Sign in
Sign in
Recover your password.
A password will be e-mailed to you.
ଏକାମ୍ରରୁ ମୋଦିଙ୍କୁ ସ୍ୱାଗତ କରିବେ ୫ହଜାର କର୍ମୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ତାରିଖରେ କଟକ ବାରବାଟୀକୁ ଆସିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳିରୁ ୫ହଜାର କର୍ମି ସାମିଲ ହୋଇ ସ୍ୱାଗତ କରିବେ । ସ୍ଥାନୀୟ ବିନ୍ଦୁସାଗର ନିକଟ ଉତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକାମ୍ର ନିର୍ବାଚନ ମଣ୍ଡଳୀର କର୍ମିମାନଙ୍କ ବୈଠକରେ…
ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ପ୍ରାପ୍ୟ ବୃଦ୍ଧି
ଆସିଷ୍ଟାଣ୍ଟ ସର୍ଜନ ୫୫ ହଜାର, ସ୍ପେସିଆଲିଷ୍ଟ ଡାକ୍ତର ୬୦ ହଜାର
ଭୁବନେଶ୍ୱର : ରାଜ୍ୟରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କର ଦରମା ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି | ସେହିପରି ଚୁକ୍ତିଭିତ୍ତିକ…
ବିଦ୍ୟାଳୟକୁ ଗଢି ତୋଳିବା ପାଇଁ ସମସ୍ତଙ୍କ ସାହାଯ୍ୟ ଦରକାର : ଜିଲ୍ଲାପାଳ
ଜିଲ୍ଲା ସ୍ତରୀୟ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଉଦଘାଟିତ
ବଲାଙ୍ଗିରରୁ ନିରୋଜ ମିଶ୍ର - ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଦ୍ୱାରା ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ…
ରେଳଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ, ଟ୍ରେନ ନମ୍ବର…….!!!!!
ଭୁବନେଶ୍ୱରଠାରେ ପହଁଚୁଥିବା ଟପ୍ ୫ ବିଳମ୍ବିତ ଟ୍ରେନ୍ର ରିପୋର୍ଟ ଦେଲା "ରେଲ ଯାତ୍ରୀ"
୨୭ ଘଂଟା ବିଳମ୍ବ ସହ ବେଙ୍ଗାଲୁରୁ-କାମାକ୍ଷା ହମ୍ସଫର୍ ଏକ୍ସପ୍ରେସ୍ ତାଲିକାର ଶୀର୍ଷରେ
୧୭୦୧୬ ସିକନ୍ଦରାବାଦ୍ -ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ସମୟାନୁବର୍ତ୍ତିତାରେ ଆଗରେ
ଭୁବନେଶ୍ୱର…
ପିଲାଏ ଛାଇ ଖୋଜିଲେ, ପାଇଲେ ନାହିଁ : ଶୂନ୍ୟ ଛାୟା ଦିବସ ପାଳିତ
ବଲାଙ୍ଗିର -ନିରୋଜ ମିଶ୍ର - ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିର ଆନୁକୁଲ୍ୟରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କୁ ଶୂନ୍ୟ ଛାୟା ବିଷୟରେ ଜ୍ଞାନ ପ୍ରଦାନ କରି…
ପାରମ୍ପରିକ କଳାକାର-କାରିଗରଙ୍କ ପ୍ରତି ବିମୁଖ ସରକାର, ଉଜୁଡ଼ୁଛି ବେଉସା
ପ୍ରୋତ୍ସାହନ ନଥିବାରୁ ସଂକଟରେ ବାଦ୍ୟ ଯନ୍ତ୍ର ତିଆରି
କଣ୍ଟାମାଳ , ବୌଦ୍ଧ (ବଂଶିଧର ମାଝୀ / ସିମୁନ ନାଏକ) ଗ୍ରାମାଞ୍ଚଳରେ ଗରିବ ତଥା ହରିଜନ ଓ ଆଦିବାସୀ ମାନଙ୍କର ଉନ୍ନତି ପାଇଁ ସ୍ୱରୋଜଗାର ଯୋଜନା ଥିବା ବେଳେ ହରିଜନ ଆଦିବାସୀ ଉନ୍ନୟନ ନିଗମ ଜରିଆରେ ରିହାତି ମାଧ୍ୟମରେ ଋଣ…
ବୁଢାଖୋଲ ଛକରୁ ଗଞ୍ଜେଇ ଓ ୨ ବାଇକ ଜବତ୍,୪ଅଭିଯୁକ୍ତ ଗିରଫ୍
କଣ୍ଟାମାଳ , ବୌଦ୍ଧ ( ବଂଶିଧର ମାଝୀ / ସିମୁନ୍ ନାଏକ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ କଣ୍ଟାମାଳ ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଦୁଇଟି ବାଇକ୍କୁ ଜେରା ବେଳେକ୍ସେମାନଙ୍କ ନିକଟରୁ ଗଞ୍ଜେଇ…
ସରକାରୀ ଭୂତକୋଠି……
ହରଭଙ୍ଗା ବ୍ଲକରେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ : ଷ୍ଟାଫ୍ ଅଭାବରୁ ଭୂତକୋଠି ପାଲଟୁଛି ପ୍ରାଣୀ ଚିକିତ୍ସାଳୟ
ହରଭଙ୍ଗା , ବୌଦ୍ଧ ( ସିମୁନ୍ ନାଏକ ) ; ରାଜ୍ୟରେ ପଷୁପକ୍ଷୀ ସଂପଦ ର ବିକାଶ ଓ ପାଳନ ପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ବିଭିନ୍ନ ଯୋଜନା…
ଟଙ୍କା ବାହାରୁ ନଥିଲା, ଏବେ ଏଟିଏମ୍ ରୁ ବାହାରୁଛି ଚିରାଫଟା ନୋଟ
ହରଭଙ୍ଗା, ବୌଦ୍ଧ ( ସିମୁନ୍ ନାଏକ ) ; ସମ୍ପ୍ରତି ବିଭିନ୍ନ ଏଟିଏମ୍ ଗୁଡିକରେ ଟଙ୍କା ରହୁନଥିବା ଘଟଣା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇ ପଡିଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଏସବିଆ ଏଟିଏମ୍ ରୁ ଚିରା , ଫଟା କାଗଜ ଲଗା ଓ ଜରିଲଗା ନୋଟ ବାହାରିବା…
ଏ ମଇଳା ତ ଆମ ପରିଚୟ !!!!
ଆବର୍ଜନାରେ ଉବୁଟୁବୁ ହେଉଛି ବ୍ଲକ ସଦର ମହକୁମା
ହରଭଙ୍ଗା , ବୌଦ୍ଧ ( ସିମୁନ୍ ନାଏକ ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାଚିଛକର ମୁଖ୍ୟବଜାର ସମେତ ବନ ବିଶ୍ରାମାଗାର, ଝାଡ୍ରାଜିଙ୍ଗ ସେବାଶ୍ରମ, ଗ୍ରାମ୍ୟ ଜଳ ଯୋଗାନ ପରିମଳ କାର୍ଯ୍ୟଳୟ , ଦମକଳ କେନ୍ଦ୍ର ଆଦି କାର୍ଯ୍ୟଳୟ…