ବଂଶଧାରା ସ୍ମରଣିକା କମିଟି ବୈଠକ

#ପାରମ୍ପରିକ ଚିକିତ୍ସା, ସ୍ବାଧିନତା ସଂଗ୍ରାମ ପିଠ ଓ ପ୍ରତିଭାବାନ ଙ୍କ ସମ୍ପର୍କରେ ପ୍ରକାଶ ପାଇବ ଲେଖା (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣପୁର-ରାଜ୍ଯ ସ୍ତରୀୟ ଚତୁର୍ଦ୍ଦଶ ବଂଶଧାରା ବସନ୍ତ ମହୋତ୍ସବ ର ସ୍ମରଣିକା କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଂଶଧାରା…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପଦ୍ମପୁର: - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ୪୧ତମ ବାର୍ଷିକ ଉତ୍ସବ କୁଶୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ (ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ବିଦ୍ୱତ ପରିଷଦ ସଭାପତି) ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗ ଦେଇ ଦୀପ…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଜଣେ ଗିରଫ

ମାଲାକନଗିରି, ୨୧/୧୨: ମାଲକାନଗିରି ଜିଲା ସଦର ବ୍ଲକ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି। ଏହା ଭିତ୍ତି କରି ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଏମ୍‌ଭି ୪୩…

ପି.ଏମ.ଶ୍ରୀ ସରକାରୀ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ଉଜ୍ଜ୍ୱଳ ଆୟୋଜନ

ମାଲକାନାଗିରି, ୨୧ ଡିସେମ୍ବର – ପି.ଏମ.ଶ୍ରୀ ସରକାରୀ ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ଆଜି ସ୍କୁଲ ପ୍ରାଙ୍ଗଣରେ ଉତ୍ସାହ ଓ ଧାମାଳିରେ ଆୟୋଜିତ ହେଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ହସ୍ତେ ଦୀପ ପ୍ରଜ୍ୱଳନ ସହିତ ଉଦ୍‌ଘାଟନ ହେଲା। ସଭାର…

‘ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନର ବଡ଼ ପୁଞ୍ଜି’

ସରିଆଁ ହାଇସ୍କୁଲ ଶିକ୍ଷାର୍ଥୀଙ୍କ ଗୁରୁପୂଜନ ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ) ସନାତନ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ ସ୍ଥାନରେ ରହିଆସିଛି। ଗୁରୁଙ୍କ ଆଶୀର୍ବାଦ ହିଁ ମନୁଷ୍ୟ ଜୀବନର ବଡ଼ ପୁଞ୍ଜି। ଜଣେ ସାଧାରଣ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦ ଯୋଗୁଁ କାଳଜୟୀ ହୋଇ…

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଞ୍ଚକର୍ମ ଉପଚାର କାର୍ଯକ୍ରମ ।

କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ାରେ ୨୦୧୫ ମସିହା ଠାରୁ ଆୟୁର୍ବେଦିକ ନୀୟମ ଅନୁସାରେ ଏକ ପଞ୍ଚକର୍ମ ବିଭାଗ ଚାଲୁଅଛି l ଏଥିରେ ବିଭିନ୍ନ ପ୍ରକାର ରୋଗ ତଥା ସମସ୍ୟା ଯଥା ପକ୍ଷାଘାତ, ସ୍ନାୟୁ ଜନିତ ସମସ୍ୟା, ମାଂସ ପେଶୀୟ ଜନିତ…

ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ତ୍ରୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର/ଅଶୋକ ସାହୁ: ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ତ୍ରୟ ବାର୍ଷିକ ସମ୍ମିଳନୀ ମହା ସମାରୋହରେ ପୂର୍ବତନ ସଭାପତି ଆଶୁତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ଯ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର…

୨୦୦୧ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଉତ୍ସବ

ବାଣପୁର :(ସେକ କୌସର):ବାଣପୁର NAC ଅନ୍ତର୍ଗତ ଗୋଦାବରୀଶ ବିଦ୍ୟାପୀଠର ୨୦୦୧ ମାଟ୍ରିକ ଵ୍ୟାଚ ର ଏକ ବନ୍ଧୁ ମିଳନ ଉତ୍ସବ ଝିଂଟିକାପଲ୍ଲୀ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ବହୁ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ର ମାନେ ନିଜ ବନ୍ଧୁଙ୍କୁ ଗୋଟଏ ସ୍ଥାନରେ…

ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

  ଗାଙ୍ଗପୁର,-(ଶିବରାମ ଚୌଧୁରୀ)- , ସୋରଡା ବ୍ଲକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତିନି ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ରୂପେ କୋଟିବାଡ଼ି ସିଆରସିସି କାହ୍ନୁ ଚରଣ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ…

ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସୋଡଙ୍ଗାଇ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ତନରଡ଼ା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି…