ବଂଟି ବନାଗଏ ସରକାର କୋ  ବାୱଲା , ଜାଲ ଟିଡିଆର ତଦନ୍ତ ଆରମ୍ଭ କଲା ବଲାଙ୍ଗୀର ପୋଲିସ

    ବଲାଙ୍ଗୀରରୁ ନିରୋଜ ମିଶ୍ର : ଜାଲ ଟିଡିଆର(ଟର୍ମ ଡିପୋଜିଟ୍ ରିସିପ୍ଟ) ଦେଇ ବଲାଙ୍ଗୀର ପୂର୍ତ ବିଭାଗରୁ କୋଟେି କୋଟି ଟଙ୍କାର କାମ ହାତେଇନେଇଥିବା ଅଭିଯୋଗରେ ଅଭିଯୁକ୍ତ ଠିକାସଂସ୍ଥା ସୂରଜ ଏଂଟରପ୍ରାଇଜ୍ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ  । କଳାହାଣ୍ଡି ଜିଲ୍ଲା…

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ , ଖର୍ଚ୍ଚ ହେବ ୧୨୫୦କୋଟି, ଜଳସେଚିତ ହେବ ୩୨ହଜାର…

  ଭୁବନେଶ୍ୱରରୁ ମାନସୀ ମିଶ୍ର : ୧୨୫୦ କୋଟି ଟଙ୍କା ବ୍ୟୟରେ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ମୁଖୃମନ୍ତ୍ରୀ ନନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ଏହୀ ପ୍ରକଳ୍ପ କାର୍ଯର୍୍ୟକ୍ଷମ  ହେଲେ ୩୨୦୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ  । ଏହି ପ୍ରକଳ୍ପ ବରଗଡ…

‘ଫେମ୍ ଇଣ୍ଡିଆ’ ସର୍ଭେ, ଦେଶର ଶ୍ରେଷ୍ଠ ୨୫ ସାଂସଦଙ୍କ ଭିତରେ ରବୀନ୍ଦ୍ର, ସଫଳତା ପାଇଁ  ବାଲେଶ୍ୱର ସାଂସଦଙ୍କୁ…

    ବାଲେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ‘ଆଉଟ ଲୁକ୍’ପତ୍ରିକା ସମ୍ମାନିତ କରିବା ପରେ ଯେଉଁଭଳି ସମଗ୍ର ରାଜ୍ୟରେ ସମ୍ବର୍ଦ୍ଧନାର ବାତାବରଣ ସୃଷ୍ଟି ହୋଇଥିଲା ଅନୁରୂପ ଭାବେ‘ଫେମ୍ ଇଣ୍ଡିଆ’ ପତ୍ରିକାର ସର୍ଭେ ଅନୁସାରେ ଦେଶର ୨୫ ଜଣ ଶ୍ରେଷ୍ଠ  ସାଂସଦଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଜେନାଙ୍କ ନାମ…

ଅସାଧୁ ଠିକାଦାରଙ୍କ ଉପରେ ଅଙ୍କୁଶ କଷିବ ପୂର୍ତ୍ତ  ଵିଭାଗ , ଏଣିକି ବଡ଼ ବଡ଼ ନିର୍ମାଣ କାର୍ଯ୍ୟର ହେବ ସରପ୍ରାଇଜ ଯାଞ୍ଚ

    ଭୁବନେଶ୍ୱରରୁ ମାନସୀ ମିଶ୍ର :  ରାଜ୍ୟର କେତେକ ସ୍ଥାନରେ ପୋଲ ବା ବ୍ରିଜ ଭୁଷୁଡ଼ା ଭଳି ଅଘଟଣ ରାଜ୍ୟ ସରକାରଙ୍କୁ ସମାଲୋଚିତ କରିଥିବା ବେଳେ ଏବେ ଅସାଧୁ ଠିକାଦାର ଓ  ଦାଇତ୍ୱହୀନ ଅଧିକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଅଂଟା ଭିଡିଛି ପୂର୍ତ ବିଭାଗ ।  ଏଣିକି ବଡ଼ ବଡ଼ ନିର୍ମାଣ…

