ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

0

ବଡ଼ବିଲ {ଚିତ୍ତରଞ୍ଜନ କର ) : ବଡ଼ବିଲ ପୋଲିସ ଓ ଜଙ୍ଗଲ ବିଭାଗ ଅତର୍କିତ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ, ଶାଳ, ପିଆଶାଳ କାଠ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ବଡ଼ବିଲ ଏସ ଡି ପି ଓ ରାହୁଲ ଜୈନ ଓ ବଡ଼ବିଲ ଫରେଷ୍ଟ ରେଞ୍ଜର ପଦ୍ମନାଭ ରାଉତଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ୮୯ ଖଣ୍ଡ କାଠ ପଟା ଜବତ ହୋଇଥିବାର ଜଣାପଡିଛି। ପୋଲିସ ଘଟଣାସ୍ଥଳରୁ ଏକ ସ୍କୁଟି ମଧ୍ୟ ଜବତ କରିଛି 

Leave A Reply

Your email address will not be published.