Sign in
Sign in
Recover your password.
A password will be e-mailed to you.
ଡାଲଚିନି ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡାଲଚିନି ଉପକାରିତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଡାଲଚିନି ଛାଲି,ପତ୍ର,ତେଲ ଔଷଧ…
୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ,ଓଷ୍ଟା ଉଦଯାପିତ
କେନ୍ଦୁଝର,ତା୨୨/୧୨- ହର୍ଷ ଉଲ୍ଲାସ ମଧ୍ୟରେ ଦୁଇ ଦିନ ଧରି ଚାଲିଥିବା ୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଏନ୍.ଏସ୍.ପୋଲିସ୍ ହାଇସ୍କୁଲ ଠାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି।ଓଷ୍ଟା କେନ୍ଦୁଝରର ସଭାପତି ମନ୍ମଥନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି…
୨୦୧୨ ଦଶମଶ୍ରେଣୀ ଛାତ୍ର ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବକିରାପଲ୍ଲୀ ସ୍ଥିତ ମାଆ କୁମାରଶୁଣି ମନ୍ଦିର ପରିସରରେ ଅନୁଷ୍ଠିତ…
ବେଲଗୁଣ୍ଠା:-(ଶିବରାମ ଚୌଧୁରୀ)- -:ଆଜି ଆମେ ସମସ୍ତେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ। ବର୍ଷଗୁଡ଼ିକ ଧରି ଅଲଗା ଅଲଗା ରାସ୍ତାରେ ଚାଲିଥିଲେ ମଧ୍ୟ, ଆଜି ପୁଣିଥରେ ଆମ ବିଦ୍ୟାଳୟ ପାଠଶାଳା ଜୀବନର ସେଇ ସୁନାଲି ସ୍ମୃତିକୁ ନେଇ ୨୦୧୨ ଦଶମଶ୍ରେଣୀ ବ୍ୟାଚ୍ ଛାତ୍ର ଏକତ୍ରିତ ହୋଇଛୁ। ଏକ ବନ୍ଧୁ…
ଯୁବ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ସମ୍ବର୍ଦ୍ଧିତ
https://youtu.be/Puq3WNjskeo
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣସାହି ସ୍ଥିତ ଲକ୍ଷ୍ମୀନୃସିଂହ ଫଙ୍କସନ ହଲ ଠାରେ ପ୍ରତିଷ୍ଠିତ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ନୈବେଦ୍ୟର ମିଳିତ…
“ଗାନ୍ଧୀଜୀଙ୍କ ବିରୋଧରେ ଆକ୍ରୋଶ ପାଇଁ ମନରେଗା ଯୋଜନା ହଟାଇବା ଅନୁଚିତ ହେଲା ।”
ଗାନ୍ଧୀବାଦୀ ଗଣ ସଂଗଠନ ସମୂହଙ୍କ ପ୍ରେସ ବାର୍ତ୍ତା
କଟକ,ତା୨୦/୧୨: ୨୦୦୫ ମସିହାରୁ ଭାରତର ଗରୀବ ଜନଗଣଙ୍କୁ ଶହେଦିନ ନିଶ୍ଚିତ କର୍ମ ଯୋଗାଣ ନିମନ୍ତେ ଲାଗୁହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ବିଗତ ଲୋକସଭା ଅଧିବେଶନ କାଳରେ ତରବାରିଆ ଭାବରେ ହଟାଇ ଦିଆଯାଇ ତା’…
ବଲାଙ୍ଗୀର ଜିଲ୍ଲା ଆଇଜେୟୁ (ଓୟୁଡବ୍ଲୁଜେ) ଶାଖା ପକ୍ଷରୁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଡ୍ୟାମ ଠାରେ ବନ୍ଧୁମିଳନ…
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗୀର ଜିଲ୍ଲା ଆଇଜେୟୁ (ଓଡ଼ିଶା ଓର୍କିଂ ଜର୍ଣ୍ଣାଲିଷ୍ଟସ୍ ୟୁନିଅନ) ଶାଖା ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଲୋୟର ଇନ୍ଦ୍ର ଡ୍ୟାମ ପରିସରରେ ଏକ ସ୍ନେହମୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।…
ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୨ ଯକ୍ଷ୍ମା ରୋଗୀ ଚିହ୍ନିତ
ଉନ୍ନତ ଚିହ୍ନଟ ପାଇଁ ଟ୍ରୁନାଟ ଓ ଲ୍ୟାବ ଟେକେନସିଆନ ଆବଶ୍ୟକ
ଓଡ଼ଗାଁ,୨୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୧୮ ପଞ୍ଚାୟତର ଲକ୍ଷ୍ୟାଧିକ ଜନସାଧାରଣ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହି ଅଞ୍ଚଳର ଡିସେମ୍ବର ୨୦୨୫ ବର୍ଷ…
ଓଡ଼ଗାଁରେ ‘ସଙ୍ଗୀତ ଧାରା’ର ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୭
ଓଡ଼ଗାଁ,୨୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାମ୍ବାଦିକ ଭବନ ପରିସରରେ 'ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଅଡିସନ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ଗଣେଶ୍ୱର…
୨୦୩୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ:…
ସମ୍ମମରେ ଦୁଇ ଦିନିଆ ‘ସମ୍ମିଟ ୨୦୨୫’ ଆୟୋଜିତ
ଭୁବନେଶ୍ୱର, ୨୧/୧୨: ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି। ଭିଜନ୍ ଓଡ଼ିଶା ୨୦୩୬ ନିମନ୍ତେ ରାଜ୍ୟ ସରକାର ମହତ୍ୱକାଂକ୍ଷୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ୨୦୩୬ ସୁଦ୍ଧା ରାଜ୍ୟର…
ବଂଶଧାରା ସ୍ମରଣିକା କମିଟି ବୈଠକ
#ପାରମ୍ପରିକ ଚିକିତ୍ସା, ସ୍ବାଧିନତା ସଂଗ୍ରାମ ପିଠ ଓ ପ୍ରତିଭାବାନ ଙ୍କ ସମ୍ପର୍କରେ ପ୍ରକାଶ ପାଇବ ଲେଖା
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣପୁର-ରାଜ୍ଯ ସ୍ତରୀୟ ଚତୁର୍ଦ୍ଦଶ ବଂଶଧାରା ବସନ୍ତ ମହୋତ୍ସବ ର ସ୍ମରଣିକା କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଂଶଧାରା…