Sign in
Sign in
Recover your password.
A password will be e-mailed to you.
ସର୍ବଭାରତୀୟ ବୋଡାସମ୍ବର କପ୍ : ପୁଲ – ବି ର ଦ୍ଵିତୀୟ ମ୍ୟାଚ୍ ରେ ୯୮ ରନ୍ ରେ ପୁନେ କୁ ପରାସ୍ତ କଲା ବାପୁଜୀ…
ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ ତଥା ପୁଲ - ବି ର ଦ୍ଵିତୀୟ ମ୍ୟାଚ୍ ରେ ଅମର ସ୍ପୋର୍ଟସ ପୁନେ ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଦଳ ଟସ୍ ଜିଣି…
ବର୍ଷିଆନ ଜନନେତା ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ର ଙ୍କ ବିୟୋଗ l
ଅସ୍ତରଙ୍ଗ,ବାର୍ଷିଆନ କମ୍ୟୁନିଷ୍ଟ ଜନନେତା ଅଣବନ୍ଦୀ ସ୍ବାଧୀନତା ସଂଗାମୀ ସମିତିର ସଭାପତି ଓ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ପୂର୍ବତନ ସଭାପତି, ସୋମନାଥ ପାତ୍ର ଙ୍କ ବିୟୋଗ ରେ ଅଖିଳ ଭାରତ କଂଗ୍ରେସ କମିଟି କିସାନ କଂଗ୍ରେସ ର ରାଷ୍ଟିୟ ସଂଯୋଜକ ତଥା ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର…
ବର୍ଷିଆନ ଜନନେତା ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ର ଙ୍କ ବିୟୋଗ l
ଅସ୍ତରଙ୍ଗ: ବର୍ଷିଆନ କମ୍ୟୁନିଷ୍ଟ ଜନନେତା ଅଣବନ୍ଦୀ ସ୍ବାଧୀନତା ସଂଗାମୀ ସମିତିର ସଭାପତି ଓ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ପୂର୍ବତନ ସଭାପତି, ସୋମନାଥ ପାତ୍ର ଙ୍କ ବିୟୋଗ ରେ ଅଖିଳ ଭାରତ କଂଗ୍ରେସ କମିଟି କିସାନ କଂଗ୍ରେସ ର ରାଷ୍ଟିୟ ସଂଯୋଜକ ତଥା ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପରିସରରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରି ସରକାରୀ ବୃତ୍ତି-୨୦୨୫ ରେ କୃତିତ୍ତ୍ଵ ଅର୍ଜନ କରିଥିବା ଶିଶୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ପଞ୍ଚମଶ୍ରେଣୀର ଛାତ୍ରୀ ବ୍ଳକ ସ୍ତରରେ…
ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା
ନବରଙ୍ଗପୁର ତା ୧୫.୧.୨୦୨୬:ଅଶୋକ ସାହୁ, ଜିଲ୍ଲାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭାରମ୍ବ ହୋଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ପରିବହନ…
କିଟ୍ ରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
ଭୁବନେଶ୍ୱର, ୧୫ ।୧: ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି କିଟ୍ ରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଏଫ୍ଆଇଡିଇ)ର ଉପସଭାପତି…
ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ସେନା ଦିବସ ପାଳିତ
କେନ୍ଦୁଝର,ତା୧୫/୧- ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଡାକବଙ୍ଗଳା ଠାରେ ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ୭୯ତମ ସେନା ଦିବସ ଧୁମଧାମରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଓ କବିନ୍ଦ୍ର ରାଉତ ଯୋଗଦାନ କରିଥିଲେ l…
ସଂଘର୍ଷରୁ ସଶକ୍ତିକରଣ: ସନ୍ତୋଷୀଙ୍କ ସାହସକୁ ‘ଆମ ସୁବାହକ’ର ସହଯୋଗ
ଭୁବନେଶ୍ୱର | ୧୫ ଜାନୁଆରୀ ୨୦୨୬: ବ୍ୟକ୍ତିଗତ ସଂଘର୍ଷର ଅନ୍ଧକାର ମଧ୍ୟରୁ ଓଡ଼ିଶାରେ ଜଣେ ସାହସୀ ଏବଂ ଆଶାବାଦୀ ନାରୀର ଅଭ୍ୟୁଦୟ ଘଟିଛି। ଯେତେବେଳେ ଜଣେ ମହିଳା ଆଗକୁ ବଢ଼ିବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତି ଏବଂ ତାଙ୍କୁ ରାଜ୍ୟ ସରକାରଙ୍କ ସହଯୋଗ ମିଳେ, ସେତେବେଳେ ଜୀବନର ଯନ୍ତ୍ରଣା କିଭଳି…
NH ରୁ L.N. ଜୈନ ହାଉସ ପର୍ଯ୍ୟନ୍ତ ଚାମୁରିଆଗୁଡା ଲେନରେ ବିଶୃଙ୍ଖଳିତ ପାର୍କିଂ: ଯାତାୟାତ ବାଧାପ୍ରାପ୍ତ
ଅଶୋକ ସାହୁ, ଶାସକ ପ୍ରଶାସକ, 15/01/୨୦୧୬: NH ରୁ L.N. ଜୈନ ହାଉସ ପର୍ଯ୍ୟନ୍ତ ଚାମୁରିଆଗୁଡା ଲେନରେ ଅବସ୍ଥିତ ବ୍ୟାଙ୍କ ସମ୍ମୁଖରେ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇସାଫ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ଏବଂ ଗ୍ରାମଶକ୍ତି…
ଅତର୍କିତ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ କାଳି ମନ୍ଦିର ନିକଟରେ ଅମିତ୍ ମୁଖୀ ନାମକ ଜଣେ ଯୁବକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ହଠାତ୍ କିଛି ଯୁବକ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।…