ଭାଗ୍ୟରେ ନାହିଁ ସାବିତ୍ରୀ ହେବାର ଯୋଗ 

ସାବିତ୍ରୀ ଓଷା ପୂର୍ବ ରାତିରେ ବଧୂହତ୍ୟା ଅଭିଯୋଗ,ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତେଜନା  Bargarh / ନୀଳ ଦୀପ : ଝିଅ ସାବିତ୍ରୀ ଓଷା କରିବ । ଏହି ଆଶା ନେଇ ବାପା ବିଭିନ୍ନ ପୂଜା ସାମଗ୍ରୀ, ଫଳମୂଳ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଝିଅ ଘରୁ ଫେରିଥିଲେ । ମାତ୍ର ଏହାର କେଇଘଣ୍ଟା ନ ପୂରୁଣୁ…

ବିଜେଡି ବିଜେପି ଟକରା ଟକରି , ଉଭୟେ କରିବେ ସୁରକ୍ଷା ଯାତ୍ରା 

ବିଜେଡିର ମହାନଦୀକୁ ବିଜେପିର ମହିଳା : ୧୬ରୁ ବିଜେଡି, ୧୭ରୁ ବିଜେପି  ଭୁବନେଶ୍ୱର : ବିଜେଡି ବିଜେପି ଏବେ ଟକରା ଟକରି ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ୟାଙ୍କର ସମାବେଶ କୁ ତାଙ୍କର ବି ସମାବେଶ, ୟାଙ୍କର ରାଲି କୁ ତାଙ୍କର ବିକ୍ଷୋଭ | କେହି କାହାକୁ ସ୍ପେସ ଦେଉନାହାନ୍ତି | ଏବେ…

ମଇ ୨୨ରେ କୁଳପତି ସମ୍ମିଳନୀ

ଭୁବନେଶ୍ୱର : ଆଗାମୀ ମଇ ୨୨ ତାରିଖରେ ରାଜଭବନରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟପାଳ ତଥା କୁଳାଧିପତି ସତ୍ୟ ପାଲ ମଲିକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହିସମ୍ମିଳନୀରେ ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଭାଷା, ସାହିତ୍ୟ ଓ ସଂସ୍କୃତି,…

ମହାନଦୀ ସୁରକ୍ଷା ଅଭିଯାନ: ଚିଖିଲିରେ ୨୦ମିନିଟ୍‌ ରହିବେ ମୁଖ୍ୟମନ୍ତ୍ରୀ ।

ବରଗଡ଼-ମହାନଦୀ ସୁରକ୍ଷା ଅଭିଯାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲିକୁ ଗସ୍ତ କରିବା କାର୍ଯକ୍ରମ ରହିଛି । ଏହି ଗସ୍ତ କାର୍ଯକ୍ରମରେ ପ୍ରଥମେ ଝାରସୁଗୁଡ଼ାରେ ନଦୀକୂଳ ବସ୍ତି ବାସିନ୍ଦାଙ୍କ ସହିତ ଆଲୋଚନା ଏବଂ ସଭାସ୍ଥଳୀରେ ଉଦ୍‌ବୋଧନ…

କେନ୍ଦୁଝର ଜିଲ୍ଲା ଉପ ସଭାପତି ଏବଂ ବଲାଙ୍ଗୀର ଜିଲ୍ଲା ନଗର ସଭାପତି ନିଲମ୍ବିତ

  ଭୂବନେଶ୍ୱର, : ଦଳୀୟ ଅନୁଶାସନ ଏବଂ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତଙ୍କ ସୁପାରିଶ କ୍ରମେ ଜିଲ୍ଲା ଉପ ସଭାପତି ଅଖିଳ ପାତ୍ର ଏବଂ ବଲାଙ୍ଗୀର ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାୟକଙ୍କ ସୁପାରିଶ କ୍ରମେ ବଲାଙ୍ଗୀର ନଗର ସଭାପତି ରାକେଶ ମିଶ୍ରଙ୍କୁ ଙ୍କୁ ରାଜ୍ୟ…

ଉଚ୍ଚତର ପ୍ରଦର୍ଶନ ଲକ୍ଷ୍ୟ ହାସଲ ନିମନ୍ତେ ” ଭାରତ ସରକାରଙ୍କ ସହ ନାଲକୋର ବୁଝାମଣାପତ୍ର ସ୍ୱାକ୍ଷରିତ

  ଆଲୁମିନା ଉତ୍ପାଦନ  କ୍ଷମତାର ୧୦୦ ପ୍ରତିଶତ ଉପଯୋଗ, ୧୧୦୦ କୋଟି ଟଙ୍କାର କ୍ୟାପେକ୍ସ ଏବଂ ଉଚ୍ଚତର ଉତ୍ପାଦନ  ଓ ଉତ୍ପାଦକତା  ପାଇଁ ଲକ୍ଷ୍ୟଧାର୍ଯ୍ୟ     ନୂଆଦିଲ୍ଲୀ : ନବରତ୍ନ  ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ ) ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ…

ପଦ୍ମପୁର ସହରକୁ  ସରସ ସୁନ୍ଦର କରି ଗଢି ତୋଳିବାକୁ ଯୁବଗୋଷ୍ଠୀ ସଂକଳ୍ପବଦ୍ଧ

 ମଦର  ଟେରେସା ୟୁଥ୍ କ୍ଳବ  ତରଫରୁ ପାନୀୟ ଜଳ ଓ ସର୍ବତ  ବଣ୍ଟନ ପଦ୍ମପୁର/ ନୀଳ ଦୀପ  :  ସହରରର ନୂତନ ଭାରେ କିଛି ଉତ୍ସାହୀ ଯୁବକ  ମଦର ଟେରେସା ୟୁଥ୍  କ୍ଲବ ନାଁରେ ଏକ ଅନୁଷ୍ଠାନ ଗଠନ କରି ବିଭିନ୍ନ  ସାମାଜିକ ବିକାଶ ଓ ସଂସ୍କାର କାମରର ନିୟୋଜିତ କରିଆସୁଛନ୍ତି  |  କିଛି ଦିନ ପୂର୍ବରୁ…

କି ବର୍ବର ଏ ମଣିଷ, ଟିକେ ବି ମଣିଷ ପଣିଆ ନାହିଁ ????

  ପଡିଶା ଘର ବାଡିରେ ଗାଈ ପଶିବାରୁ ବନ୍ଧା ହେଲେ ମହିଳା ।   କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲ :  କେନ୍ଦ୍ରାପଡା ରାଜନଗର ପଡିଶା  ଘର ବାଡ଼ିରେ ଗାଈ ପଶିଯିବାରୁ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଅତି ଅମାନୁଷିକ ଭାବେ ଅକଥନୀୟ ନିର୍ଯାତନା ଦିଆଯାଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରାଯାଇଛି।…

ଫାଇଟରର ଫାଇଟ ରେ ସାମିଲ ହେଲେ ସାଂସଦ ଓ ବିଧାୟକ 

କ୍ୟାନସର ହସ୍‌ପିଟାଲ ଦାବି ଜୋର୍‌ ଧରିଲା: ଦାବିପତ୍ର ପ୍ରଦାନ  ବରଗଡ଼/ନୀଳ ଦୀପ -ବରଗଡ଼ରେ କ୍ୟାନସର ଟ୍ରିଟମେଣ୍ଟ ଓ ରିସର୍ଚ୍ଚ ହସପିଟାଲ ସ୍ଥାପନ କରିବାକୁ ନେଇ ଏଠାରେ ଦାବି ଜୋର ଧରି ବସିଛି। ଏହି ପରିପ୍ରେକ୍ଷୀରେ ସୋମବାର କ୍ୟାନସର ପୀଡ଼ିତଙ୍କୁ ନେଇ ଗଠିତ ଅନୁଷ୍ଠାନ ଫାଇଟର୍ସ…

ମାତୃ ଦିବସରେ ଶହୀଦଙ୍କ ମାଆଙ୍କୁ ସମ୍ବର୍ଦ୍ଧନା 

ବରଗଡ଼/NILA DEEP -ବରଗଡ଼ରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। କୋଶଲ ଟାଇମର ସମ୍ପାଦକ ସଞ୍ଜିବ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶ ମାତୃକାର ସେବା ପାଇଁ ବଳିତାନ ଦେଇଥିବା ଶହୀଦଙ୍କ…