ମୈଦାନ ମାରିନେଲା କଂଗ୍ରେସ  , ବିଜେପି ହାତରୁ ଛଡାଇନେଲା ଗୁରୁଦାସପୁର ଲୋକସଭା ଆସନ

  ନୂଆଦିଲ୍ଲୀ : ବିଜେପି ନିରାଶ ହୋଇଛି, କାରଣ ପଞ୍ଜାବ ଗୁରୁଦାପୁର ଲୋକସଭା ଆସନରୁ କଂଗ୍ରେସ ଠାରୁ ସୋଚନୀୟ ଭାବେ ପରାଜୟବରଣ କରିଛି । ମୋଦି ମାଜିକ କାମ କଲାନାହିଁ ନିଜ ହାତ ରେ ଥିବା ଲୋକସଭା ଆସନଟକୁ ବଞ୍ଚାଇ ରଖିବା ପାଇଁ । ଜଣାଶୁଣା ଅଭିନେତା ବିନୋଦ ଖାନ୍ନାଙ୍କ ପରଲୋକ ହେବା ପରେ ପଞ୍ଜାବର…

ବିଜେଡ଼ିର ଜନସମ୍ପର୍କର ପଦଯାତ୍ରାରେ ଯୋଗ ଦେଲେ ଶତାଧିକ ମହିଳା ଓ ପୁରୁଷ

  ବାରିପଦାରୁ ଦିଲ୍ଲୀପ ମହାନ୍ତି :  ଓଡ଼ିଶାର ପ୍ରାୟ ସାଢେ଼ ଚାରି କୋଟି ପାଖାପାଖି ଅଧିବାସୀଙ୍କ ମଧ୍ୟରୁ ୭୦ରୁ ୭୫ ପ୍ରତିଶତ ଜନସାଧାରଣ ଗାଁଗଣ୍ଡାମାନଙ୍କରେ ବସବାସ କରନ୍ତି ଓ ଏମାନଙ୍କର ପରିପାର୍ଶ୍ଵିକ ଅବସ୍ଥା ସହିତ ଆର୍ଥିକ, ସାମାଜିକ କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଲେ ରାଜ୍ୟର…

ବଲାଙ୍ଗୀର ଜିଲ୍ଲାକୁ ମରୁଡି ଘୋଷଣା ଦାବି, କେନ୍ଦ୍ରର ଜନ ବିରୋଧୀ ନୀତିକୁ ନିନ୍ଦା , ବଲାଙ୍ଗୀର ରେ ଆମ ଆଦମୀ ପାର୍ଟିର…

    ବଲାଙ୍ଗୀରରୁ ନୀରୋଜ ମିଶ୍ର :ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ ମରୁଡି ଘୋଷଣା କରିବା ଦାବି ସହ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦ୍ୱାରା ହେଉଥିବା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି ବଲାଙ୍ଗୀର ପକ୍ଷରୁ ବିରାଟ…

ସୂଚନା ଅଧିକାର କର୍ମୀଙ୍କ ମହାସମ୍ମିଳନୀ : ଲୋକଙ୍କ ଆୱାଜ ହିଁ ସୂଚନା ଅଧିକାରକୁ ସଫଳ କରିବ : ଆନସାରୀ

  ଭୁବନେଶ୍ୱର- ଜନ ସୂଚନା ଅଧିକାରୀମାନେ ସୂଚନା ନ ଦେବା ଓ ସୂଚନା କମିଶନଗୁଡିକରେ ମାମଲାଗୁଡିକର ଅହେତୁକ ବିଳମ୍ବ ଯୋଗୁଁ ସୂଚନା ଅଧିକାର ଆଇନର ସଫଳତାରେ ବାଧା ସୃଷ୍ଟି ହେଉଛି । ତେବେ ଲୋକ ଏହା ବିରୋଧରେ ସ୍ୱର ଉଠାଇଲେ ହିଁ ଏହାର ସମାଧାନ ହୋଇପାରିବ ବୋଲି  ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ୍…

 ପ୍ରଶଂସା ନା ଲହୁଣୀବୋଳା ମଧୁର ସମାଲୋଚନା !!!!!! ଧର୍ମେନ୍ଦ୍ରଙ୍କ ଜଣେ ଭାଗ୍ୟଶାଳୀ ଓ ପରିଶ୍ରମୀ ମନ୍ତ୍ରୀ : ପିନାକୀ

  ଭୁବନେଶ୍ୱର,- ବିଜେଡିର ଜଣକ ପରେ ଜଣେ  ବରିଷ୍ଠ  ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସଭା ସମିତିରେ ପ୍ରଶଂସା କରିଚାଲିଛନ୍ତି  । ପୂର୍ବରୁ ବିଜେଡିର  ବରିଷ୍ଠ ନେତା ଡ. ଦାମୋଦର ରାଉତ , ଭର୍ତୃହରି ମହତାବ ଧର୍ମେନ୍ଦ୍ରଙ୍କୁ ପ୍ରଂଶସାରେ ପୋତି ପକାଇଥିବା ବେଳେ…