ଟ୍ରାଫିକ ନିୟନ୍ତ୍ରଣ ନାଁରେ ପୋଲିସର ମାଡ଼ ଘଟଣା: ଜିଲାପାଳଙ୍କୁ ଫେରାଦ ହେଲା ବ୍ୟବସାୟୀ ମଣ୍ଡଳ।

  ବରଗଡ଼/ ନୀଳ ଦୀପ -ବରଗଡ଼ ସହରରେ ଶନିବାର ଟ୍ରାଫିକ ନିୟନ୍ତ୍ରଣ ନାଁରେ ସ୍ଥାନୀୟ ଯୁବକ ଅମିତ ସାହୁ(୨୦)ଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ଏଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସ୍ଥାନୀୟ ଜଗନ୍ନାଥ ବ୍ୟବସାୟୀ ମଣ୍ଡଳ ଜିଲାପାଳଙ୍କୁ…

କେନ୍ଦ୍ରାପଡା ବିଜେଡିରେ ଅସନ୍ତୋଷ ତୀବ୍ର, ବୈଜୟନ୍ତଙ୍କ ଆଡକୁ ଢଳିଲେଣି ବିଜେଡି ନେତା : ଚର୍ଚ୍ଚାରେ ସାଂସଦ

କିଏ ସେହି ସାଂସଦ, ଯିଏ ବୈଜୟନ୍ତଙ୍କ ସହ ରଖିଛନ୍ତି ଗୋପନ ସମ୍ପର୍କ ବୈଜୟନ୍ତଙ୍କ ଆଡକୁ ଢଳାଉଛନ୍ତି ବିଜେଡି ନେତାଙ୍କୁ ?    କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ବିଜେଡି ରାଜନୀତି ପୁଣି ଗୋଳିଆ । ଦଳର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ହାଇକମାଣ୍ଡ ଏକଘରକିଆ…

ଯାତ୍ରୀବାହୀ ବସ୍‌ ଓଲଟିଲା, ୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବରଗଡ଼/NILA DEEP -ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ପର୍ରାପାଟ୍‌ ମନ୍ଦିର ନିକଟରେ ସୋମବାର ଭାରସାମ୍ୟ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଆର୧୭ଡି ୮୫୫୪) ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ…

ବିଜେଡ଼ିର ମହାନଦୀ ସଂଗ୍ରାମ ଅଭିଯାନ କେବଳ ନାଟକବାଜି- କଂଗ୍ରେସ କୃଷକ ସେଲ

  ଭୁବନେଶ୍ୱର,-ମହାନଦୀ ଓଡ଼ିଶାର ୧୫ଗୋଟି ଜିଲ୍ଲାର ଜନସାଧାରଣଙ୍କର ଜୀବନ ରେଖା । କିନ୍ତୁ ଦୁଃର୍ଭାଗ୍ୟର କଥା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ଜଳ ପ୍ରବାହକୁ  ରୋକିବା ଫଳରେ ମହାନଦୀର ପାଣି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯାହା ଫଳରେ ଚାଷ ବ୍ୟାହତ, ଲୋକେ…

ବନ୍ଦର ଚିକିତ୍ସାଳୟ ଦ୍ୱାରା ସ୍ୱଚ୍ଛ ଭାରତ ପଖୋଡା ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

  ପାରାଦୀପରୁ ଉପେନ୍ଦ୍ର ଗୁରୁ : ପାରାଦୀପ ବନ୍ଦର ଚିକିତ୍ସାଳୟ ନିୟମିତ ଭାବେ ରୋଗୀ ସେବା, ସରକାରୀ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଟିକା କରଣ ଇତ୍ୟାଦି କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ସ୍ୱଚ୍ଛ ଭାରତ ପଖୋଡା , ଡେଙ୍ଗୁ ସଚ୍ଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଜାରିରଖିଛି । ଏହି ପରିପ୍ରେକ୍ଷିରେ…

