ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

ନବରଙ୍ଗପୁର, ଅଶୋକ ସାହୁ,ତା ୨୪.୧୧.୨୦୨୫ରିଖ ରେ ଡାବୁଗାଁ ବ୍ଲକ ର ମିଶନ ଶକ୍ତି ସମ୍ମିଳନୀଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ଦିନିଆ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଉଦ୍ଘାଟନ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ…

ବାଲି ଏବଂ ପଥର ଚୋରାଚାଲାଣକୁ ରୋକିଲା ବେଲଗୁଣ୍ଠା ପୋଲିସ୍ ; ବାଲି ବୋଝେଇ ପାଞ୍ଚ ଗାଡ଼ି ଜବତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ), ରବିବାର ଦିନ ବେଲଗୁଣ୍ଠା ପୋଲିସ୍ ଏକ ବଡ଼ ଧରଣର ଲଘୁ ଖଣିଜ ଚୋରାଚାଲାଣକୁ ରୋକିବାରେ ସକ୍ଷମ ହୋଇଛି I ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବରଙ୍କ ସୂଚନା ପ୍ରକାରେ ରବିବାର ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ବାଲି ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟର,ଗୋଟିଏ…

ଗୋଷାଣୀ ବ୍ଲକ କତଲକାଇଠା ଗ୍ରାମ ର ବିଭିନ୍ନ ସମସ୍ୟା ବୁଲି ଦେଖିଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲକଇଠା ଗ୍ରାମ ରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ପହଞ୍ଚି , ଗ୍ରାମ ର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଲେ। ଗ୍ରାମବାସି ଙ୍କ ଠାରୁ ଯାହା ବି ସମସ୍ୟା ଗ୍ରାମ ର ରହିଛି ସମସ୍ୟା କୁ ତୁରନ୍ତ ସମାଧାନ କରିବେ…

ବେଲଗୁଣ୍ଠା ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଶନିବାର ସକାଳ ସାତ ଘଣ୍ଟା ସମୟରେ ଏକ ସୁସଜ୍ଜିତ ରଥରେ ସ୍ଵାମୀଙ୍କ ନଗର ପରିକ୍ରମା କରାଯାଇଥିବା ବେଳେ ଦଶ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁମୁଲାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀନ୍ଦ୍ର ହନେନାଗା…

କୁମାରୀ ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିକୁଆଁରୀ ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଘୃତକ଼ୁମାରୀ ରସ ଲଗାଇଲେ ଅପକ୍ଵ ବ୍ରଣ , ଭାତୁଡ଼ି, ଅର୍ଶ,…

ଜାତୀୟ ସଂହତି, ଭାଇଚାରାର ବାର୍ତା ନେଇ ଏକତା ପଦଯାତ୍ରା

କାକଟପୁର -୨୪/୧୧(ପ୍ରକାଶ ଦାଶ):-ଲୌହ ମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରବିବାର ଜାତୀୟ ସଂହତି ଓ ଭାଇଚାରାର ବାର୍ତ୍ତା ନେଇ ଏକତା ପଦଯାତ୍ରା ପୁରୀ ଜିଲ୍ଲା କାକଟପୁର ସ୍ଥିତ ବିଶ୍ୱାମିତ୍ର ଆଶ୍ରମ ରୁ ମୋତି କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।…

ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ୍ ଜଣାଇଲେ ବ୍ଲକ ଅଧ୍ୟକ୍ଷ ଓ ସାଂସଦଙ୍କ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ…

କାକଟପୁର -୨୪/୧୧(ପ୍ରକାଶ ଦାଶ ) ଦୀର୍ଘ ୨୪ ବର୍ଷ ବିଜେଡି ଶାସନ ସମୟରେ ଦଳ ପକ୍ଷରୁ କାକଟପୁର ନିର୍ବାଚନ ମଣ୍ଡଳୀକୁ ଅବହେଳା କରାଯାଇଥିଲା। କିନ୍ତୁ ଲୋକଙ୍କ ବିଜେପି ସରକାର, ରାଜ୍ୟର ପ୍ରଥମ ଉପମୁଖ୍ୟ ମନ୍ତ୍ରୀ ତଥା ପର୍ଯ୍ୟଟନ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ୟମରେ କାକଟପୁର…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସହ ରୋଡ଼ ସୋ ସରିଲେ ଏଇ ଗରିବ ବାଳକ ଗଣେଶ୍ଵର କଥା ଟିକେ ବୁଝିବେ

କେନ୍ଦୁଝର,ତା୨୪/୧୧- ବାଂଶପାଳ ବ୍ଲକ୍ ଅନ୍ତର୍ଗତ ବାରହାଗଡ ପଞ୍ଚାୟତ ଅଧୀନ ନଡାମ ଗାଁର ଶ୍ରୀ ବୃଷ ଜୁଆଙ୍ଗର ପୁଅ ଗଣେଶ୍ଵର ଜୁଆଙ୍ଗ ପୋଲିଓ ଆକ୍ରାନ୍ତ ହୋଇ ଥିବାରୁ ମୁଣ୍ଡରେ ସମସ୍ୟା ଦେଖାଯାଇଛି । ଏହି ଆକ୍ରାନ୍ତ ପୁତ୍ରକୁ ଅର୍ଥ ଅଭାବରୁ ଚିକିତ୍ସା କରିପାରୁ ନାହାନ୍ତି ବାପା। ସରକାରୀ ସାହାଯ୍ୟ…

ଅଠରତମ ମାସରେ ମୁଖ୍ୟମନ୍ତ୍ରୀଙ୍କ ୧୫ତମ ପାଳି ଅଭିଯୋଗ ଶୁଣାଣି

"୧୪ତମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୯୬ ପ୍ରତିଶତ ଅଭିଯୋଗ ସମାଧାନ" ମୁଖ୍ୟମନ୍ତ୍ରୀଙ୍କ ସହିତ ୮ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଲେ ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଏବଂ ସହାୟତା…