ପୋଲିସ ଏସଆଇ ଲିଖିତ ପରକ୍ଷା ବାତିଲ ପ୍ରସଙ୍ଗ-ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି:…

 https://youtu.be/QpotZh02IUk   * ୧୫ମାସରେ ୧୫ଟି ନିଯୁକ୍ତି ପରୀକ୍ଷା ବାତିଲ। * ପରୀକ୍ଷା ପରିଚାଳନାରେ ଥିବା ସଂସ୍ଥା ଜାଲିଆତିରେ ସମ୍ପୃକ୍ତି ସନ୍ଦେହ। * ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ନିଯୁକ୍ତି ବ୍ୟବସ୍ଥା ନହେଲେ, ଛାତ୍ର ବିଜେଡି ରାଜରାସ୍ତାକୁ ଓହ୍ଲାଇବ।…

ଗାଳି ଓ ଗୁଳି ବିଜେପିର ଡିଏନଏରେ ଅଛି : କଂଗ୍ରେସ

"ଗାଳି ଓ ଗୁଳିର ଭାଷା ବିଜେପିର ବିଚାରଧାରା" "ବିଜେପିର ବିଶ୍ୱାସ ଗୁଳି ଓ ଗାଳି କଂଗ୍ରେସର ଆସ୍ଥା ଶାନ୍ତି ଓ ମୈତ୍ରୀ" ଭୁବନେଶ୍ୱର, ତା ୩୦.୯.୨୫:- କେରଳର ଏକ ଟିଭି ଚାନେଲ ବିତର୍କରେ ବିଜେପି ଦଳର ମୁଖପାତ୍ର ପିଣ୍ଟୁ ମହାଦେବ, ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧିଙ୍କୁ ସର୍ବ…

“ବିଜେଡିର ଅପକୀର୍ତ୍ତିକୁ ଭାଇ ବିଜେପି ଢାଙ୍କିବାରେ ବ୍ୟସ୍ତ”

ବଲାଙ୍ଗୀର ଓ କଳାହାଣ୍ଡି ସାଂସଦ ଉଭୟେ ମହିଳା; ନାରୀ ନ୍ୟାୟ ପାଇଁ ଏତେ ଅସମ୍ବେଦନଶୀଳ କାହିଁକି? ଭୁବନେଶ୍ୱର, ତା ୩୦.୯.୨୫:- ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ସରକାରକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଏକ ପ୍ରେସ୍ ବିବୃତ୍ତିରେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ…

ନିଖୋଜ ଦଶମ ଶ୍ରେଣୀ ଛାତ୍ର ଘଟଣା: ୧୯ ଦିନ ପରେ ଦିଲ୍ଲୀ ଲାଲକିଲା ନିକଟରୁ ଉଦ୍ଧାର

ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ନିଖୋଜ ୧୦ମ ଶ୍ରେଣୀ ଛାତ୍ରକୁ ଓଡ଼ଗାଁ ପୋଲିସ ଦିଲ୍ଲୀ ପାର୍ଲ୍ୟାମେଣ୍ଟ ହାଉସ ଷ୍ଟ୍ରିକ୍ଟ୍ ଥାନା ଲାଲକିଲା ନିକଟ ବଙ୍ଗଳା ସାହେବ ଅଞ୍ଚଳରୁ ଉଦ୍ଧାର କରିଥିବା ଜଣାଯାଇଛି । ନାବାଳକ ଛାତ୍ର ଜଣକ…

ହେଲମେଟ ବିନା ଚାଲିଗଲା ୩ ଜୀବନ

୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ, ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଧ୍ୟ ଦେଇ ଯାଇଥିବା ୨୧ ନମ୍ବର ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥର ଗୋଡିପଲ୍ଲୀ ଛକ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ…

ସୁଶ୍ରୁଷା ଇ-କ୍ଲିନିକ ଗ୍ରାମାଞ୍ଚଳ ପାଇଁ ଆଣି ଦେଇଛି ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା

ଓଡଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ଆବଶ୍ୟକ ସ୍ଥଳେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପାଇବା ବ୍ୟୟ ବହୁଳ ହୋଇ ପଡୁଥିଲା ବେଳେ ସୁଶ୍ରୁଷା ଇ-କ୍ଳିନିକ ମାଧ୍ୟମରେ ଏବେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା ଗ୍ରାମାଞ୍ଚଳର ରୋଗୀ ଟିଏ…

ନିଖୋଜ ଛାତ୍ରର ମୃତ ଦେହ ଉଦ୍ଧାର

ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରର ମୃତ ଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ସୂଚନା ପ୍ରକାରେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଖଣ୍ଡରାବଳୀ ଗ୍ରାମର ବାବୁ ବିଷୋୟୀଙ୍କ ପୁଅ ଅମର ବିଷୋୟୀ (୧୪)…

ବନ୍ୟ ଗୟଳ ଆକ୍ରମଣରେ ବୃଦ୍ଧ ଗୁରୁତର ; ସରକାରୀ ସହାୟତା ଦାବି

 ବେଲଗୁଣ୍ଠା-:(ଶିବରାମ ଚୌଧୁରୀ)- , ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ଗ୍ରାମର ଜଣେ ବୃ୍ଦ୍ଧ ନିଜ ଜମିରେ କାମ ସାରି ଫେରୁଥିବା ବେଳେ ଏକ ବନ୍ୟ ଗୟଳର ବନ୍ୟ ଗୟଳ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ସହିତ ନିଜର ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି I…

ଆରଏସ୍ଏସ୍ ର ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ ।

କେନ୍ଦ୍ରାପଡା:(ପ୍ରଫୁଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ସାରଳା ମଣ୍ଡପ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଡେରାବିଶ ଖଣ୍ଡ…

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଓ ବ୍ଳକ ଅଞ୍ଚଳ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଉତ୍ସବମୁଖର ହୋଇଉଠିଛି । ନାନାରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ ପୂଜାମଣ୍ଡପ ହୋଇ ଉଠିଛି ଅଧିକ ଆକର୍ଷଣୀୟ । ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ଏନଏସିର ବ୍ଲକ ସାମ୍ନାରେ…