ବମୀଖାଲ ଓଭର ବ୍ରିଜ଼ ଭୁଶୁଡିବା ମାମଲାରେ ପୂର୍ତ୍ତ ବିଭାଗ ରିପୋର୍ଟ ବିଶ୍ୱାସ ଯୋଗ୍ୟ ନୁହେଁ, ହତ୍ୟା ମାମଲା ରୁଜୁ କରଯାଉ…

  ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ସେତେବେଳେ ଓଡିଶା ଠିକାଦାର ସଂଘ ସଭାପତି ସଙ୍ଗିନ ଅଭିଯୋଗ ଆଣି କହିଥିଲେ ଯେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଅର୍ଥ ପଣ୍ଡା କମ୍ପାନୀରେ ଲାଗିଛି। ପୂର୍ବତନ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ମଧ୍ୟ ପଣ୍ଡା ଇନଫ୍ର ସହ ସମ୍ପର୍କ ଅଛି…

 ଆଉ ଭୋଟ ଲଢ଼ିବିନି, ହେଲେ ରାଜନୀତିରୁ ସନ୍ୟାସ ନେବିନି : ନରସିଂହ , ୭୦ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ ରହିବା…

   ବଲାଙ୍ଗୀରରୁ ନିରୋଜ କୁମାର ମିଶ୍ର  : କଂଗ୍ରେସସ ୭୦ ବର୍ଷରୁ ଉର୍ଧ୍ଵ ବୟସର ନେତାଙ୍କୁ କୌଣସି ସାଙ୍ଗଠନିକ ଦାଇତ୍ୱ ବା କୌଣସି ରାଜ୍ୟର ପ୍ରଦେଶ କଂଗ୍ରେସସ ସଭାପତି କରିବା ଅଣ ବିଧାୟକ ବା ସଂସଦ ଭାବେ ଲଢ଼ିବା ପାଇଁ ସୁଯୋଗ ନଦେବାକୁ ଅଖିଳ ଭାରତ କଂଗ୍ରେସ କମିଟି ଚିନ୍ତା କରୁଥିବା ତଥା ଏ…

ଇନ୍ଦିରା ଆବାସ ଯୋଜନା କାର୍ଯ୍ୟାନ୍ୱୟନ ଶିଥିଳ. ଜିଲ୍ଲାପାଳ ନିଆଁ  ବିଡିଓ ଏବଂ ୨୩ ଅଧିକାରୀ-କର୍ମଚାରୀଙ୍କ  ଦରମାବନ୍ଦ…

  କେନ୍ଦୁଝର ୦5 /10 - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଇନ୍ଦିରା ଆବାସ ଯୋଜନାର ନୈରାଶ୍ୟଜନକ ଅଗ୍ରଗତି ତଥା ଶିଥିଳତା କାରଣରୁ  ବିଡିଓ ସୁକାନ୍ତ କୁମାର ପତିଙ୍କ ସମେତ ୨୩ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ଡଃ ଏନ୍.ତିରୁମାଲା ନାଏକ ନିର୍ଦେଶ ଦେଇଥିବା…

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଚିତ୍ର ଶିଶୁ ଜନ୍ମ

  ମାଲକାନଗିରି 5/10- ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଏକ ବିଚିତ୍ର ଶିଶୁର ଜନ୍ମ ହୋଇଥିଲା.। ଆଜି ସନ୍ଧ୍ୟା ୭ଟା ସମୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗର୍ଭ ଯନ୍ତ୍ରଣା ଯୋଗୁ ମାଲକାନଗିରି ବାଲିମେଳା ଅଂଚଳର ସନ୍ତୋଷ ସାହୁଙ୍କ ପତ୍ନୀ ରୀତା ସାହୁ ହସ୍ପିଟାଲଲାଜ ଚିକିତ୍ସା ଲାଗି…

ରାଧାନାଥ ସାହିତ୍ୟ ପରିଷଦ ପକ୍ଷରୁ କବିବର ଜୟନ୍ତୀ , ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

  ବାଲେଶ୍ୱର,୫ା୧୦: ରାଧାନାଥ ସାହିତ୍ୟ ପରିଷଦର ଚତୁର୍ଥ ବାର୍ଷିକ ଉତ୍ସବ  ଅବସରରେ କବିବର ରାଧାନାଥ ରାୟଙ୍କ୧୭୦ତମ ଜୟନ୍ତୀ ଓ ଦିବଂଗତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହରର ବଟେଶ୍ୱରସ୍ଥିତ ଶ୍ରୀରାମଚନ୍ଦ୍ର ସଂସ୍କୃତ…

