ଯାମୁଟ ହାଇସ୍କୁଲରେ ସ୍ୱଚ୍ଛତା  ପକ୍ଷ ପାଳିତ 

0

ଟିଟିଲାଗଡ଼/SUNIL BEHERA:-ଗୁଡ଼ଭେଳା ବ୍ଳକ  ଅର୍ନ୍ତଗତ ଯାମୁଟ ହାଇସ୍କୁଳରେ ଶୁକ୍ରବାର  ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର୍ର ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଟିତ ହୋଇଥିବାବେଳେ ଯାମୁଟ ପଞ୍ଚାୟତ  ସରପଂଚ ତାରାବତୀ ହରପାଳ ମୁଖ୍ୟ ଅତିଥି ଓ ବରିଷ୍ଠ  ନାଗରିକ ଭାବସିଂ ମାଝୀ ସମ୍ମାନୀତ ଅତିଥିଭାବେବ ଯୋଗ ଦେଇଥିଲେ  । ଏହି ଅଅବସରରେ ବିଧ୍ୟାଳୟ  ଛାତ୍ରଛାତୀ୍ରମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତାରେ ଦୀପାଞ୍ଜଳୀ ନନ୍ଦ ୧ମ,ରାଜୁ ନନ୍ଦ ୨ୟ ଓ ବିକ୍ରମ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ  । ପରିଶେଷରେ ଛାତ୍ରଛାତୀ୍ରମାନେ ଓ ଶିକ୍ଷୟତୀ୍ରମାନେ ସ୍ୱଚ୍ଛତା ପକ୍ଷ ପାଳନର ଶପତ ପାଠ କରିଥିଲେ  । ଏହାପରେ  ସଚେତନା ଧର୍ମୀ ଲେଖା ଥିବା ବିଭିନ୍ନ ପ୍ଳାକାଡର଼୍ ଓ ବେନର ଧରି ସ୍ଳୋଗାନ ଦେଇ ଗା୍ରମ ପରିକ୍ରମା କରି ସଚେତନା ସୃଷ୍ଟି କରିଥିବାବେଳେ ରଜନୀକାନ୍ତ ସେଠ ଧନ୍ୟବାଦ ଅର୍ପଣ କରିଥିଲେ  ।ଜୀବର୍ଦ୍ଧନ ବେହେରା,ମହାଦେବ ନାହାକ ଉପସ୍ଥିତ ଥିବାବେଳେ ଶିକ୍ଷକ ରଜନୀକାନ୍ତ ସେଠ,ଜଗବନ୍ଧୁ ବେହେରା,ଅନ୍ନପୂର୍ଣ୍ଣା ପୂଜାରୀ,ବିନୋଦିନୀ ଜଗଦଲ୍ଳା ତଥା ରଞ୍ଜନ ମହାକୁର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । 

Leave A Reply

Your email address will not be published.