Sign in
Sign in
Recover your password.
A password will be e-mailed to you.
କପାଣି ଲାଇସେନ୍ସପ୍ରାପ୍ତ ମହୁଲି ମଦଭାଟିରେ ଅପମିଶ୍ରଣ କେଲେଙ୍କାରି !
ବିଷାକ୍ତ ମଦ ତିଆରିକୁ ଅଞ୍ଚଳବାସୀଙ୍କ ବିରୋଧ, ଜିଲ୍ଲା ଅବକାରୀ ବିଭାଗର ଭୂମିକା ପ୍ରଶ୍ନରେ
ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):- ସାରା ଓଡ଼ିଶାରେ ପ୍ରତିଦିନ ଦେଶୀ ଅପମିଶ୍ରିତ ବିଷାକ୍ତ ମଦ ସେବନ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ, ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା…
ଭାଗବତପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ପରଲୋକ
ପୁରୀ,୨୩/୧୨- ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଭାଗବତ ଟୁଙ୍ଗୀ ଓ ଗାଁ ଗାଁରେ ପରିଚିତ ଭାଗବତ ପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ଯ ଜନିତ ରୋଗରେ ପୀଡ଼ିତ ଥିଲେ । ସେହି ଅଞ୍ଚଳର ଛୋଟପୁର…
ସହିଦ୍ ଦିବସରେ ଟଙ୍କଧରଙ୍କୁ ନିଶାଣ କଲେ ଦୀପାଳି
"ସତ କହିଲେ ବିଧାୟକଙ୍କୁ ଖରାପ ଲାଗୁଛି,ରକ୍ତଚାପ ବଢ଼ିଯାଉଛି"
ଝାରସୁଗୁଡ଼ା: ଜୟପୁର ଇଷ୍ଟେଟ ସ୍ମୃତି କମିଟି ତରଫରୁ ଲଇ ଉଇକେରା ଠା ଠାରେ ସହିଦ ଦିବସ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗ ଦେଇଥିଲେ। ବ୍ଳକ କାର୍ଯ୍ୟାଳୟ…
ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ : କ୍ଷତିଗ୍ରସ୍ତ ପ୍ରଜାଙ୍କ ବିକ୍ଷୋଭ ଅବ୍ୟାହତ
ରାଜଗାଙ୍ଗପୁର: .ଲାଞ୍ଜିବେଣ୍ଡାରେ ଡିସିବିଏଲ ଦ୍ବାରା ଜମି ଅଧିଗ୍ରହଣ ବିରୋଧରେ ସ୍ଥାନୀୟ ପ୍ରଜାମାନଙ୍କ ବିକ୍ଷୋଭକୁ ଆଜି ୯ ଦିନ ପୂରିଛି। ଡିସିବିଏଲ ଗତ ୧୩ ତାରିଖ ଭୋର ସମୟରେ ଲାଞ୍ଜିବେଣ୍ଡାସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଖଣିକୁ ଲାଗିଥିବା ୨୭.୫୧ ଏକର ଜମିକୁ ଜେସିବି ଅଧିଗ୍ରହଣ କରାଯାଇଥିଲା…
ସରିଲା ରାଜଗାଙ୍ଗପୁର ମହୋତ୍ସବ ଝରଝରା
ଲୋକନୃତ୍ୟ, ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ
ରାଜଗାଙ୍ଗପୁର,୨୨-୧୨-୨୫. ରାଜଗାଙ୍ଗପୁର ଫୁଟବଲ ପଡ଼ିଆରେ ୧୯ ତାରିଖରୁ ଚାଲିଥିବା ଲୋକ ମହୋତ୍ସବ “ଝର୍ଝରା”ର ସୋମବାର ଉଦ୍ଯାପିତ ହୋଇଯାଇଛି। ବିବିଧ ଲୋକ ନୃତ୍ୟ, ନାଗପୁରୀ, ସମ୍ବଲପୁରୀ ସହ ଆଧୁନିକ ସଙ୍ଗୀତରେ ୪ଦିନ ଧରି ଦୁଲୁକି ଥୁଲା ଫୁଟବଲ…
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଭିମୁଖୀକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପକ୍ଷରୁ ଆଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ମୋନାଜ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ…
ରାମାନୁଜନ ଗଣିତ କ୍ଳବ, ପାରଳାଖେମୁଣ୍ଡି ତରଫରୁ ଜାତୀୟ ଗଣିତ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ଭଳି ଏହି ବର୍ଷ ୨୦୨୫ ମସିହାରେ ରାମାନୁଜନ ଗଣିତ କ୍ଲବ୍ , ପାରଳାଖେମୁଣ୍ଡିର ତରଫରୁ ବିଶ୍ବ ବିଖ୍ୟାତ ବିସ୍ମୟ ଗଣିତଜ୍ଞ ରାମାନୁଜନଙ୍କ ଜୟନ୍ତି ଅବସରରେ ଜାତୀୟ ଗଣିତ ଦିବସ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳନ ହୋଇଯାଇଛି।…
ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏବଂ ସ୍ପିରିଟଜା ଆନୁକୂଲ୍ୟରେ କେନ୍ଦୁଝରରେ ଅଭିନୟ କର୍ମଶାଳା
କେନ୍ଦୁଝର,ତା୨୨/୧୨- ଏନ୍ଏସ୍ଡ଼ି, ନୂଆଦିଲ୍ଲୀ ଓ ସ୍ଥାନୀୟ ସ୍ପିରିଟଜା ନୃତ୍ୟାନୁଷ୍ଠାନର ମିଳିତ ସହଯୋଗୀତାରେ ଏକ ଅଭିନୟ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଏହା ରାଜ୍ୟର ଅନେକ କଳାକାରଙ୍କୁ ନେଇ ମାସେ ଧରି ଚାଲିବ ବୋଲି ଜଣାଯାଇଛି। ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର କୁଳସଚିବ କେନ୍ଦୁଝରର…
ଯୁବ ଆଇଏଏସ୍ ଉପଜିଲ୍ଲାପାଳ ଙ୍କ ବାଦ୍ୟରେ ଦୁଲୁକିଥିଲା “ଚଇତି” କଳସଯାତ୍ରା।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ଲୁକ୍କାୟିତ କଳା ସଂସ୍କୃତି ପରଂମ୍ପରା ବାଦ୍ୟଯନ୍ତ୍ର୍ର ଓ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଗୁଣୁପୁର ଉପଖଣ୍ଡ ରେ ଆରମ୍ଭ ହୋଇଛି "ଚଇତି" ମହୋତ୍ସବ। ପ୍ରଥମେ ରାୟଗଡା ଜିଲ୍ଲା ର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଚଇତି ଉତ୍ସବ…
‘ଶୃଙ୍ଖଳା ଛାତ୍ରଛାତ୍ରୀ ଙ୍କୁ ସଫଳତା ଦେଇଥାଏ’
ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲର ବାର୍ଷିକ ଉତ୍ସବ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲର ବାର୍ଷିକ ସାଂସ୍କୃତିକ ଉତ୍ସବ “ ମହର୍ଷି ୨.୦ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ରାମନାଗୁଡ଼ା ପଞ୍ଚାୟତ ସମିତିର…