ଅନୁଭବରୁ ଅନୁଭୂତି-ସେଦିନରୁ ଆଜିଯାଏଁ “ମାଟି ବଡ଼ ନା ପାର୍ଟି ବଡ଼’ :  ଡା. ଦାମୋଦର ରାଉତ

  ଦୈନିକ ସମ୍ବାଦପତ୍ର ଅନୁଷ୍ଠାନ ତରଫରୁ ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ବିତର୍କର ଆୟୋଜନ କରାଯାଇଥିଲାା ଆଲୋଚନାର ବିଷୟବସ୍ତୁ ଥିଲା  ମାଟି ବଡ଼ ନା ପାର୍ଟି ବଡ଼ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅନେକ କଲେଜ ଛାତ୍ରଛାତ୍ରୀଙ୍କୁ ବିତର୍କରେ ଅଂଶଗ୍ରହଣ କରିବା ପାଇଁ ଡକା ଯାଇଥିଲା ବିତର୍କ…

ସବୁ ଦଳରେ ଅସନ୍ତୋଷ,ବିଜେପୁର ଅଙ୍କ ଗୋଳିଆ: ଉପରେ ଉପରେ ନେତା ମାନଭଙ୍ଗ କର୍ମୀଙ୍କ ଭିତରେ ଘଳିଆ, ସମୟ କହିବ ଏଠି କିଏ…

  ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା   : ସ୍ବର୍ଗତ ବିଧାୟକ ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ପରେ ସାମୟିକ ଭାବେ ଅଭିମାନ କରିଥିବା ବରଗଡ଼ ଜ଼ିଲ୍ଲା ବିଜେଡି ପୂର୍ବତନ ସଭାପତି ତଥା ଟାଣୁଆ ଯୁବ ସଂଗଠକ ବିଜେପୁର ପ୍ରଭାଦିତ୍ୟ ମିଶ୍ର…

ଆନନ୍ଦପୁର ପୂର୍ତ୍ତ ବିଭାଗରେ ଦୁର୍ନିତୀ, ଠିକାଦାର ମାଳମାଳ, କାମ ଦୁର୍ବଳ 

  ଆନନ୍ଦପୁର: ପୂର୍ତ ବିଭାଗରେ ଅଧିକ ପିସି କାରବାର ହେଉଥିବା ବିରୋଧୀଙ୍କ ଅଭିଯୋଗ ସ୍ଥାନୀୟ ଅଂଚଳରେ ସତ୍ୟ ପ୍ରମାଣିତ ହୋଇଛି । ଏହି ସପ୍ତାହରେ ହଠାତ୍ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଚାରିଆଡେ ପୂର୍ତ ବିଭାଗ ଅଧିନସ୍ଥ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ…

ଛାତ୍ର ସଂସଦ ନିର୍ବାଚନ ପୋଷ୍ଟମର୍ଟମ ବିଜେଡି-ସନାସେନା ଟକ୍କର, ବିଜେପିର : ସତ୍ତା ରହିଲାନି

  ଆନନ୍ଦପୁର: କେନ୍ଦୁଝର ଜିଲାରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବା ବେଳେ ଆନନ୍ଦପୁର ଉପଖଣ୍ଡର ପ୍ରମୁଖ ଶାଳପଡ଼ା କନକ ମଂଜରୀ ମହିଳା ମହାବିଦ୍ୟାଳୟର ଚଳିତବର୍ଷ ନିର୍ବାଚନ ଓ ଫଳାଫଳକୁ ନେଇ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଶେଷ ହୋଇଥିବା ବେଳେ ଏହାର ଫଳାଫଳ…

ମହିଳା କମିସନ ବିଜେଡି ସରକାରଙ୍କ ଏଜେଣ୍ଟ :ଲେଖାଶ୍ରୀ, ଜଗତସିଂହପୁର ଏସପିଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ଜାତୀୟ…

  ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା  : ରାଜ୍ୟ ମହିଳା କମିଶନ ମହିଳାଙ୍କ ସ୍ୱାର୍ଥପାଇଁ କାମ କରୁନାହାନ୍ତି.......? ବିଜୁ ଜନତା ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି ମହିଳା କମିସନ ।` ମହିଳା କମିସନ ଅଧ୍ୟକ୍ଷା ଡ଼କ୍ଟର ଲୋପାମୁଦ୍ରା ବକ୍ସିପାତ୍ର ଓ ଅନ୍ୟ ସଦସ୍ୟଙ୍କ କାର୍ଯ୍ୟଶୈଳୀ ଉପରେ ଏଭଳି…