ସରସ୍ଵତୀ ଶିଶୁ ବିଦ୍ୟା ଭବନ,୨୯ ତମ ବାର୍ଷିକ ଖେଳକୁଦ ମହୋତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ସରସ୍ଵତୀ ଶିଶୁ ବିଦ୍ୟା ଭବନ,ବେଲଗୁଣ୍ଠା ର ୨୯ ତମ ବାର୍ଷିକ ଖେଳକୁଦ ମହୋତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବ୍ଲକ ପଡିଆ ରେ ମହାସମାରୋହ ରେ ପାଳିତ ହୋଇଯାଇଛି।ପ୍ରଥମ ଦିବସ ରେ ଶୂଳପାଣି ଶତପଥୀ(ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ) ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିବା
କଥା ଭ୍ରମାତ୍ମକ: ବିଜେଡି

ହାଇଦ୍ରାବାଦରୁ ଆସିବ ୬୫,୦୦୦ କୋଟି, ପ୍ରଚାର ସର୍ବସ୍ୱ ଘୋଷଣା ଓ ପ୍ରହସନ ୨୦୨୪-୨୫ରେ ଓଡ଼ିଶାକୁ ୩୯ କୋଟି ଏଫ୍ଡିଆଇ ଆସିଛି, ଯାହା ଦେଶର ମାତ୍ର ୦.୦୦୯ ପ୍ରତିଶତ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ କଥା ୧୭ ଲକ୍ଷ ଲକ୍ଷପତି ଦିଦି ଭଳି ମିଛ ଏଫ୍ଡିଆଇ ହାତେଇବାରେ ରାଜ୍ୟ…

ରାଜଗାଙ୍ଗପୁର,କୁତ୍ରା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ଉତ୍ସବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ନଳୀନିକାନୁ ଶାସନୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ…

ଅମିୟ ପଟ୍ଟନାୟକ ପ୍ରଦେଶକଂଗ୍ରେସ ସମବାୟ ପ୍ରକୋଷ୍ଟ ର ଅଧ୍ୟକ୍ଷ ନିଯୁକ୍ତି l

ଅସ୍ତରଙ୍ଗ, ଅଖିଳ ଭାରତ କିସାନ କଂଗ୍ରେସ ର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡିଶା ପ୍ରଦେଶ କିଷାନ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ବିସିଷ୍ଟ ସମବାୟ ବିତ ଶ୍ରୀ ଅମୀୟକୁମାର ପଟ୍ଟନାୟକ ଙ୍କୁ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଟ…

ଚଇତି ମିନି ମାରଥନ ଓ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା , ଷ୍ଟ୍ରୋଙ୍ଗ ମ୍ୟାନ ତରୁଣ ଏବଂ ଷ୍ଟ୍ରୋଙ୍ଗ ଉମେନ ଦେବଜାନୀ…

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ):ଗୁଣପୁର୨୦/୧୨/୨୦୨୫ ଚଇତି ଇଡ଼ତାଲ ମହୋତ୍ସବ ପାଳନ ଅଵ୍ୟବହିତ ପୂର୍ବରୁ ଆଜି ମିନି ମାରଥନ ମହା ଆଡମ୍ବରରେ ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜିଆଇସିଏମଏସ ଗାୟତ୍ରୀ ଶିକ୍ଷାନୁଷ୍ଠାନ ଠାରୁ ବାଇପାସ ଛକ ପର୍ଯ୍ୟନ୍ତ ୬ କିମି ମାରଥନ ଅନୁଷ୍ଠିତ ହୋଇଥିଲା।…

୨କେଜି ୯୯୦ ଗ୍ରାମର ଗଞ୍ଜେଇ ଜବତ ସହ ଦୁଇ ଗିରଫ

ଜଗତସିଂହପୁର ତା-20-12-2025 ସୁମନ୍ତ କୁମାର ଦାସ: ଶନିବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ। ବିରିଡି ଥାନା ଅନ୍ତର୍ଗତ ଉତ୍ତରସାହି ସ୍ଥିତ ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ରେ ଦୀର୍ଘ ଦିନ ହେବ ଗଞ୍ଜେଇ କାରବାର…

ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ଉଦଘାଟିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ରଜତ ଜୟନ୍ତୀ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ପୂର୍ବତନ ଛାତ୍ର ସଂସଦ ସଭାପତି ଓମପ୍ରକାଶ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ରାଉତପୁର ରେ ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଉତପୁର ଖେଳ ପଡ଼ିଆ ନିକଟ ରେ ଥିବା ଜିହବା ନିଶି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ମହୋତ୍ସବଟି ବିଶ୍ଵ ସଂଖ୍ୟା ଲଘୁ…

ସାଂସଦ ଖେଳ ମହୋତ୍ସବର ଉଦଯାପନୀ ପର୍ଯ୍ୟାୟ ଆରମ୍ଭ

କଟକ ତା ୨୦.୧୨.୨୦୨୫ ରିଖ – ନାଗରିକମାନଙ୍କ ମଧ୍ୟରେ ଖେଳ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଯୁବ ସମାଜରେ ନେତୃତ୍ୱକୁ ଉତ୍ସାହିତ କରିବା ଏବଂ ଫିଟ୍ ଇଣ୍ଡିଆର ସନ୍ଦେଶକୁ ପ୍ରତ୍ୟେକ ଘରେ ପହଂଚାଇବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସାଂସଦ ଖେଳ ମହୋତ୍ସବର ଉଦଯାପନୀ…

ଷଷ୍ଠ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

 ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବାରଗୋଟି କ୍ଲଷ୍ଟରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର…