Sign in
Sign in
Recover your password.
A password will be e-mailed to you.
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ
ନୂଆପଡା,(ଉପେନ୍ଦ୍ର ହରିଜନ): ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ ଜୋର୍ ହୋଇଛି l ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୯୫ ହାତ ରନ୍ଧା ମଦ,୨୫ଲି ବାହାର ଭାଟି ମଦ ଏବଂ ୭୯୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୨ ହଜାର ଟଙ୍କା ହେବ l…
ଭାଲୁ ଆକ୍ରମଣରେ ମହିଳା ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ବନାଞ୍ଚଳ ନିକଟସ୍ଥ ଆମ୍ବଡୋଳି ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆମ୍ବଡୋଳି ଗ୍ରାମର ପଙ୍କଜ ବିଷୋୟୀ (୫୨)…
ମହଙ୍ଗା ପଡ଼ିଲା ନିଶାଖାଇ ଉତ୍ପାତ ଘଟଣା, ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରଥାନା ନିକଟରେ ଥାନାରେ କାର୍ଯ୍ୟରତ ଏଏସ୍ଆଇ ପ୍ରଭାସ ଶବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ ନିଶା ଖାଇ ଉତ୍ପାତ ହେବା କାରଣରୁ ନିଲମ୍ବିତ ହୋଇଛନ୍ତି । ନିଶାଶକ୍ତ ଅବସ୍ଥାରେ ସାଧାରଣ ଲୋକଙ୍କୁ ଅଶ୍ଲିଳ ଗାଳି ଗୁଲଜ କରିବା, ନିଶାଶକ୍ତ ଅବସ୍ଥାରେ…
ଦକ୍ଷିଣ କାଳୀ ମନ୍ଦିରରେ କାଳୀ ପୂଜା : ଆସନ୍ତାକାଲି ଯୁଗାର ଯାତ୍ରା
ପଦ୍ମପୁର:- ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ଗତକାଲି କଳସ ଶୋଭାଯାତ୍ରା ପରେ ଆଜି ଚଣ୍ଡି ହୋମ, କାକରା ଭୋଗ ଓ ୧୦୮ଦୀପ ଦାନ କରାଯାଇଥିଲା । ପଣ୍ଡିତ ଟିକୁ ନାୟକ ପୂଜାର୍ଚ୍ଚନା କରିଥିବା ବେଳେ ହିମାଂଶୁ ଶେଖର ଯୋଶୀ ସପତ୍ନିକ କର୍ତ୍ତା ଦାୟୀତ୍ବ ବହନ…
କଳସ ଯାତ୍ରା ରୁ ଆରମ୍ଭ ମାଁ ଦକ୍ଷିଣ କାଳୀ ଙ୍କ ପୂଜା
ପଦ୍ମପୁର:- ଖଦି ମଣ୍ଡଳ ସ୍ଥିତ ମାଁ ଦକ୍ଷିଣ କାଳୀ ମନ୍ଦିର ଠାରୁ କର୍ତ୍ତା ୟଶୋଦେବ ଭୁଏ ଓ ତାଙ୍କ ସହଧର୍ମିଣୀ ସୁପ୍ରଭା ଭୁଏ ଙ୍କ ସମେତ ପଦ୍ମପୁର ମାଁ କାଳୀ ଙ୍କ ଶତାଧିକ ଭକ୍ତ ବୃନ୍ଦ , ପଣ୍ଡିତ ମୃତ୍ୟୁଞ୍ଜୟ ହୋତା ଙ୍କ ମହାମନ୍ତ୍ର ଉଚ୍ଚାରଣ ସହ ଶଙ୍ଖ,ଘଣ୍ଟ, ହୁଳହୁଳି, କଳଙ୍ଗୀ ବାଜା,ଗଣ୍ଡା…
ସାଇବର ସୁରକ୍ଷା ଅଭିଯାନ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଜି ମାଲକାନଗିରି ଜିଲ୍ଲା ଏମ ଭି ୭୯ ଥାନା ପ୍ରାଙ୍ଗଣରେ ପୋଲିସ ବିଭାଗ ପକ୍ଷରୁ “ସାଇବର ସୁରକ୍ଷା ଅଭିଯାନ” ଆୟୋଜିତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧିକାରୀମାନେ ଓ ସାଧାରଣ ଲୋକ ଯୋଗଦେଇଥିଲେ।
ଏମ ଭି ୭୯ ଥାନା ଅଧିକାରୀ IIC ଶ୍ରୀ ଚନ୍ଦ୍ରକାନ୍ତ…
୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଜଜାଙ୍ଗ ରିଜର୍ଭ ପୋଲିସ ପଡିଆଠାରେ ଆଜି ଗମ୍ଭୀର ପରିବେଶରେ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ସ୍ମାରକୀରେ…
ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍ଘାଟିତ
ଭୁବନେଶ୍ୱର ୨୧/୧୦: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ…
ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗୋବରା ଗାନ୍ଧୀ ଭାବେ ପରିଚିତ ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଗୋବରା ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ସ୍ମୃତି କମିଟି ଅଧ୍ୟକ୍ଷ କୁଞ୍ଜବିହାରୀ…
ଗୋତମାରେ ଗୋମାତା ହତ୍ୟା: ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପିର ଅସଲ ଚରିତ୍ର ପଦାରେ
ଭୁବନେଶ୍ୱର ତା ୨୧.୧୦.୨୫ :- ନୂଆପଡା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାର ବଳକା ଖାଦ୍ୟ ଖାଇ ୨୦ ଗୋଟି ଗାଈଙ୍କ ଦୁଃଖଦ ମୃତ୍ୟୁବରଣ କରିବା ନେଇ କଂଗ୍ରେସ ଭବନରେ କଂଗ୍ରେସର ବରିଷ୍ଠ ମୁଖପାତ୍ର ସୋନାଲି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
ଏହି…