କେବଳ ରାଜ୍ୟସରକାର ପଲିସି କରିବେ କି ତାକୁ କାର୍ଯ୍ୟକାରୀ କରାଇବେ? : ବିଜେପି

  ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ?  ରାଜ୍ୟ ନିୟୋଜନ କାର୍ଯ୍ୟାଳୟର ସଫଳତା ହାର ମାତ୍ର ୧ %  ପ୍ରତିଶତ ଭୁବନେଶ୍ୱର: ରାଜ୍ୟରେ କୌଣସି ବିଭାଗରେ ସାମଗ୍ରିକ ବିକାଶ ହୋଇପାରିନାହିଁ । ଦୀର୍ଘ ୧୮ ବର୍ଷଧରି ଶାସନ କରୁଥିବା ଶାସକ ବିଜେଡି…

ପାନୀୟ ଜଳ, ଗାଧୋଇବା ସମସ୍ୟା: ମହିଳାଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ, ଧାରଣା ।

ଭଟଲି/ନୀଳ ଦୀପ : ବରଗଡ଼ ଜିଲା ଭଟଲି ବ୍ଲକ୍‌ କମଗାଁ ପଞ୍ଚାୟତ ଅନ୍ତର୍ଗତ କର୍ଲାଜୋରୀ ଗ୍ରାମରେ ଉଭୟ ପାନୀୟ ଜଳ ଏବଂ ଗାଧୋଇବା ପାଇଁ ଉଦ୍ଦିଷ୍ଟ  ଜଳ ସମସ୍ୟା ଦିନକୁ ଦିନ ଉତ୍କଟ  ହେବାରେ ଲାଗିଛି। ଫଳରେ ସୋମବାର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯେଉଁ…

ଚଳନ୍ତି ସମୟର ଅଜସ୍ର ଅକୁହା କଥାକୁ କହେ କବିତା: ସମସ୍ୟାକୁ ନେଇ କବିଟିଏ ଦୁଃଖ କରେ, କାନ୍ଦେ  ଓ ଲେଖେ କବିତା 

ପ୍ରଚଣ୍ଡ ଖରାରେ ଶାନ୍ତି ଓ ଶୀତଳତାର ବାର୍ତ୍ତା ବାଣ୍ଟିଲା ନିଦାଘୋତ୍ସବ  ବଲାଙ୍ଗିର(ନିରୋଜ ମିଶ୍ର)-  ପ୍ରଚଣ୍ଡ ନିଦାଘ ବେଳାରେ କବିତାର ଚନ୍ଦନ ପ୍ରଲେପ ବେଶ ବିମୁଗ୍ଧ କରେ ମନ ଓ ପ୍ରାଣକୁ । କବିତାର କୋମଳ ପଣ ଓ ଶାଶ୍ୱତ ଆଲିଙ୍ଗନ ତୃତ୍ତକରେ ବର୍ତ୍ତମାନର ବିବ୍ରତ ଜନମାନସକୁ । ସ୍ଥାନୀୟ…

 ଆର୍ଟ ଅଫ୍ ଲିଭିଙ୍ଗର ସ୍ୱେଚ୍ଛାସେବୀ ତାଲିମ ଶିବିର ଏବଂ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମୋତ୍ସବ

  ବଲାଙ୍ଗିର(ନିରୋଜ ମିଶ୍ର)- ଆନ୍ତର୍ଜାତୀୟ ଅନୁଷ୍ଠାନ  ଆର୍ଟ ଅଫ୍ ଲିଭିଙ୍ଗ ମଣିଷ ସମାଜର ଜୀବନ ଶୈଳିରେ ଆନନ୍ଦ ଓ ଖୁସିର ମାଧ୍ୟମ ପ୍ରତିଷ୍ଠାରେ  ସଦା କାର୍ଯ୍ୟରତ । ଏହି କ୍ରମରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆର୍ଟ ଅଫ୍ ଲିଭିଙ୍ଗ ବଲାଙ୍ଗିର ଶାଖା ପ୍ରାୟୋଜିତରେ ଚାରିଦିନ ବ୍ୟାପି…

 ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତି ପାଇଁ ଦାବୀ

Bolangir/ Niroj Mishra :ରାଜେନ୍ଦ୍ର  ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଲୟରେ ପରିଣତ କରିବା ପାଇଁ ପ୍ରସ୍ତବ ନେଇ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ର ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍ ଏବଂ ଛାତ୍ର ବିଜେଡିର ଏକ ପ୍ରତିନିଧି ଦଳ ନବିନ…