଦେଖୁଥିବାବେଳେ, କେହିକି ଟଙ୍କା ଦେଇ ରାତାରାତି ପୋଲିସ ଏସ.ଆଇ. ହୋଇପାରିବେ…

ଜଗତସିଂହପୁର: ବାଲିକୁଦା ବଜାରରେ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍ ଗେଟ୍

https://youtu.be/Ve5Ci1P3rTo   ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ): ସକାଳୁ ସକାଳୁ ବାଲିକୁଦାରେ ହଠାତ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। ଲୋକମାନେ ମାଙ୍କ ଦଶମୀ ପୂଜା ଦେଖିବାକୁ ଯିବା ପୂର୍ବରୁ ପ୍ରବଳ ବର୍ଷାପବନ ଯୋଗୁ…

ରାଜ ବୋରାସମ୍ବର ହାଇସ୍କୁଲ 1988 ମେଟ୍ରିକ୍ ବେଚ୍ ବନ୍ଧୁ ମିଳନ।

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳ ରେ ସ୍ଥାପିତ ହୋଇଥିବା ପଦମପୁର ରାଜ ବୋରାସମ୍ବର ହାଇସ୍କୁଲ ର 1988 ମସିହା ବ୍ୟାଚ ର ବନ୍ଧୁମିଲନ ଅନୁଷ୍ଠିତ ହୋଯାଇଛି।ମହୁଲପାଳି ନିକଟସ୍ତ ଅଙ୍ଗନଦୀ ପାଖ ରେ ଥିବା ସ୍କୁଲ ସାଥୀ ଶ୍ରୀ ବ୍ରଜମୋହନ…

ଇଚ୍ଛାପୁରରେ ରାବଣ ରାଜ ତୃତୀୟ ରଜନୀରେ ରାମ ଵନବାସ ଓ ସୀତା ଚୋରୀ

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁରଠାରେ ସାର୍ବଜନୀନ ଦୁର୍ଗା ପୂଜାଉପଲକ୍ଷେ ରାବଣ ଦରବାର ଦୁଲୁକୁଛେ l ତୃତୀୟ ସନ୍ଧ୍ୟାର ରାଜ ଅତିଥି ଭାବେ ସୁବର୍ଣପୁର ଜିଲ୍ଲାର ଟ୍ରକ ମାଲିକ ସଙ୍ଘର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଯୋଗ…