ମୈଦାନକେଲ ଓ ଡିମ୍ବୋ ପଂଚାୟତର ବିଭିନ୍ନ ସ୍ଥାନରେ ଗୋପ କଥା ଆୟୋଜିତ

କେନ୍ଦୁଝର,ତା୧୯/୧୦- ମୈଦାନକେଲ ପଂଚାୟତର ହରିହରପୁର ଓ ଡିମ୍ବୋ ପଂଚାୟତର ଚକ,ନୂଆସାହି ଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆତ୍ମ ଜୀବନୀ ଏବଂ ସେବା କାର୍ଯ୍ୟକ୍ରମ ଆଧାରିତ "ଗୋପକଥା" ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂଯୋଜନାରେ ଓଡିଶା ଗାନ୍ଧୀ ବିଚାର ପରିଷଦ,…

ଥାନାରେ ଆମ ପୋଲିସ ସମିତି ର ରକ୍ତଦାନ ଶିବିର:୧୨୧ ୟୁନିଟ୍ ରକ୍ତ ସଂଗ୍ରହ,

ଉଦାହରଣ ସାଜିଲେ ୮ ପୋଲିସ କର୍ମଚାରୀ, ୪ ସାମ୍ବାଦିକ, ୫ ମହିଳାଙ୍କ ସମେତ ଦମ୍ପତି । ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଆମ ପୋଲିସ ସମିତି ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଯାଇଅଛି ।ଝିପି ଝିପି ବର୍ଷା ସତ୍ବେ ୧୨୧ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଉଦାହରଣ…

ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତର ଏସ୍. ଗୁଡ଼ି ସାହି ଗ୍ରାମରେ ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ବାସହୀନ ଆଶ୍ରୟସ୍ଥଳୀରେ ୨ ଦୃଷ୍ଟିହୀନଙ୍କୁ ଉପେକ୍ଷା

ମାଲକାନଗିରି,ତା୧୯।୧୦: ଏଠାରେ ମାଲକାନଗିରି ସଦର ମହକୁମାରେ ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଏହି ଆଶ୍ରୟସ୍ଥଳୀରେ ମୋଟ ୪୦ ରୁ ଉର୍ଦ୍ଧ ବ୍ୟକ୍ତି ରହିପାରିବେ। ଗରିବ ଅସହାୟ ବାସହୀନ ଲୋକେ ରହିବାର ସୁବିଧା କରାଯାଇଛି। ତତ୍କାଳୀନ ସରକାର ୨୦୧୬-୧୭ଆର୍ଥିକ…

ନବରଙ୍ଗପୁର ଠାରେ ଓରମାସ,ଜିଲ୍ଲା ପରିଷଦ ପକ୍ଷରୁ ଦୀପାବଳୀ ଷ୍ଟଲ ଉଦଘାଟିତ

ନବରଙ୍ଗପୁର ତା ୧୯.୧୦.୨୦୨୫: ଗତ କାଲି ସନ୍ଧ୍ୟା ୮.୦୦ ଘ ସମୟରେ ନବରଙ୍ଗପୁର ସହର ତହସିଲଦାର କାର୍ଯ୍ୟଳୟ ନିକଟରେ ଓରମାସ ପକ୍ଷରୁ ଦୀପାବଳୀ ଉତ୍ସବ ୨୦୨୫ ଉପଲକ୍ଷେ ଏକ ଦୀପାବଳୀ ଷ୍ଟଲ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି…

ବିଜେଡି ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ଗୁରୁପ୍ରିଆ ଠାରୁ ବଡପଡ଼ା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ରାଜ୍ୟ ସରକାରଙ୍କ ବିରୋଧରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ଗୁରୁପ୍ରିଆ ଠାରୁ ବଡପଡ଼ା ପର୍ଯ୍ୟନ୍ତ ଜନସମ୍ପର୍କ  ପଦଯାତ୍ରା ଆରମ୍ଭ ହୋଇଯାଇଛି | ବିଜେପି ସରକାରଙ୍କର ଅପାରଗତାର ଅଭିଯୋଗ ଆଣି ଏହି ଜନସମ୍ପର୍କ ପଦଯାତ୍ରାରେ ଲୋକଙ୍କୁ…

ପ୍ରଶାସନ ସାଜିଛି ନିରବଦ୍ରଷ୍ଟା ରେଳ ବାଡ଼ ଭାଙ୍ଗି ଚାଲିଛି ଦାଦନ ଚୋରାଚାଳଣ !

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତନିଧି):-ଟିଟିଲାଗଡ ଏ.ଆର.ଏମ ଅଧିନସ୍ଥ ହରିଶଙ୍କରରୋଡ ରେଳଷ୍ଟେସନରେ ନିର୍ମିତ ନୂତନ ବାଡ଼ଟିକୁ ଭାଙ୍ଗି ଦାଦନ ଶ୍ରମିକ ଚୋରାଚାଲାଣ ହେଉଥିବା ଚମତ୍କାର ଘଟଣା ପ୍ରକାଶରେ ଆସିଛି। ସ୍ଥାନୀୟ ଦଲାଲମାନେ ନିଜ ଘର ସାମ୍ନାରେ ଥିବା ସୁରକ୍ଷିତ ବାଡ଼ ଗୁଡ଼ିକୁ…

ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ବିଜେଡିର ବିଶାଳ ଶୋଭାଯାତ୍ରା

ଉପନିର୍ବାଚନ ଜିତିବାକୁ ବିଜେଡିର ମହାଅଭିଯାନ, ଲୋକମାନେ ଦେଖାଇଲେ ଭାରି ସମର୍ଥନ ଭୁବନେଶ୍ୱର, ୧୯/୧୦/୨୦୨୫: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମର୍ଥନରେ ଆଜି ନୂଆପଡ଼ାର ଶିବମନ୍ଦିର ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେଡି…

ପରିବେଶ ସୁରକ୍ଷା ଦିଗରେ ଆଦିତ୍ୟ ଆଲୁମିନିୟମ୍‌ର ପ୍ରୟାସ

- ୨୦୦ କେଏଲଡି ଜିରୋ ଲିକୁଇଡ୍ ଡିସ୍ଚାର୍ଜ୍ (ଜେଡ୍ଏଲଡି) ୟୁନିଟ୍‌ ସହ ଆଧୁନିକ ଏମଭିଆର୍ ପ୍ରଣାଳୀ ଶୁଭାରମ୍ଭ - ଶିଳ୍ପ ବର୍ଜ୍ୟବସ୍ତୁ ହ୍ରାସ ଓ ପୁନଃ ଜଳ ବ୍ୟବହାର ଉପଯୋଗୀ ନିମନ୍ତେ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ଭୁବନେଶ୍ୱର/ସମ୍ବଲପୁର, ୧୮/୧୦: ଆଦିତ୍ୟ ଆଲୁମିନିୟମ୍‌…

ନୂଆପଡ଼ାରେ ୪୦ ଭାଗ ଆଦିବାସୀ; ଅଥଚ ଆଇଟିଡିଏ ନାହିଁ: ଭକ୍ତ

ଯାହା ବିକାଶ ହୋଇଥିଲା କଂଗ୍ରେସ ସମୟରେ; ଏବେ ବିକାଶର ଆଢ଼ୁଆଳରେ ନୂଆପଡ଼ା; ୫୦ ଭାଗ ଡାକ୍ତର ନାହାନ୍ତି ନୂଆପଡ଼ା ଉପନିର୍ବାଚନ ବିକାଶର ବିତର୍କସ୍ଥଳୀ ହେଉ, କଂଗ୍ରେସ ପ୍ରସ୍ତୁତ: ଶ୍ରୀକାନ୍ତ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀଙ୍କର ତୁଳନା ନାହିଁ; ଭୟଭୀତ ହୋଇ ବିଜେଡି-ବିଜେପି…