Sign in
Sign in
Recover your password.
A password will be e-mailed to you.
ବିଜେପିରେ ବିଦ୍ରୋହ, ଧର୍ମେନ୍ଦ୍ରଙ୍କ ମାମଲତି କୁ ଠାଈ : ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପୂର୍ବରୁ ଇସ୍ତଫା…
ବରଗଡ଼: ଆମେ ଆଗରୁ କହିଥିଲୁ ଯେ ବରଗଡ଼ ବିଜେପି ରେ ବିଦ୍ରୋହର ପଦଧ୍ୱନୀ . କେନ୍ଦ୍ର ମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ବିଜେଡିରୁ ତଡା ଖାଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣିବାର ପ୍ରତିଵାଦର ଖୋଲା ଖୋଲି ଅସନ୍ତୋଷ ଭରା ଚିଠି ଲେଖିଥିଲେ ଜିଲ୍ଲା ସଭାପତି ନାରାୟଣ ସାହୁ…
ଅଶୋକ ପାଣିଗ୍ରାହୀ ଅଭ୍ୟାସଗତ ବିଶୃଙ୍ଖଳାକାରୀ !!! ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ : ପ୍ରସନ୍ନ ଆଚାର୍ଯ୍ୟ,…
ଭୁବନେଶ୍ୱରରୁ ଚକ୍ରଧର ମାଝି - ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେଡି ଛାଡି ବିଜେପିରେ ଯୋଗ ଦେବେ । ଏନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଠାରୁ ଦଳ ଏବେ ମୁକ୍ତ ହେଲା । ଏହା ଦ୍ୱାରା ବିଜେଡି ଅଡୁଆ ମୁକ୍ତ ହେବ । ବିଜେପୁରରେ…
ଅଷ୍ଟ୍ରେଲିଆକୁ ହରାଇ ଭାରତ ଦିନିକିଆ କ୍ରିକେଟ ରାଙ୍କିଗଂରେ ନମ୍ବର ୧ ନାଗପୁର ଦିନିକିଆ : ୭ ଓ୍ୱିକେଟରେ ହରାଇଲା ଟିମ…
ନାଗପୁର: ନାଗପୁରଠାରେ ଚାଲିଥିବା ପଞ୍ଚମ ଦିନିକିଆରେ ୭ ଓ୍ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ଦିନିକିଆ ଶୃଙ୍ଖଳାକୁ କବଜା କରିଛି ଟିମ ଇଣ୍ଡିଆ। ଦିନିକିଆ କ୍ରିକେଟ ରାଙ୍କିଗଂରେ ଭାରତ ବିଶ୍ୱର ନମ୍ବର ୧ ସ୍ଥାନ ଅଧିକାର କରିଛି। ଶେଷ ଦିନିକିଆ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…
ପ୍ରସିଦ୍ଧ ଅଭିନେତା ଟମ ଅଲଟଙ୍କର ପରଲୋକ
ମୁମ୍ବାଇ:ଭାରତୀୟ ସିନେମା ଜଗତର ବହୁମୁଖୀ ଅଭିନେତା ତଥା ମଂଚ ନିର୍ଦେଶକ ଟମ ଅଲଟର ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚର୍ମ କର୍କଟରେ ଆକ୍ରାନ୍ତ ଥିବା ଟମ ଅଲଟରଙ୍କୁ ଚଳିତ ମାସ ପ୍ରଥମ ସପ୍ତାହରେ ମୁମ୍ବାଇର ସାଇଫି ହସପିଟାଲରେ ଚିକିତ୍ସାପାଇଁ ଭର୍ତ୍ତ କରାଯାଇଥିଲା। ତାଙ୍କର…
ବିଜେଡିର ଜନସମ୍ପର୍କ ପଦଯାତ୍ରା,ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ କରିବ । ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଏହି ଜନସମ୍ପର୍କ ଯାତ୍ରା ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ୟ୍ୟନ୍ତ…
ଅଶୋକଙ୍କ ଅଭିଯୋଗକୁ ନେଇ ଏବେ ସନେ୍ଦହ ଏବେ ସିନା କଳ୍ପତରୁ କହିଥିଲେ, ୧୯୯୫ରେ କିଏ କହିଥିଲେ !!!! ବିଜେଡି କହିଲା :…
ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବିଜେଡି ଗୋଟିଏ ଫଲସ ଆଦର୍ଶ ଉପରେ ଠିଆ ହୋଇଛି । ଏହା ଏକ କୃଷକ ବିରୋଧୀ ପାର୍ଟି । ଏହା ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛି । ତେଣୁ ମୁଁ ବିଜେପିରେ ଯୋଗ ଦେଉଛି ବୋଲି କହିଛନ୍ତି ବିଜେଡିରୁ ୨୦୧୪ରେ ତଡା ବହିଷ୍କୃତ ହୋଇଥିବା ଅଶୋକ…
୫ ରାଜ୍ୟରେ ବଦଳିଲେ ରାଜ୍ୟପାଳ, ଆସାମ ମିଶନ ପରେ ବନୱାରୀଲାଲଙ୍କୁ ତାମିଲନାଡୁ ଦାୟିତ୍ୱ
ନୂଆଦିଲ୍ଲୀ : ନିଜେ ଯିବାପରେ ଫାଙ୍କା ପଡିଥିବା ବିହାରର ରାଜ୍ୟପାଳ ପଦବୀରେ ବିଜେପିର ପୂର୍ବତନ ଉପସଭାପତି ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେବଳ ସେତିକି ନୁହେଁ, ବିହାର ସମେତ ୫ ରାଜ୍ୟର ରାଜ୍ୟପାଳ ଓ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ହୋଇଥିବା…
ଦାଲ ମେ କୁଛ କାଲା ୟା ଦାଲ ବରାବର କାଲା ??? ଚୋର ମନ ଚୋର ଗଣ୍ଠିରେ , ଧର୍ମେଦ୍ରଙ୍କ ଫେସବୂକରୁ ମେ ୨୦ରେ କୋଳାକୋଳି…
ଭୁବନେଶ୍ୱର: କଥାରେ ଅଛି କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ ବିଜେପି ର ଦୋମୁହାଁ ନୀତି ପଦାରେ ପଡିଯାଇଛି । ନୀତି ଭଲ ଓ ନେତା ଭଲ ବୋଲି ସ୍ଲୋଗାନ କେବେ ଗାଉଥିଲେ, ହେଲେ ପାଦ ତଳେ ମାଟି ନଥାଇ ଓ ତଳ ସ୍ତରରେ ପତାକା ଧରିବାକୁ ଲୋକ ନଥାଇ, ମାଗି ଅଣା ତିଅଣରେ ଜ଼ିଲ୍ଲା ପରିଷଦ ଆସନ ହଟେଇ…
ନାରୀ ସଶକ୍ତିକରଣ ବାଲୁକା କଳାକୃତି
ନାଗାଲ୍ୟାଣ୍ଡର ଦୀମାପୁରଠରେ ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ସାରଦୀୟ ଦୁର୍ଗାପୂଜା ଅବସରରେ ନାରୀ ସଶକ୍ତିକରଣ ସମ୍ପର୍କିତ ଥିମ୍ ଉପରେ ଏକ ବାଲୁକା କଳାକୃତି ପ୍ରଦର୍ଶନ କରୁଛନ୍ତି ।