Sign in
Sign in
Recover your password.
A password will be e-mailed to you.
ଡମ୍ବସରା ଡିଗ୍ରୀ କଲେଜ ରେ ସମାଜ ବିଜ୍ଞାନ ବିଭାଗ ର ପାଠଚକ୍ର
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଡିଗ୍ରୀ ମହାବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ ତରଫରୁ " *ସମାଜ ବିଜ୍ଞାନ ତତ୍ତ୍ଵ * " ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ଡଃ ସତ୍ୟନାରାୟଣ…
ସନ ସାଇନ ୱେଲନସ କେନ୍ଦ୍ର ପକ୍ଷରୁ ଗରିବ ଲୋକଙ୍କୁ ଶୀତ ଚାଦର ବିତରଣ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଓଜନ ହ୍ରାସ କରି ଶରୀର ସୁରକ୍ଷା ଉପରେ ସଚେତନ ସୃଷ୍ଟି କରୁଥିବା ସ୍ଥାନୀୟ ମଙ୍ଗଳା ମନ୍ଦିର ନିକଟରେ ଥିବା ସନ ସାଇନ ୱେଲନସ କେନ୍ଦ୍ର ପକ୍ଷରୁ ଗରିବ ଲୋକଙ୍କୁ ଶୀତ ଚାଦର ଓ ଜଳଖିଆ ବଣ୍ଟନ କରାଯାଇଛି। କେନ୍ଦ୍ର…
କୋମଲଙ୍କ ବିଜ୍ଞାନ ପ୍ରକଳ୍ପ ପୂର୍ବ ଭାରତ ବିଜ୍ଞାନମେଳାକୁ ମନୋନୀତ
କେନ୍ଦୁଝର,ତା୨/୧- ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ଅଷ୍ଟମ ଶ୍ରେଣୀର ଛାତ୍ରୀ କୋମଲ୍ ମହାନ୍ତି ଗତ ଡିସେମ୍ବର ୨୬ ରୁ ୨୮ ତାରିଖ ତିନି ଦିନ ଧରି ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଭାଗ ନେଇଥିଲେ। ସ୍ଥାନୀୟ ଡି.ଏନ୍. ହାଇସ୍କୁଲ୍ ଠାରେ ୫୨…
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା: ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି
ତୁରନ୍ତ ଘୋଷଣା କରନ୍ତୁ, ନହେଲେ ଜିଲ୍ଲାବନ୍ଦ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଜି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ମେଡିକାଲ କଲେଜ…
ଯାଜପୁର ଲୋକଙ୍କ ଜୀବନଧାରାର ପରିବର୍ତ୍ତନ ଆଣିପାରିଛି ଟାଟା ଷ୍ଟିଲ୍ କଳିଙ୍ଗନଗର
କଳିଙ୍ଗନଗର, ଜାନୁଆରୀ ୧, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏକ ଶିଳ୍ପ ଶକ୍ତିକେନ୍ଦ୍ରରୁ ଓଡ଼ିଶାର କଳିଙ୍ଗନଗର ଅଞ୍ଚଳରେ ସାମାଜିକ ଗତିଶୀଳତାର ଏକ ପ୍ରାଥମିକତା ଦେଇ ଆସିଛି । ନିଜର କାର୍ଯ୍ୟକ୍ଷମ ଡିଏନଏ ମଧ୍ୟରେ ସ୍ଥାନୀୟ ଲୋକଙ୍କ କଲ୍ୟାଣକୁ ଅନ୍ତର୍ଭୁକ୍ତ କରି, ଏହି କେନ୍ଦ୍ର…
୭୧ତମ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା: କେନ୍ଦୁଝର କ୍ରୀଡ଼ାବିତଙ୍କ ଅପୂର୍ବ ସଫଳତା
କେନ୍ଦୁଝର,ତା୨/୧- କଟକ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ୭୧ତମ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାର ଖେଳାଳି ମାନେ ଅତି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ୯ଟି ସ୍ବର୍ଣ୍ଣ,୧୧ଟି ରୌପ୍ୟ ଓ ସମାନ ସଂଖ୍ୟକ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରାବାନ୍ୱିତ…
ନୂତନ ବର୍ଷରେ ଅଘଟଣ ; ସଡ଼କ ଦୁର୍ଘଟଣାରେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ଅକାଳ ବିୟୋଗ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନୂତନ ବର୍ଷକୁ ଅଭିନନ୍ଦନ ଜଣାଇବା ଅବସରରେ ଚାରି ଆଡ଼େ ଖୁସିର ମାହୋଲ୍ ଚାଲିଥିବା ବେଳେ ବର୍ଷର ପ୍ରଥମ ଦୀନ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ବେଲଗୁଣ୍ଠା ଅଞ୍ଚଳର ଜଣେ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ସଡ଼କ ଦୂର୍ଘଟଣାରେ ମୃତ୍ୟୁ ଘଟଣା…
ନୂଆବର୍ଷରେ ଆୟ ବହିର୍ଭୁତ ସମ୍ପତ୍ତି ଲାଗି ଜେଲ ଗଲେ ପଂଚାୟତ ନିର୍ବାହୀ ଅଧିକାରୀ।
କେନ୍ଦୁଝର,ତା୨/୧- ଠିକ ନୂଆ ବର୍ଷର ଅବ୍ୟବହିତି ପୂର୍ବରୁ ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଲାଗି ଧରିଥିଲା। ଶ୍ରୀ ଜେନାଙ୍କ ଯେତେକି ରୋଜଗାର ତାଠାରୁ ୧୩୯% ଅଧିକ ସମ୍ପତ୍ତି ରଖିଥିଲେ। ଏସବୁ କୁଆଡୁ କେମିତି…
ଶ୍ରୀଜୀଉଙ୍କୁ ଦର୍ଶନ କଲେ ନୂଆ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ
ପୁରୀ,୧/୧,(ଅନିମେଶ ପଟ୍ଟନାୟକ): ଓଡିଶାର ନୂଆ ମୁଖ୍ଯ ଶାସନ ସଚିବ ଭାବେ ଆଇଏଏସ ଅନୁ ଗର୍ଗ ଦାୟିତ୍ବ ଗ୍ରହଣ କରିବା ପରେ ନବବର୍ଷରେ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଶ୍ରୀମତୀ ଗର୍ଗ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ତାଙ୍କୁ…
ନିଆରା ଢଙ୍ଗରେ ନୂଆବର୍ଷ ପାଳିତ; ଶିକ୍ଷାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ
ପୁରୀ,୧/୧ (ଅନିମେଶ ପଟ୍ଟନାୟକ) : ନିଆରା ଢଙ୍ଗରେ ନୂଆବର୍ଷ ପାଳନ କଲେ ବଳିଆପଣ୍ଡା ସ୍ଥିତ ଏକଲବ୍ଯ ପାଠଶାଳାର ଛାତ୍ରଛାତ୍ରୀ । ବସ୍ତି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଘର ଘର ବୁଲି ସଚେତନତା ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ । ସାମାଜିକ ଅନୁଷ୍ଠାନ "ଦି ବେଲ" ପକ୍ଷରୁ ଏହି ସଂକଳ୍ପ ଯାତ୍ରା…