ପାଇକମାଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

  ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା…

ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ବ୍ୟାପକ ଅବ୍ୟବସ୍ଥା

ଦୁଇ ଘଣ୍ଟା ବିଳମ୍ବରେ ଉଦଯାପନ କାର୍ଯ୍ୟକ୍ରମ ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରିୟ ଆବିଷ୍କାର ଅଭିଯାନ ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ…

ଦିପ୍ତୀପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ଉଦଯାପିତ।

ପଦ୍ମପୁର :- ଦିପ୍ତୀପୁର ଶ୍ରୀଅରବିନ୍ଦ ପାଠଚକ୍ର, ଅରୋଜ୍ୟୋତିରେ ଦୁଇ ଦିନ ଧରି ଚାଲିଥିବା ରଜତ ଜୟନ୍ତୀ ସମାରୋହ ଉଯାପିତ ହୋଇଯାଇଛି। ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ପ୍ରଥମେ ପାଠଚକ୍ର ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଦ୍ବିତୀୟ ଦିନରେ ଶିକ୍ଷାକେନ୍ଦ୍ର ସଭାପତି…

ମନରେଗା ନାମ ପରିବର୍ତ୍ତନ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ: ପୁରୀରେ କଂଗ୍ରେସର ନିରବ ପ୍ରତିବାଦ

ପୁରୀ (ଅନିମେଶ ପଟ୍ଟନାୟକ): କେନ୍ଦ୍ର ସରକାର ମନରେଗାର ନାମ ପରିବର୍ତ୍ତନ କରି ଏହାର ମୂଳ ଆତ୍ମା, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ଦୁର୍ବଳ କରୁଛନ୍ତି। ଏହା କେବଳ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ନୁହେଁ, ବରଂ ଶ୍ରମିକ, ଆଦିବାସୀ, ଦଳିତ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗଙ୍କ ସହ ଏକ ପ୍ରକାର…

ଟାଟା ପାୱାର ବିରୋଧରେ କଂଗ୍ରେସର ଗର୍ଜନ; ଅତିରିକ୍ତ ସୁରକ୍ଷା ଜମା ଲାଗୁକୁ ବିରୋଧ

ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର ବିରୁଦ୍ଧରେ ଗର୍ଜନ କରିଛି କଂଗ୍ରେସ । ଅତିରିକ୍ତ ସୁରକ୍ଷା ଜମା ରାଶି ଓ ବିଦ୍ୟୁତ ବିଲରେ ଅନିୟମିତତାକୁ ପାଥେୟ କରି ଟାଟା ପାୱାର ଅଫିସ ଘେରିଛି କଂଗ୍ରେସ । ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ରାଜେଶ କୁମାର…

ବିଧାୟକ ଦ୍ୱାରା ଦୁଇ ନଦୀ ହିଡ଼ର ଉନ୍ନତିକରଣ ପାଇଁ ଶୁଭ ପ୍ରଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ର ବକ୍ଷ ଦେଶ ଦେଇ ବହି ଯାଇଛି ଲୋହରାଖଣ୍ଡି ଏବଂ ବଡ଼ ନଦୀ I ବିଭିନ୍ନ ସମୟରେ ଏହି ନଦୀ ଦୁଇଟିରେ ବନ୍ୟା ଆସି ବନ୍ଧ ଭାଙ୍ଗିଯିବା ଫଳରେ ତଟବର୍ତ୍ତୀ ପଂଚାୟତ ବାସୀଙ୍କ ନାହିଁ ନଥିବା କ୍ଷତି ସାଧନ କରିଛି I ଏଥିରେ ସ୍ଥାୟୀ ସମାଧାନ ପାଇଁ…

ଚେନ୍ନାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପେଟ ପୋଷିବା ଉଦ୍ଦେଶ୍ୟରେ ବାହାର ରାଜ୍ୟରେ ଦାଦନ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଗାଆଁକୁ ଶବ ହୋଇ ଫେରିଛନ୍ତି ଓଡ଼ିଆ ଯୁବକ I ଏହି ଭଳି ଦୁଃଖଦ ଖବର ଆସିଛି ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତର ନାୟକପଡ଼ା ଗ୍ରାମରୁ I ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ…

ପୂର୍ବତନ ସମିତିସଭ୍ୟଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ଅକାଳ ବିୟୋଗ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସ୍ଵର୍ଗତା ପ୍ରିୟମ୍ୱଦା ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ I ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି…

ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରଶାସନିକ କ୍ଷମତାକୁ ଅଧ୍ୟାପିକାଙ୍କ ଚାଲେଞ୍ଜ,

ଉପଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ଅଭିଯୋଗ ଓଡ଼ଗାଁ,୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ପ୍ରଶାସନିକ କ୍ଷମତାକୁ ଇତିହାସ ବିଭାଗ ଅଧ୍ୟାପିକା ଦିପାଳି ସାହୁଙ୍କ…

ଓଡ଼ଗାଁ ମିନି ଷ୍ଟାଡିୟମରେ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ ଆୟୋଜିତ,

୬ଶହ ୨୫ ଖେଳାଳିଙ୍କ ନାମ ପଞ୍ଜିକୃତ ଓଡ଼ଗାଁ,୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ - ୨୦୨୫ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ମିନି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପୁରୀ ଲୋକସଭା ସାଂସଦ…