ଶ୍ରାବଣର ଶେଷ ସୋମବାରରେ କାଉଡିଆଙ୍କ ଭିଡ

ରାୟଗଡା(ସରୋଜ କୁମାର ସାହୁ)  - ଶ୍ରାବଣ ମାସର ଶେଷ ସୋମବାରରେ ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଗୁଡିକରେ ଆଜି କାଉଡିଆମାନଙ୍କ ଲମ୍ୱାଧାଡିରେ ଭିଡ ଦେଖିବାକୁ ମିଳିଛି । କଲ୍ୟାଣସିଂହପୁରର ଦେବଗିରୀ,ଥେରୁବାଲିର ପାଇକପଡା,ବିଷମକଟକର ଚାଟିକାେଣା ସମେତ ଅନ୍ୟ ଶିବ ମନ୍ଦିରଗୁଡିକରେ…

ଉଜ୍ୱଳ ତାରକା ସନ୍ତୋଷିନୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର(ନୀଳ ଦୀପ) - ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ତୋଷିନୀ ଦୀପ ଜିଲ୍ଲାସ୍ତରୀୟ ଓଜ୍ୱଳ ତାରକା-୨୦୧୮ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସୋମବାର ଦିନ ତାଙ୍କ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ…

ଦିବଂଗତ ଢୁଲିଆ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି : ପ୍ରତିବର୍ଷ ଜଣେ ଢୁଲିଆଙ୍କୁ ଦିଆଯିବ ରାଜକୁମାର ସମ୍ମାନ

ପଦ୍ମପୁର,(ନୀଳ ଦୀପ) - ସ୍ଥାନୀୟ ରିକ୍ରେସନ ସେଂଟରଠାରେ ଦିବଂଗତ ସ୍ୱନାମଧନ୍ୟ ଢୁଲିଆ ରାଜକୁମାର କୁମ୍ଭାରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଦିନ ଅନୁଷ୍ଠିତ  ହୋଇଯାଇଛି  । ଗତ ୧୮ ତାରିଖ ଦିନ ରାଜକୁମାର ୮୫ ବର୍ଷ ବୟସରେ ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମସ୍ଥିତ ନିଜ…

ୟୁ-ଟର୍ଣ୍ଣ : କଥା ବୁଲାଇଲେ ଭକ୍ତ

ଭୁବନେଶ୍ୱର : ମାତ୍ର କିଛି ମାସ ପରେ ୟୁ-ଟର୍ଣ୍ଣ ମାରିଛନ୍ତି ବରିଷ୍ଟ କଂଗ୍ରେସ ନେତା ଭକ୍ତଚରଣ ଦାସ  । ଆଗରୁ କହିଥିବା କଥାକୁ ସଂଶୋଧନ କରିଛନ୍ତି  । କହିଛନ୍ତି ଆସନ୍ତା ନିର୍ବାଚନରେ କଂଗ୍ରେସ ବିଜେଡି ବିଜେପି ସହିତ ମେଣ୍ଟ କରିବ ନାହିଁ । ଯଦି କରିବ ତେବେ ସମଭାବାପନ୍ନ ଦଳ ସହିତ କରିବ  ।…

କୁଆଡେ ନଜର କୁଆଡେ ବାଣ,  ଶ୍ରୀକାନ୍ତଙ୍କ ଟାର୍ଗେଟରେ ପୁଣି ନିରଞ୍ଜନ

 "ଆଗାମୀ ନିର୍ବାଚନରେ ଖଣି ଲୁଟକୁ ପ୍ରସଂଗ କରିବ କଂଗ୍ରେସ"  ଭୁବନେଶ୍ୱର(SPB) :  କଂଗ୍ରେସରେ ବିବାଦ କମୁନି | ଏଇ ଦଳର ଶିର ପ୍ରଶିରାରେ କନ୍ଦଳ | ଆଉ ତାହା ଯେତେବେଳେ ଶ୍ରୀକାନ୍ତ ଆଉ ନିରଞ୍ଜନଙ୍କ ମଧ୍ୟରେ, ତାହା ତା ଦେଖିଲା ଶୁଣିଲା ଭଳିଆ | କାରଣ ପଟ୍ଟନାୟକ-ଜେନା ସମ୍ପର୍କ…

ସୁନ୍ଦରଗଡ଼ ଜିଲ୍ଲାର ତଳିଆ ଅଂଚଳରେ ପଶିଲା ବର୍ଷାପାଣି 

  ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ତଳିଆ ଅଂଳରେ ପାଣି ପ୍ରବେଶ କରିଛି  । ୧୮ ନଂ ୱାର୍ଡ ର ମାଷ୍ଟର କଲୋନୀରେ ବର୍ଷା ପାଣି ପ୍ରବେଶ କରିବାରୁ ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି  । ରାସ୍ତା ଉପରେ ୨ରୁ ୩ ଫୁଟ୍ ଉଚ୍ଚରେ…

ଯାଜପୁର ଜିଲ୍ଲାରେ ପ୍ରଶାସନିକ ଏନକ୍ଲେଭ କରିବା ଉଦ୍ୟମ : ଜମି ଅଧିଗ୍ରହଣ ପାଇଁ ସତ୍ୱାଧିକାରୀଙ୍କସହ ଆଲୋଚନା 

ଯାଜପୁର(ଜୟଶଙ୍କର ଦାଶ)   ଯାଜପୁର ସଦର ମହକୁମାରେ ଥିବା କୁସୁମାର ଅପରପାର୍ଶ୍ୱ ଅଂଚଳ ଶିତଳେଶ୍ୱର ମୌଜାରେ ମିନି ସଚିବାଳୟ ବା ପ୍ରଶାସନିକଏନକ୍ଲେଭ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଏହି ପ୍ରଶାସନିକ ଭବନ ପ୍ରକଳ୍ପ ନିର୍ମାଣ ପାଇଁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ : ୬୨ଟି ଅଭିଯୋଗର ତୁରନ୍ତ ଫଇସଲା  ।

ଜଗତସିଂହପୁର/ଅଜୟ ଜେନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଅତିରିକ୍ତ  ଜିଲ୍ଲାପାଳ  ସଚିଦାନନ୍ଦ ସାହୁ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ…

 ଜେପିଭିଟି ଆସୋସିଏସନ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

  ଜଗତସିଂହପୁର(ରମେଶ ମହାନ୍ତି) ଆଜି ଜଗତସିଂହପୁର ସହରସ୍ଥ ଶିଶୁ ଆଶ୍ରମରେ ଜଗତସିଂହପୁର ଫଟୋ-ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ ର ବହୁ କର୍ମର୍କତା ଓ ସଭ୍ୟମାନଙ୍କ ଗହଣରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି  । ଆଶ୍ରମର ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ,ଲିଚି ଆଦି ବଣ୍ଟନ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦ୍ଭାବନା ଦିବସ ଅବସରରେ ଶପଥ ପାଠ

ଭୁବନେଶ୍ୱର :  ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦ୍ଭାବନା ଦିବସର ଶପଥ ପାଠ କରାଯାଇଛିା ଏହି ଉପଲକ୍ଷେ  ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟଳୟ ପରିସରରେ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ…