Sign in
Sign in
Recover your password.
A password will be e-mailed to you.
କଂଗ୍ରେସ ଫେରିଲେ ଜ୍ଞାନେନ୍ଦ୍ର, ଅଶୋକ, ସରସ୍ୱତୀ, କାତ୍ତିକେଶ୍ୱର
ଆଗକୁ ବି ଫେରିବେ ନାଇଁ ନାଇଁ କରୁଥିବା ଅନୁପ-ଭୁପିନ୍ଦର !
ଭୁବନେଶ୍ୱର : କିଛିବର୍ଷ ତଳେ ଏଆଇସିସି ଅଧ୍ୟକ୍ଷାଙ୍କ ନିଷ୍ପତ୍ତି ପ୍ରତିୀବାଦ କରି କଂଗ୍ରେସ ଦଳ ଛାