ଭୁବନେଶ୍ୱରରେ “ମୁଦ୍ରା’ ପ୍ରୋତ୍ସାହନ ଅଭିଯାନ  : ସାହୁକାର ମହାଜାନୀ ଶୋଷଣ ଲୋପ ପାଇଁ ମୁଦ୍ରା ଯୋଜନା-…

  ଭୁବନେଶ୍ୱରୁ ଚକ୍ରଧର ମାଝୀ -  ପରିଶ୍ରମ ସାଧାରଣ ଲୋକଙ୍କର ମାତ୍ର ଲାଭ ସାହୁକାରର । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର  ଏପରି ଆଉ କରିବାକୁ ଦେଉ ନାହାନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଦ୍ରା…

ଜଗବନ୍ଧୁ ଜାରିକଲେ ଅଡିଓ ଟେପ, ଗଣଦୁଷ୍କର୍ମ ପ୍ରତିବାଦରେ ମାଓବାଦୀଙ୍କ କୋରାପୁଟ ବନ୍ଦ ୧୬ରେ 

  କୋରାପୁଟ  : କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ନେଇ ପୋଲିସ୍ କରିଥିବା ଅଭିଯୋଗକୁ ମାଓବାଦୀ ସଂଗଠନ ଖଣ୍ଡନ କରିଛି  । ଏହାସହ ସମ୍ପୃକ୍ତ ସଂଗଠନ ଗଣ ଦୁଷ୍କର୍ମ ପ୍ରତିବାଦରେ ଆସନ୍ତା ୧୬ ତାରିଖ ଦିନ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି …

ବିକାଶ ଦେଖିବାକୁ ଯଦି ଚାହୁଁଛ, ବର୍ତ୍ତମାନ ଓଡ଼ିଶାକୁ ଆସ ।

୧୭ବର୍ଷରେ ୨୦ଟି ବୃହତ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୩୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି ଭୁବନେଶ୍ୱର :  ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆକର୍ଷଣ କ୍ଷେତ୍ରରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି । ୨୦୧୬-୧୭ରେ ଦେଶକୁ ଉଭୟ ସରକାରୀ ଓ ଘରୋଇ ସୂତ୍ରରୁ ବିଭିନ୍ନ କ୍ଷେତ୍ରରୁ…

ଆରମ୍ଭ ହେଲା ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବ

  ଭୁବନେଶ୍ୱରରୁ ଚକ୍ରଧର ମାଝି : ପେନ୍ ଇନ୍ ବୁକ୍ସ, ଓଡ଼ିଶା ଷ୍ଟୋରୀ ଓ ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବକୁ ଓଡ଼ିଆ କବିତାର ଶିଖର ପୁରୁଷ ଜ୍ଞାନପୀଠ ବିଜେତା କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ଦ୍ୱାରା ଉଦ୍ଘାଟିତ…

ବିଜେପିରେ ମିଶିଲେ ଉପାସନା ଓ ଲଳିତେନ୍ଦୁ , ଲୁଲୁ ପରିବାର ମିଶିଗଲେ, ଲୁଲୁସେନାର ମର୍ଜରକୁ ନେଇ କନଫୁଜନ 

  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବହୁତ ଅପେକ୍ଷା କଲେ....ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି  ଝୁଲାଇ ରଖିଲେ। ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ହଟିବା ସଂଭାବନା ଓ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ସମ୍ଭାବନା ବି କମ ଦେଖାଗଲାଣି । ସେପଟେ ଆଖି ଆଗରେ ରାଜ୍ୟର ସବୁଠୁ ବ୍ୟୟବହୁଳ…

ଆପୋଲୋ ହସ୍ପିଟାଲ ରେ ରୋଗୀସେବା ଠପ , ମନ୍ତ୍ରୀଙ୍କ ତାଗିଦ : ସୋଇଥିବା କର୍ତୃପକ୍ଷ ତତ୍ପର, ସିଇଓ ଡାକିଲେ ଜରୁରୀ ବୈଠକ

  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଆପୋଲୋ ହସ୍ପିଟାଲ ରେ ରୋଗୀସେବା ଠପ । ଦିୱାଲୀ ବୋନସ ଦାବିରେ କର୍ମଚାରୀଙ୍କ ଧର୍ମଘଟ । ଜିଦରେ ଆପୋଲୋ କର୍ତୃପକ୍ଷ, ରୋଗୀଙ୍କ ସମ୍ପର୍କୀୟ ଆଶଙ୍କାରେ, ରୋଗୀଙ୍କ ଜୀବନ ସଙ୍କଟରେ । ଜଣେ ଅନ୍ତେବାସୀ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଖବର ପାଇଁ…

ମୁଁ ଜୋକର ନୁହେଁ, ଅର୍ଜୁନ : ଦାମ

  ମୋ ପାଶୁପତ ଅସ୍ତ୍ରରେ ଘାଇଲା ହୋଇଥିବା ବିଜେପି ନେତା କହିବେ ମୁଁ କଣ   ଭୁବନେଶ୍ୱର  : ମୁଁ  ଜୋକର କି ଶ୍ରୀଖଣ୍ଡୀ କି ଅର୍ଜୁନ......ବିଜେପିର ସେ ନେତାମାନଙ୍କୁ ପଚାରିଲେ କହିବେ, ଯେଉଁମାନେ ମୋ ପାଶୁପତ ଅସ୍ତ୍ରରେ ବହୁବାର ଘାଇଲା ହୋଇଛନ୍ତି ! ଅଭିଯୋଗ କରୁଥିବା ଲୋକର ଅସ୍ତିତ୍ବ…

ଲୋକଙ୍କ ସଂମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି , ମାସକ ଭିତରେ ସମାଧାନ ନହେଲେ ବ୍ୟାପକ ଆନ୍ଦୋଳନ 

  କଂଟାବାଞ୍ଜିରୁ କମଲ ଶର୍ମା  : ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ନିରାକରଣ ଦାବିରେ ବିଜେପି କଂଟାବାଞ୍ଜି ମଣ୍ଡଳ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି  । କଂଟାବାଞ୍ଜି ମଣ୍ଡଳ ଅଧ୍ୟକ୍ଷ ମୂରାଲୀ ଲାଲ ଅଗ୍ରୱାଲଙ୍କ  ନେତୃତ୍ୱରେ ଶହଶହ କର୍ମକର୍ତା ଏକ…

ମିଲ୍ଟନ୍ ରକ୍ ବଟଲ୍ ସହ ଷ୍ଟାଇଲ୍ର ସହ ହାଇଡ୍ରେଟେଡ୍ ରୁହନ୍ତୁ

କାଚ ତୁଳନାରେ ଭଲ, ଷ୍ଟେନଲେସ  ଅପେକ୍ଷା ବି ଭଲ, ଅନ୍ୟ ଯେ କୌଣସି ପ୍ଲାଷ୍ଟିକ୍ ଠାରୁ ମଧ୍ୟ ଉତ୍ତମ! ଭୁବନେଶ୍ୱର: ବ୍ୟକ୍ତିଗତ ପାନୀୟ ଜଳ ଚାହିଦା ପାଇଁ ପୁନଃବ୍ୟବହାରକ୍ଷମ ପାଣି ବୋତଲ ବ୍ୟବହାର ଏବେ ବହୁଳ ଭାବେ ବଢ଼ିବାରେ ଲାଗିଛି ଏବଂ ଧୀରେ ଧୀରେ ଏହି ଉପକରଣର ଲୋକପ୍ରିୟତା କାର୍ଯ୍ୟାଳୟ…

ଶକ୍ତି ସଚିବଙ୍କ କଥାକୁ ବାସି ପାଣିରେ ସି କରୁନି ବଣ୍ଟନ କମ୍ପାନୀ 

  ବିଦ୍ୟୁତ ବିଭାଗ ଲଗାମଛଡ଼ା , ଘନ ଘନ ବିଦ୍ୟୁତ କାଟ  ବାରିପଦାରୁ ଦିଲ୍ଲୀପ ମହାନ୍ତି (୧୩/୧୦)-ବିଦ୍ୟୁତ ବିଭାଗ ତାର ସ୍ୱେଚ୍ଛାଚାରିତାକୁ ନେଇ ଚର୍ଚ୍ଚାରେ ରହି ଆସିଛି । ବିଦ୍ୟୁତ ନିୟମାକ ଆୟୋଗର ନୀତି ନିୟମ ଓ ଆଇନ କାନୁନକୁ ଖୋଲାଖୋଲି ଭାବେ ଅଣଦେଖା ପ୍ରଦର୍ଶନ କରି ଆସୁଥିବାର ଅଭିଯୋଗ…