କ୍ୟାନ୍ସର ରୋଗ ରେ ପୀଡ଼ିତା ଛାତ୍ରୀ ଙ୍କୁ ପ୍ଲେଟଲଟ ଦାନ କରିଲେ ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ

ବାରିପଦାରୁ -ଗୌର ଦାସ ଗିରି: କେଉଁଝର ର ଜଣେ ୧୩ ବର୍ଷୀୟ ଛାତ୍ରୀ ମୀରାରାଣୀ ମହାରଣା ଏକ ଜଟିଳ କ୍ୟାନ୍ସର ରୋଗ ରେ ପୀଡ଼ିତ ହୋଇ ଦିର୍ଘ ଦିନ ରୁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଜରୁରୀ କାଳୀନ AB+ve ର ପ୍ଲେଟଲେଟ ର ଆବଶ୍ୟକ ହେବାରୁ ଛାତ୍ରୀ…

ଆଇଟିଇଆର ଏନଏସଏସ ସ୍ୱେଚ୍ଛାସେବୀଙ୍କ ଗ୍ରାମ ସଫେଇ ଅଭିଯାନ

ଭୁବନେଶ୍ୱର, ଅକ୍ଟୋବର ୩: ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥିବା ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଏନଏସଏସ ୟୁନିଟ ଗଣ୍ଡମୁଣ୍ଡା…

ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

ଝାରସୁଗୁଡ଼ା ତା୦୨/୧୦ - ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସାମୂହିକ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଗାନ୍ଧୀ…

ଶୁଦ୍ଧ ଓ ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଶଣୀ ପଲିଥିନ ମୁକ୍ତ ଧରଣୀ ନେଇ ଦୁର୍ଗା ପୂଜା ମଣ୍ଡପକୁ ଦିଆଯିବ ପୁରସ୍କାର,

ସ୍ୱତନ୍ତ୍ର ଚୟନ କମିଟି ଙ୍କ ପୂଜା ମଣ୍ଡପ ପରିଦର୍ଶନ ଓ ମୂଲ୍ୟାଙ୍କନ  ମାଲକାନଗିରି, ୩/୧୦/୨୫: ପ୍ରଥମ ଥର କରି ଦୁର୍ଗା ପୂଜା ଓ ଭସାଣି ଉତ୍ସବ ରେ ଶୁଦ୍ଧ ମୁକ୍ତ ଓ ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଶଣୀ ପଲିଥିନ ମୁକ୍ତ ଧରଣୀ ନେଇ ଦୁର୍ଗା ପୂଜା ମଣ୍ଡପ କୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ…

ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ଓଡ଼ିଶା ହାଇକୋର୍ଟ ବିଚାରପତି

ଓଡଗାଁ,୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହାଇକୋର୍ଟ ବିଚାରପତି ସଂଜୟ କୁମାର ମିଶ୍ର ସପତ୍ନୀକ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ । ବିଚାରପତି ମିଶ୍ର ଆଜି ସନ୍ଧ୍ୟାରେ ଶୁଳିଆ ପାଦଦେଶ ଜାମୁ ପାଟଣା…

ସର୍ଟସର୍କିଟରୁ ନିଆଁ ଲାଗି ପାନ ଦୋକାନ ଧ୍ବଂସ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସନ୍ଧ୍ୟାରେ ବେଲଗୁଣ୍ଠା-ବାଲିପଦର ରୋଡ଼ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନିକଟରେ ଥିବା ଏକ ପାନ ଦୋକାନରେ ଶର୍ଟ ସର୍କିଟ ରୁ ନିଆଁ ଲାଗିଯାଇଛି । ସୂଚନା ମୁତାବକ, କୁନା ପଣ୍ଡା ନାମକ ବ୍ୟକ୍ତି ଜଣକ ଛଅ ମାସ ହେବ ଉକ୍ତ ସ୍ଥାନରେ ଏକ ପାନଦୋକାନ କରି ଗୁଜୁରାଣ…

ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ଦୁଇଜଣଙ୍କ ପ୍ରାଣହାନି

 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ବସ୍ତ୍ରୀଗୁଡ଼ା ଗ୍ରାମପଞ୍ଚାୟତର ତ୍ରିନାଥ ନାୟକ (ପିତା -କାର୍ତ୍ତିକ ନାୟକ) ଏବଂ ମେରିପଲ୍ଲୀ ଗ୍ରାମପଞ୍ଚାୟତର ଲକ୍ଷ୍ମଣ…

ଶ୍ରୀରାମ କମିଟି ପକ୍ଷରୁ ଶିକ୍ଷକ ସୁଧାଂଶୁ ଶେଖର ସାହୁ ସମର୍ଦ୍ଧିତ।

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମ ରେ ଦଶହରା ମହୋତ୍ସବ ପାଳିତ ହୋଇଅଛି। ଶ୍ରୀରାମ କମିଟି ସରଗୁଲ ଦ୍ବାରା ଆୟୋଜିତ ରାବଣ ଦରବାର କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ ସୁଧାଂଶୁ ଶେଖର ସାହୁ ଙ୍କୁ ସମ୍ବର୍ଦ୍ଧିତ…

ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ପୂଜାରୀ କାଙ୍କେର ଗାଁରେ ନକ୍ସଲମାନେ ମଦକାମ ଭୀମା ନାମକ ଜଣେ ଗ୍ରାମବାସୀଙ୍କୁ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି। ଉସୁର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଏକ…

ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଳା ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଂଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ,ଜିଲ୍ଲା ବିଜେପି ସଭାପତି ଅଶୋକ…