ବିଜେପୁରରେ ଗୁପଲୁ ଜୟନ୍ତୀ: ପୀତାମ୍ବର ଥିଲେ ଆଞ୍ଚଳିକ କଳା, ସଂସ୍କୃତିର ଅନନ୍ୟ ଉପାସକ

ବିଜେପୁର: ବରଗଡ଼ ଜିଲ୍ଲର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁରପକ୍ଷରୁ ସାହିତ୍ୟିକ ଗୁପଲୁ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସହରର ପୁରୁଣା ବାଳକ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଜୟନ୍ତୀ ସମାରୋହକୁ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ…

ବିଜେପୁର ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଉଦ୍‌ଯାପିତ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ସମନ୍ୱୟ ସହିତ ଅତ୍ୟନ୍ତ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ତିନି ଦଶକ ଧରି ଅଞ୍ଚଳରେ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରସାର କରୁଥିବା ଏହି ଶିକ୍ଷାନୁଷ୍ଠାନର ବାର୍ଷିକ…

ଶପଥ, ସଚେତନତା, ସାମୁହିକ ସଂକଳ୍ପ: ପୁରୀରୁ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନର ଆରମ୍ଭ

ପୁରୀ: ବାଲ୍ୟ ବିବାହ ବିରୋଧରେ ସରକାରୀ ପଦକ୍ଷେପ ସହ ସାମାଜିକ ସଂକଳ୍ପକୁ ଏକତ୍ର କରି ପୁରୀରେ ଜିଲ୍ଲାସ୍ତରୀୟ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ଅଧିକାରୀ, ଶିକ୍ଷାବିଦ୍, ସ୍ୱେଚ୍ଛାସେବୀ ଓ ମହିଳା…

ନିରାଶ୍ରୟ,ଅସହାୟ ଭିକ୍ଷୁଙ୍କ ପାଇଁ ପୁରୀ ପୋଲିସର ମିଳିତ ବୈଠକ

ପୁରୀ: ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପରିସର ଏବଂ ବଡଦାଣ୍ଡ ଅଞ୍ଚଳରେ ଥିବା ନିରାଶ୍ରୟ, ଅସହାୟ ଓ ଭିକ୍ଷୁକ ବ୍ୟକ୍ତିମାନଙ୍କର କଲ୍ୟାଣ, ସୁରକ୍ଷା, ଉଦ୍ଧାର ଏବଂ ପୁନର୍ବାସ ସମ୍ପର୍କିତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶନିବାର ପୁରୀ ପୋଲିସ…

ନୂଆ କୋର୍ଟ କମ୍ପ୍ଲେକ୍ସକୁ ଜୋରଦାର ବିରୋଧ; ରାଜ ରାସ୍ତାରେ ଆଇନଜୀବୀଙ୍କ ବିକ୍ଷୋଭ

ପୁରୀ: ପ୍ରସ୍ତାବିତ ନୂଆ କୋର୍ଟ କମ୍ପ୍ଲେକ୍ସକୁ ଜୋରଦାର ବିରୋଧ । ଶନିବାର ଶତାଧିକ ଆଇନଜୀବୀ ପୂର୍ବାହ୍ନ ୧୧ ଘଟିକାରୁ ଦିନ ୨ଟା ଯାଏଁ ପୁରୀ ଅଠରନଳା ଠାରେ ପ୍ଲାକାର୍ଡ ଧରି ରାସ୍ତାରୋକ କରିଥିଲେ। ଏହି ଆନ୍ଦୋଳନ ମାଧ୍ୟମରେ ସେମାନେ ସରକାରଙ୍କୁ ପ୍ରସ୍ତାବିତ ସ୍ଥାନ ପରିବର୍ତ୍ତନ ପାଇଁ ଦାବୀ…

ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିତ

  କେନ୍ଦୁଝର,ତା୨୦/୧୨- କେନ୍ଦୁଝର ପୁରୁଣା ବଜାରସ୍ଥିତ ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ୫୮ତମ ସଂସ୍କରଣ ଦୁଇଦିନ ଧରି ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ…

ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଖଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆ ରେ ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ…

ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର 23ତମ ବାର୍ଷିକ…

ବେଲଗୁଣ୍ଠା. -(ଶିବରାମ ଚୌଧୁରୀ )-.ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର 23 ତମ ବାର୍ଷିକ କ୍ରୀଡା ଉଛବ ଉଦଘାଟନ 49ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇ ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିବା ବେଳେ ଏହି ଉଛବରେ…

ପାଇକମାଳ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

  ପଦ୍ମପୁର:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଚେୟାରମେନ ଭାବନା ସିଂ ଏବଂ ଟାଇଲ ଚନ୍ଦ୍ର ଭୋଇ ଉପସ୍ଥିତ ରହି ପୁରସ୍କାର ବିତରଣ…

ରାଇଜ ଯାକର ଗୁହାରି ଶୁଣୁଛନ୍ତି , ନିଜ ନିର୍ବାଚମଣ୍ଡଲୀର ନିରାଶ୍ରୟଙ୍କ ଦୟିନି ଶୁଭୁନି !

ଗଣମାଧ୍ୟମରେ ବାହାରିଲେ ଆଖିରେ ପଡୁନି,ବିଧାନସଭାରେ କଥା ଉଠିଲେ ବି କାନକୁ ଶୁଭୁନି ! କେନ୍ଦୁଝର: କେନ୍ଦୁଝର ଜିଲ୍ଲା, ବାଂଶପାଳ ବ୍ଳକ୍,କୋଡିପଶା ପଞ୍ଚାୟତ ର ଘୁଙ୍ଗି ଗାଁ ର ଚିତ୍ର। ଅନାଥ ପିଲା ରହୁଛନ୍ତି ପଡିଶା ଲୋକଙ୍କ ସାହାରାରେ।  ବିଧାୟକ ଡଃ ଅରୁଣ କୁମାର ସାହୁ ନିକଟ ଅତୀତରେ ଶେଷ…