ଠିକାଦାରପଡା ଦୁର୍ଗାପୂଜାର ନୂତନ କର୍ମକର୍ତ୍ତା 

0

  ବଲାଙ୍ଗିର(ନିରୋଜ ମିଶ୍ର) – ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଆଡଭୋକେଟ ପ୍ରବୀଣ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ୪୩ତମ ଦୁର୍ଗାପୁଜାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ଆଡଭୋକେଟ ପ୍ରବୀଣ ମିଶ୍ର, ଉପ-ସଭାପତି ଅଜିତ ମହାଲିଙ୍ଗ, ସାଧାରଣ ସଂପାଦକ କାଲି ଚରଣ ବିଶ୍ୱାଲ, ସହ-ସଂପାଦକ ଦେବା ବରିହା ଏବଂ କୋଷାଧ୍ୟକ୍ଷ ଭାବେ ଶେଷଦେବ ଜୁଏଡ ରହିଥିବା ବେଳେ ଉପଦେଷ୍ଟା ଭାବେ ଧୃବ ଜୁଏଡ, ପ୍ରତ୍ୟୁଷ ଖୁଆସ, ନରେନ୍ଦ୍ର ଜାଲ, ରଂଜିତ ବେହେରା, ମନୋଜ ସାହୁ, ମନୋଜ ଗୁରୁ, ଦେବେନ ପାତ୍ର, ମଧୁ ବନଛୋର, ସମୀର ମିଶ୍ର, ମନିଷ ମିଶ୍ର, ରାଜେଶ ମଟାରୀ, ରମେଶ ପରିଡା, ଲକ୍ଷିଦ୍ର ସାହୁ, ଶଶୀ ଖମାରୀ ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.