ବରୀ ବ୍ଲକରେ  ମିଳିତ ଜନଶୁଣାଣୀ 

0

ଯାଜପୁର/ ଜୟଶଙ୍କର ଦାଶ :ଯାଜପୁର ଜିଲ୍ଲା ବରୀ ବ୍ଲକ ପରିସର ରାଜୀବ ଗାନ୍ଧୀ ସେବା କେନ୍ଦ୍ର  ରେ ମିଳିତ ଜନଶୁଣାଣୀ  ଅଭିଯୋଗ ପ୍ରକୋଷ୍ଠ  ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ସମସ୍ତ ପ୍ରଶାସନିକ ଅଧିକାରୀ ସହ ଯାଜପୁର ଉପଜିଲ୍ଲାପାଳ ଶୀଯୁକ୍ତ ମିହିର କୁମାର ମହାନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଚରଣ ସିଂ ମୀନା ବରୀ ଥାନା ଅଧିକାରିଣୀ ରୋଜଲିନୀ ପଟେଲ ସହ ଅନ୍ୟ ଜନ ପ୍ରତିନିଧି ଉପସ୍ଥିତ ଥଲେ |

Leave A Reply

Your email address will not be published.