Sign in
Sign in
Recover your password.
A password will be e-mailed to you.
ବଣଭୋଜିରେ ପ୍ଲାଷ୍ଟିକ ମୁକ୍ତ ଆହ୍ବାନ
କେନ୍ଦୁଝର,ତା୨୫/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଦ୍ଵାରା ବଣଭୋଜିରେ ପ୍ଲାଷ୍ଟିକ ମୁକ୍ତ ଆହ୍ବାନ ଓ ସଚେତନତା କାର୍ଯ୍ୟକ୍ରମ ବଡ଼ ଘାଗରା ଓ ସାନ ଘାଗରା ଜଳପ୍ରପାତରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…
୧୯୮୭ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ରାୟଗଡ: (ସରୋଜ କୁମାର ସାହୁ) ରାୟଗଡ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୯୮୭ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ରାୟଗଡ ବ୍ଲକ ଅନ୍ତର୍ଗତ ତଳଗୁମ୍ମା ବଣଭୋଜୀ ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଧ୍ଵ ପୁରାତନ…
ୱଣ୍ଡରଲା ଭୁବନେଶ୍ବରରେ ଶ୍ରେଷ୍ଠ ମୂଲ୍ୟରେ ବଡ଼ ରେମାଞ୍ଚ ସହ ଗଣତନ୍ତ୍ର ଦିବସ ପାଳନ କରନ୍ତୁ
- ଅତିଥିମାନେ ଗଣତନ୍ତ୍ର ଦିବସ ୫୯୯ ଟଙ୍କାରୁ ଆରମ୍ଭ ସ୍ବତନ୍ତ୍ର ଟିକଟ ଓ ଆକର୍ଷଣୀୟ ଅନ୍ୟାନ୍ୟ ଅଫର ଜାନୁଆରି ୩୧ ପର୍ଯ୍ୟନ୍ତ ଉପଭୋଗ କରିପାରିବେ I
ଭୁବନେଶ୍ବର: ୱଣ୍ଡରଲା ଭୁବନେଶ୍ବର ସ୍ବତନ୍ତ୍ର ମୂଲ୍ୟ ଆଧାରିତ ଅଫର ସହ ଭାରତର ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ…
ଜଗତସିଂହପୁର ପୋଲିସ ପକ୍ଷରୁ ୫୯. ୬ଗ୍ରାମ ହେରୋଇନ, ମାରୁତି ବ୍ରିଢ଼ା କାର ଜବତ ସହିତ ଦୁଇ ଗିରଫ
ଜଗତସିଂହପୁର, ତା -୨୫. ୦୧. ୨୦୨୬ ସୁମନ୍ତ କୁମାର ଦାସ: ଜଗତ ସିଂହପୁର ପୋଲିସ ପକ୍ଷରୁ ଅପେରସନ ପ୍ରହାର ଦ୍ବାରା ଜିଲ୍ଲାରେ ଧଳା ଜହର କାରବାର ଉପରେ କ ଡା ନଜର ରଖୁଥୁବାବେଳେ ଆଜି ଦେଉଳି ଗ୍ରାମେଶ୍ ର ଛକରୁ ଦୁଇଜଣ ଧଳା ଜହର ବେପାରୀଙ୍କୁ ମାଡ଼ିବସିଥିଲା I କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ…
ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ
ଜଗତସିଂହପୁର, ୨୫/୦୧/୨୬: ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ଥିମ୍ "ମୋ ଭାରତ, ମୋ ଭୋଟ, ସିଟିଜେନ୍ ଆଟ ଦ ହାର୍ଟ ଅଫ ଡେମୋକ୍ରାସି"କୁ ନେଇ ଆୟୋଜିତ…
ଅଧିକ ମତଦାନ ସଠିକ୍ ସରକାର ଚୟନ ର ଉତ୍କୃଷ୍ଟ ମାଧ୍ୟମ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକପ୍ରଶାସକ: ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ରବିବାର ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ ଉପଜିଲାପାଳ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଉପଜିଲାପାଳ ଉମା ଶଙ୍କର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ…
ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ଉତ୍ସବ ରେ ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ବିଧାୟକଙ୍କ…
ଖୋର୍ଦ୍ଧାରୁ (ସେକ ଜାଫର): ଖୋର୍ଦ୍ଧା-ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବୀରଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବକ୍ସି…
ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ
https://youtu.be/ClsYYfrRV8c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ଆଜି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହେଲା। ଉକ୍ତ ଜାତୀୟ ମତଦାତା ଦିବସରେ ଅତିରିକ୍ତ ଜିଲ୍ଲାପାଳ-ତଥା-ଅତିରିକ୍ତ…
କାଶୀପୁର ବ୍ଲକ ଟିକିରିରେ ବଜରଙ୍ଗ ଦଳ ବୈଠକ, ନୂତନ ଦାୟିତ୍ୱ ଘୋଷଣା
କାଶୀପୁର ରୁ ବୈକୁଣ୍ଠ ଦୁରିଆ :-ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଂଗଠନକୁ ସୁଦୃଢ଼ କରିବା, ହିନ୍ଦୁ ସମାଜକୁ ସଂଗଠିତ…
ବିଜେପୁରରେ ତାରିଣୀ ମନ୍ଦିରରେ ଚୋରି
ବିଜେପୁର :-ବିଜେପୁର ପ୍ରସିଦ୍ଧ ମାଁ ତାରିଣୀ ମନ୍ଦିରରେ ଘଟିଥିବା ଚୋରି ଘଟଣା ସମଗ୍ର ଅଞ୍ଚଳରେ ଭୟଙ୍କର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ୨୩.୦୧.୨୦୨୬ ତାରିଖରେ ମହାଆଡମ୍ବରରେ ମାଁ ତାରିଣୀଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ବିଜେପୁର ବାସୀଙ୍କ ସହଭାଗୀତାରେ ସମ୍ପନ୍ନ ହୋଇଥିବାବେଳେ, କେବଳ…