ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ରାୟଗଡ ତା ୨୨-୧୧-୨୦୨୫.: ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ଶନିବାର ସ୍ଥାନୀୟ ଶାସ୍ତ୍ରୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ଉପଜିଲ୍ଲାପାଳ ରମେଶ କୁମାର ଜେନା ମୁଖ୍ଯ ଅତିଥିରୂପେ ଏବଂ ଆବାହକ ଏବଂ ଉପ ନିର୍ଦ୍ଦେଶକ ତଥା…

କାଶିଆ ମାଇନ୍ସକୁ କଳିଙ୍ଗ ଏକ୍ସିଲେନ୍ସ ସେଫ୍ଟି ଆଓ୍ୱାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲର କାଶିଆ ମାଇନ୍ସକୁ କଳିଙ୍ଗ ଏକ୍ସିଲେନ୍ସ ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୪ରେ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅବଦାନ ପାଇଁ ପ୍ଲାଟିନମ ବର୍ଗରେ ଏହି ସମ୍ମାନ ମିଳିଛି। ଆଇକ୍ୟୁଇଏମଏସ ପକ୍ଷରୁ ଆୟୋଜିତ ଷୋଡ଼ଶ ଜାତୀୟ…

ଗାୟତ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଫାର୍ମାସି ସପ୍ତାହ ପାଳିତ l

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣୁପୁର ତା ୨୨.୧୧.ସ୍ଥାନୀୟ ରେଗେଡା ସ୍ଥିତ ଫର୍ମାସି ବୈଷୟିକ ମହାବିଦ୍ୟାଳୟ ରେ ଫାର୍ମାସିଷ୍ଟ ଆଡ଼ଭୋକେଟ ଫର ଭେକସିନସନ ବିଷୟବସ୍ତୁ ନେଇ ଆଲୋଚନା ଚକ୍ର ଉଦଯାପିତ ହୋଇ ଯାଇଛି l ଅନୁଷ୍ଠାନ ର ଚେୟାରମେନ ଅକ୍ଷୟ ଦାଶ ସମ୍ପାଦକ ସଞ୍ଜୟ ସାହୁ ଏବଂ…

ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୨୨.୧୧.୨୦୨୫:ଅଶୋକ ସାହୁ, ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ଵାରା…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୧ତମ ବାର୍ଷକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ।

ପଦ୍ମପୁର- ସ୍ଥାନୀୟ ଆର୍.ବି. ହାଇ ସ୍କୁଲ ପଡ଼ିଆରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୧ତମ ବାର୍ଷକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ ହୋଇଯାଇଛି l ଏହି ଅବସରରେ ପ୍ରାରମ୍ଭରେ କଲେଜ ରୋଡ଼ ସ୍ଥିତ କାଳୀ ମନ୍ଦିରରୁ ପୂଜାର୍ଚ୍ଚନା କରି ମଶାଳ ଅଣାଯାଇ ଥିଲା l ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁଙ୍କ…

ନର୍ସଙ୍କୁ ଡାକ୍ତର ଦେଉଛନ୍ତି ମାନସିକ ଯାତନା !!!

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ : ସିଡିଏମଓ ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ମୁଖ୍ୟାଳୟର ଜଣେ ଡାକ୍ତର କେତେକ ନର୍ସଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ନର୍ସମାନେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…

ବିଦ୍ୟାଳୟ ପରିସର ରେ ଉତ୍ତେଜନା ମଦ୍ୟପ ପ୍ରଧାନ ଶିକ୍ଷକ ଙ୍କୁ ପଲିସ ର ମାଦକ ଯନ୍ତ୍ର ଦ୍ୱାରା ଯାଞ୍ଚ ।

ଯାଞ୍ଚ ରେ ଅତ୍ୟଧିକ ମଦ୍ୟପାନ ସଂକେତ, ପଚାରିବାରୁ ଅଜବ ଯୁକ୍ତି। ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଉଚ୍ଚ ବିଦ୍ୟାଳୟ କାର୍ଯ୍ୟଳୟ -କାର୍ଯ୍ୟଳୟ ଭିତରେ ପଲିସ । ନିଶାସକ୍ତ ଅବସ୍ଥା ରେ ଥିବା ପ୍ରଧାନ ଶିକ୍ଷକ ଙ୍କୁ ବିଭାଗୀୟ WEO ଙ୍କ ଉପସ୍ଥିତି ରେ କରାଯାଉଛି ମାଦକ ଯନ୍ତ୍ର ଦ୍ୱାରା ଯାଞ୍ଚ ।…

ଓପିଜିସି ତରଫରୁ ପଣ୍ଡରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

 ଇବ ଥର୍ମାଲ, ୨୧/୧୧/୨୦୨୫ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ପଣ୍ଡରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡରୀ ସରପଞ୍ଚ ସୁଭାଷିନୀ ସାହୁ…

ସୋଆ କୃଷି ମହାବିଦ୍ୟାଳୟରେ ପଦ୍ମଚାଷ ଗବେଷଣା ଏବଂ ନୂତନ କିସମ ଉଦ୍ଭାବନର ଶୁଭାରମ୍ଭ

ଭୁବନେଶ୍ୱର, ନଭେମ୍ବର ୨୧ : ଭାରତର ଜାତୀୟ ଫୁଲ ପଦ୍ମ ସହିତ ଦେଶବାସୀଙ୍କ ଭାବଗତ ସମ୍ପର୍କ ଅତି ନିବିଡ଼ ଏବଂ ପୁରାତନ । ଏହି ଫୁଲର ଚାଷ, ଏହା ଉପରେ ଗବେଷଣା ଓ ନୂ୍ରଆ କିସମ ଉଦ୍ଭାବନ କରି ଚାଷ ନିମନ୍ତେ ବିଧିବଦ୍ଧ ଭାବେ ଗୁରୁବାର ଛତାବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି…

ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ବେଦାନ୍ତ ଲାଞ୍ଜିଗଡ ଏନସିସି ସୁବିଧା ପ୍ରଦାନ କରିଛି

ଲାଞ୍ଜିଗଡ଼, ମୁନିଗୁଡା ଏବଂ ଆମ୍ବୋଦଳାରେ ୫୦ଟି ଏନସିସି ଆସନର ଏହା ପ୍ରଥମ ବିଦ୍ୟାଳୟ ଲାଞ୍ଜିଗଡ଼, ୨୧/୧୧/୨୦୨୫:ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ର ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ଜାତୀୟ କ୍ୟାଡେଟ୍ କର୍ପ୍ସ (ଏନସିସି) କାର୍ଯ୍ୟକ୍ରମକୁ…