Sign in
Sign in
Recover your password.
A password will be e-mailed to you.
ଫସଲ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ
ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ବନ ଅଧିକାରୀଙ୍କ ପ୍ରତିଶ୍ରୁତି
୪୫ ଦିନ ଭିତରେ ରାସ୍ତାର ଦୁଇପାର୍ଶ୍ବ ସଫେଇ ଓ ଉନ୍ନତମାନର କରାନଗଲେ ଆନ୍ଦୋଳନର ଚେତାବନୀ
ସମ୍ବଲପୁର(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ବଡରମା ରେଞ୍ଜ ଅଧିନ କୁତବ ଗ୍ରାମର ଦୁଇଜଣ…
ବଡ଼ବିଲରେ ଅବୈଧ ନିର୍ମାଣ ଉଛେଦ : ଚାଲିଲା ବୁଲଡୋଜର
ବଡ଼ବିଲ (ଶାସକ ପ୍ରଶାସକ):ବଡବିଲ ସହରରେ କ୍ରମାଗତ ଭାବେ ବିଭିନ୍ନ ଅପରାଧୂକ କାର୍ଯ୍ୟକଳାପରେ ଲିପ୍ତ ଥୂବା ୪ ଜଣଙ୍କର ବେଆଇନ ନିର୍ମାଣକୁ ବୁଲଡୋଜର ଲଗାଇ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି। ବଡବିଲ ପୌରଞ୍ଚଳ ୮ ନମ୍ବର ୱାର୍ଡ ଅନ୍ତର୍ଗତ ବରକତ ନଗରର ସହାଦତ୍ ଖାନ୍, ଆଜାଦ ବସ୍ତିର ଏମ.ଡି.ରାଜା,…
ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ଏଏମ୍ /ଏନ୍ଏସ୍ ଇଣ୍ଡିଆର ଆକର୍ଷଣୀୟ ଷ୍ଟଲ
ପାରାଦ୍ୱୀପ, ୧୧ ନଭେମ୍ବର ୨୦୨୫: ଅତି ନିକଟରେ ସମାପ୍ତ ହୋଇଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) ପାରାଦ୍ୱୀପର ବିଜୁ ମଇଦାନରେ ଏକ ଆକର୍ଷଣୀୟ ଷ୍ଟଲ୍ ସହିତ ଏହାର ଉପସ୍ଥିତି ଜାହିର କରିଛି । ଜଗତସିଂହପୁର ଅତିରିକ୍ତ…
ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ‘ପ୍ରୋଜେକ୍ଟ ସମ୍ପର୍କ’ ମାଧ୍ୟମରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଛି
୧,୦୦୦ ନାରୀଙ୍କୁ ପାକଶାଳା ଉଦ୍ୟାନ ଚାଷ କରିବା ଏବଂ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ସଶକ୍ତ କରୁଛି
ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ସାମୁଦାୟିକ ବିକାଶ ପଦକ୍ଷେପ, ପ୍ରୋଜେକ୍ଟ ସମ୍ପର୍କ ମାଧ୍ୟମରେ…
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଇଚ୍ଛାପୁର ପଞ୍ଚଯାତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ…
ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଓ ବୋଲୋରୋ ଭେନ କୁ ଜବତ୍ କଲା ଡୁଙ୍ଗୁରିପାଲି ପୋଲିସ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅଞ୍ଚଳ ରେ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ୍। ଗଞ୍ଜେଇ ଭର୍ତ୍ତି ଭେନ ଟି ବୌଦ୍ଧ ଜିଲ୍ଲା ରୁ ଉତ୍ତରପ୍ରଦେଶ ରାଜ୍ୟ କୁ ଚାଲାଣ ହଉଥିବା ସୂଚନା ମିଳିଛି। ଡୁଙ୍ଗୁରିପାଲି ଥାନା ପୋଲିସ…
କୁରୁମୁଣ୍ଡାଳୀ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷକ ଯୋଗାଇ ଦେବାକୁ ବିଇଓଙ୍କୁ ଅଭିଯୋଗ ଜଣାଇଲେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ…
ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କଜଳାଇପଲ୍ଲୀ ପଞ୍ଚାୟତ କୁରୁମୁଣ୍ଡାଳୀ ପ୍ରାଥମିକ ବିଦ୍ୟାଳୟରେ ଏକମାସରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷକ ନଥିବାରୁ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ସ୍କୁଲ କମିଟି ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖରେ ଲିଖିତ…
ରାହାସ ଶୋଭାଯାତ୍ରାରେ ଝଲସିଲା ଭୀମକାଣ୍ଡ,୧୦୩ ତମ ରାହାସ ପର୍ବ ଉଦଯାପିତ।ମନମୋହିଲା ମେହେର ପ୍ରୋସେଶନ ଗ୍ରୁପ।
କେନ୍ଦୁଝର,ତା୧୦/୧୧- କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ସର୍ବପୁରାତନ ଭୀମକାଣ୍ଡ ନୂଆସାହିର ୧୦୩ ତମ ରାହାସ ପର୍ବ ଉଦଯାପିତ ହୋଇଯାଇଛି।ଚଳିତବର୍ଷ ନାନା ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଶ୍ରୀରାଧାକୃଷ୍ଣଙ୍କ ଶୋଭାଯାତ୍ରାରେ ଗାଁ ଦାଣ୍ଡ ଝଲସି ଉଠିଥିଲା। ଏହା ସାଙ୍ଗକୁ ସୋନପୁରର…
୪୮ଘଣ୍ଟାର ମହଲତ ପରେ ୮ ଦିନ ବିତିଲା, ନିଲମ୍ବନ ପ୍ରତ୍ୟାହାର ହୋଇନାହିଁ
ମଶାବାରି ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବନ ଘଟଣା,
୬ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଫେରାଦ,
ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରି ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାବଗ୍ରାହୀ…
ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି
ରାୟଗଡ଼ା /ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ଼ା ଜିଲ୍ଲା ଜିଲ୍ଲା ପ୍ରଶାସନ ପକ୍ଷ ପକ୍ଷରୁ ବନା ପଦ୍ମ ପୁର ବ୍ଲକ ସଦଭାବ ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁ ଅନୁଷ୍ଠିତ ହୋଇ ଯାଇଛି । ରା ରାୟଗଡ଼ା ଜିଲ୍ଲାପାଳ ଆଣ୍ଠୁ ତୋଷ ତୋଷ କୁ ଲ କ ର୍ଷି ଙ୍କ ନିର୍ଦ୍ଦେଶକ୍ରମେ ।…