Sign in
Sign in
Recover your password.
A password will be e-mailed to you.
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୮ ତମ ଏନସିସି ଦିବସ ମହା ସମାରୋହରେ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ୭୮ ତମ ଏନସିସି ଦିବସ - ୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ…
ଓଡିଶା ଗ୍ରାମ କର୍ମଚାରୀ ପିଅନ ଗ୍ରାମ ପଞ୍ଚାୟତ ମହାସଂଘ କଳାହାଣ୍ଡି ଜିଲ୍ଲାସ୍ତରୀୟ ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ତା ୨୩/୧୧/୨୦୨୫/ରବିବାର ଦିନ ସଂଘ ର ୧୦ ଗୋଟି ଦାବି ପୁରଣ ନିମନ୍ତେ ରାଜ୍ୟ ସରକାର ଙ୍କ ଉଦ୍ରେଶରେ ଜିଲ୍ଲା ସଭାପତି…
ଜି. ଟି ହାଇସ୍କୁଲରେ ଏନ ସି ସି ଦିବସ ପାଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଆଜି ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଏନ ସି ସି ଦିବସ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ତତ୍ୱାବଧାନରେ ପାଳନ ହୋଇଯାଇଛି। ଏହି ଦିବସକୁ ପ୍ରଧାନ ଶିକ୍ଷୟିତ୍ରୀ ଏନ ସି ସି ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଏନ ସି ସି ର ଲକ୍ଷ୍ୟ ଓ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡା ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ପାରଳାଖେମୁଣ୍ଡି ଠାରେ ୩୬ତମ ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟିର ଉପ-ସଭାପତି ଶ୍ରୀଯୁକ୍ତ ସଞ୍ଜୟ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ…
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ୭୮ ତମ ଏନସିସି ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି (ରବିବାର) ୭୮ ତମ ଏନସିସି ଦିବସ ପାଳିତ ଅବସରରେ ଏନସିସି ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ…
ଭଞ୍ଜନଗର ରେ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ “ଭଞ୍ଜ ଟ୍ରଫି” ଆୟୋଜିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆସନ୍ତା କାଲି ଅର୍ଥାତ୍ ସୋମବାର ୨୪ତାରିଖ ୨୦୨୫ ରୁ ଭଞ୍ଜନଗରରେ ସର୍ବଭାରତୀୟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ୍ ଭଞ୍ଜନଗର ଗଞ୍ଜାମଜିଲ୍ଲା ଫୁଟବଲ ର ଅନ୍ୟତମ ଏନ୍ତୁଡ଼ିଶାଳ। ଏଠିକାର କବିସମ୍ରାଟ ଷ୍ଟାଡିୟମ୍ରେ ଦୀର୍ଘ ବର୍ଷ ପରେ ଆୟୋଜିତ ହେଉଛି ଜାତୀୟସ୍ତରର…
ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ
ଝlରବନ୍ଧ - ମନୋହର ଦାଶ: ବରଗଡ ଜିଲ୍ଲା ଝlରବନ୍ଧ ବ୍ଲକ୍ ଲଉଡିଦର୍ହା ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ହରିବନ୍ଧୁ ପ୍ରଧାନ 83 ବର୍ଷ ଙ୍କ ଆଜି ତାଙ୍କ ବlସ ଭବନ ରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ସଯ୍ୟାଶାୟୀ ଥିଲେ। ହୃଦୟ ରେ ଅମାପ ସ୍ନେହଶୀଳତା…
ଏଲ୍ଟିଟିଏସ୍ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୨୨/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ଏଲ୍ ଆଣ୍ଡ ଟି ଟେକ୍ନୋଲଜି ସର୍ଭିସେସ ଲିମିଟେଡ୍ (ଏଲ୍ଟିଟିଏସ୍) ମଧ୍ୟରେ ଶିଳ୍ପ ଓ ଶିକ୍ଷା ଜଗତ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ, ବିକାଶ, ନିଯୁକ୍ତି ଓ ଗବେଷଣା କାର୍ଯ୍ୟରେ ସହଯୋଗ ନିମନ୍ତେ ବୁଧବାର ଏଠାରେ…
ସୋଆ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ ପକ୍ଷରୁ ୬୪ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ
ଭୁବନେଶ୍ୱର, ୨୨/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ ୍(ଏସ୍ପିଏସ୍)-୧ ଓ ଇଣ୍ଡିଆନ୍ ଫାର୍ମାସୀ ଗ୍ରାଜୁଏଟ୍ସ୍ ଆସୋସିଏସନ୍ ( ଆଇପିଜିଏ)ର ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସୋଆ କ୍ୟାମ୍ପସ-୪ରେ ୬୪ତମ ଜାତୀୟ ଫାର୍ମାସୀ…
ବାପ, ମା’ ଛେଉଣ୍ଡ ପିଲାଙ୍କୁ ” ଆଶା * ତରଫରୁ ଶୀତ ବସ୍ତ୍ର ପ୍ରଦାନ
କେନ୍ଦୁଝର- ୨୨/୧୧/୨୦୨୫: ଆଜି ଘୁଙ୍ଗି ଗାଁର ବାପ, ମା ' ଛେଉଣ୍ଡ ଚାରି ଭାଇ ଭଉଣୀ ଙ୍କୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ତରଫରୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ଏଇ ନିକଟ ଅତୀତରେ " ଆଶା" ଦୃଷ୍ଟିକୁ ଆସିଥିଲା - ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁର ଈଶ୍ୱର…