ବେଲଗୁଣ୍ଠା ବ୍ଲକ ତନରଡ଼ା କ୍ଲଷ୍ଟରରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ତନରଡ଼ା କ୍ଲଷ୍ଟରରେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜି ଟି ହାଇସ୍କୁଲ, ବେଲଗୁଣ୍ଠା ଠାରେ କ୍ଲଷ୍ଟର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ସି ଆର ସି ସି ମନୋଜ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ…

ଦିପ୍ତୀପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ।

ପଦ୍ମପୁର:- ଦୀପ୍ତିପୁର ଶ୍ରୀଅରବିନ୍ଦ ପାଠଚକ୍ର, ଅରୋଜ୍ୟୋତି ଶିକ୍ଷାକେନ୍ଦ୍ରର ସଭାପତି ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ବରେ ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ପ୍ରଥମେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା। ବନ୍ଦେ ମାତରଂ, ଆଧ୍ୟାତ୍ମିକ ଶୋଭାଯାତ୍ରା ହୋଇଥିଲା। ଜୁବୁଲି ଗେଟ୍ ଉନ୍ମୋଚନ ଓ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡାରେ ପ୍ଲାଷ୍ଟିକ-ମୁକ୍ତ ସଚେତନତା ଅଭିଯାନ

କୋଇଲିଘୁଘର ଜଳପ୍ରପାତରେ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିଛି ଝାରସୁଗୁଡା, ଓଡ଼ିଶା, ଡିସେମ୍ବର ୨୦, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ଆଇଟିଇଆରରେ ଆଇସିଆର୍‌ଏଏମ୍‌ଇଆର୍‌ଡି – ୨୦୨୫ ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଡିସେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ୬ଷ୍ଠ ଇନ୍‌ଟରନ୍ୟାସନ୍‌ନାଲ୍ କନ୍‌ଫରେନ୍ସ ଅନ୍ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ…

ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀଙ୍କ ସୋଆ ପରିଦର୍ଶନ

ଡିପ୍ ଟେକ୍ ଏବଂ ଷ୍ଟାର୍ଟ-ଅପ୍ ସମ୍ବନ୍ଧୀୟ ସହଭାଗିତା ନେଇ ଆଲୋଚନା ଭୁବନେଶ୍ୱର, ୨୦/୧୨: ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ…

ଟ୍ୟୁସନରୁ ଫେରିବା ସମୟରେ ଅପହରଣ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ

ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଦୁଷ୍କର୍ମ ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଶୁଣିବାକୁ ମିଳୁଛି। ସେହି ମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି ;…

ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ ୬୮ତମ ଜାତୀୟ ସୁଟିଂ…

ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ ୬୮ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ସଟଗନ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ୬୮ତମ ଜାତୀୟ ସୁଟିଂ ସଟଗନ୍ ଚାମ୍ପିୟନସିପରେ…

ସିଟିଟିସିର ୨୦ଜଣ ତାଲିମଧାରୀଙ୍କୁ ପୁଣେରେ ନିଯୁକ୍ତି

କେନ୍ଦୁଝର,ତା୨୦/୧୨-କେନ୍ଦୁଝରସ୍ଥିତ କେନ୍ଦ୍ରୀୟ ଟୁଲ୍ ରୁମ୍ ଏବଂ ଟ୍ରେନିଂ ସେଣ୍ଟର (CTTC), ସମ୍ପ୍ରସାରଣ କେନ୍ଦ୍ରର ୨୦ ଜଣ ଯୁବ ପ୍ରଶିକ୍ଷାର୍ଥୀ ପୁଣେରେ ଚାକିରି ପାଇଛନ୍ତି। ଏହି ସଫଳତା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ-ତଥା ମୁଖ୍ୟ ଉନ୍ନୟନ…

ପିଏମ୍‌ ନୟାହାଟ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପିଏମ୍‌ ଉତ୍ସବ

କାକଟପୁର: ପିଏମଶ୍ରୀ ନୟାହାଟ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ପିଏମ୍‌ ଉତ୍ସବ ଏକ ବର୍ଣାଢ୍ଯ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ବିଜେପି ଯୁବ ନେତା ବାସୁଦେବ ସାହୁ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅତିଥିମାନେ…

ରାଧାଗୋବିନ୍ଦ ଜୁଏଲାରୀର ଲକି ଡ୍ର : ଗ୍ରାହକ ଜିତିଲେ ଦୁଇଟି ସ୍କୁଟି ଗାଡ଼ି ।

କାକଟପୁର :-୧୯/୧୨:- କାକଟପୁର ବଜାର ସ୍ଥିତ ରାଧାଗୋବିନ୍ଦ ଜୁଏଲାରୀର ଲକି ଡ୍ର କାର୍ଯ୍ୟକ୍ରମ ବୁଧବାର ସଂଧ୍ୟାରେ କାକଟପୁର ସ୍ଥିତ ମୋତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ଷ ତମାମ ଜୁଏଲାରୀରୁ ୨୦ହଜାର ଟଙ୍କାରୁ ଅଧିକ ଟଙ୍କାର ଅଳଙ୍କାର କିଣିଲେ ଏହି ଲକି ଡ୍ର କୁପନ ମିଳୁଥିଲା।…