ଭକ୍ତଙ୍କୁ ସରଵତ ପାନୀୟ ସେବା ଯୋଗାଇଲା ହାପିନେସ ଫାଉଣ୍ଡେସନ

ପୁରୀ,୨/୧ (ଅନିମେଶ ପଟ୍ଟନାୟକ ): ଶ୍ରୀକ୍ଷେତ୍ରରେ ନୂଆବର୍ଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତୁ ରୁ ଆସୁଥିବା ଭକ୍ତ ବ୍ଯାରିକେଡ ଭିତରେ ଯାଉଥିଲେ । ଏହି ଭକ୍ତ ମାନଙ୍କୁ ହାପିନେସ ଫାଉଣ୍ଡେସନ ପକ୍ଷରୁ ଭୂଷି,ଲାଣ୍ଡିବଗୁଲି ଓ ମିଶିରି ପଣା…

ହୃଦୟ ବିଦାରକ ଦୁର୍ଘଟଣା; ବଡ଼ଦାଣ୍ଡରେ ୫ଵର୍ଷର ଵାଳକକୁ ଘୋଷାଡି ନେଲା ବୋଲେରୋ

ଉତ୍ଯକ୍ତ ଜନତାଙ୍କ ଟାୟାର ଜାଳି ରାସ୍ତାରୋକ ପୁରୀ,୨/୧(ଅନିମେଶ ପଟ୍ଟନାୟକ): ନୂଆ ବର୍ଷର ୨ୟ ଦିନରେ ବଡ଼ଦାଣ୍ଡରେ ହୃଦୟ ବିଦାରକ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଳଗଣ୍ଡି ଛକରେ ବୋଲେରୋ ଓ ସ୍କଟି ମଧ୍ୟରେ ଧକ୍କା ହେବାରୁ ଜଣେ…

ବାଲିପଟାରେ ୨୮ତମ ବୁଢାରଜା କପ–୨୦୨୬ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଉଦଯାପିତ

ବିଜେପୁର: ସୋହେଲା ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମରେ ୨୮ତମ ବୁଢାରଜା କପ–୨୦୨୬ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଗ୍ରାମୀଣ କ୍ରୀଡା ପ୍ରତିଭାଙ୍କୁ ଉତ୍ସାହିତ କରିବା ଓ ଯୁବପିଢିଙ୍କ ମଧ୍ୟରେ କ୍ରୀଡା ଚେତନା ବିକାଶ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି…

ପୁନଃ ନୟାଗଡ଼ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ହେଲେ ବଳେଶ୍ବର ପାତ୍ର

ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା କାର୍ଯ୍ୟାଳୟରେ କୋଷାଧ୍ୟକ୍ଷ ଭାବେ ବଳେଶ୍ବର ପାତ୍ର ପୁନଃ ନିଯୁକ୍ତି ପାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବିଜେପି ଦଳ ବଳେଶ୍ବରଙ୍କ ଉପରେ ଆସ୍ଥା ଏବଂ ବିଶ୍ବାସ ରଖି ତାଙ୍କୁ ପୁଣିଥରେ…

ଯୁବଦ୍ୟୋଗୀଙ୍କ ଅକାଳ ବିୟୋଗ,ପନ୍ତିଖାରୀ ଶାସନ ଗାଁରେ ଶୋକର ଲହରୀ

ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଶାସନ ଗାଁର ଜଣେ ଯୁବଦ୍ୟୋଗୀଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବନ୍ଧୁ ବର୍ଗ ଏବଂ ଗ୍ରାମବାସୀଙ୍କ ଧୈର୍ଯ୍ୟହରା ହୋଇପଡିଛନ୍ତି । ମୃତ ଯୁବଦ୍ୟୋଗୀ ଜଣକ ହେଲେ କୃଷି ଉଦ୍ୟାନବିତ ତଥା…

ବାହାଡାଝୋଲା ଘଡ଼େଇବନ୍ଧ ଠାରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଚାଳକ ଗୁରୁତର

ଓଡ଼ଗାଁ,୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ପୂର୍ତ୍ତ ବିଭାଗ ରାସ୍ତାର ଘଡ଼େଇବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଓ ସ୍କୁଟି ଚାଳକ ଉଭୟ ମୁମୁର୍ଶୁ…

ଜାନୁୟାରୀ ୪-୧୩ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ,୨/୧୨ ( ଅନିମେଶ ପଟ୍ଟନାୟକ ): ଚଳିତବର୍ଷ ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଜାନୁୟାରୀ ୪ରୁ ।‌ ୪ ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ଯାପି ଏହି ପୁସ୍ତକ ମେଳା ଚଳିତ ଥର ଶରଧାବାଲି ପରିବର୍ତ୍ତେ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ହେବ । ଏ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ…

ରାୟଗଡ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ରୁ  ଉପଖଣ୍ଡ ପ୍ରତିନିଧି ବୈକୁଣ୍ଠ ଦୁରିଆ -ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନ କାର୍ଯକ୍ରମ ଟି ଗୁମ୍ମା ସେକ୍ସନ ର ତଳଗୁମ୍ମା ଓ ରାୟଗଡ଼ ସେକ୍ସନ ର ହାଲୁୱ। ବଣ ଭୋଜି ସ୍ଥଳ ରେ…

ଧୋଡ଼ିପାଣି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି |

ନବରଙ୍ଗପୁର, ଅଶୋକ ସାହୁ ତା 02/01/026,ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁମଣୀ ଯାନୀଙ୍କ ବିଦାୟ ରାଇଘର ବ୍ଲକର ନୁଆଁପାରା ସରକାରୀ ବିଦ୍ୟାଳୟକୁ ବଦଳି ହୋଇଯାଇଛି |ସେ 2019ମସିହାରେ ବିଦ୍ୟାଳୟର…

ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ 2026 ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜିଲ୍ଲା ପ୍ରଦକ୍ଷଣ ଭବନଠାରେ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ…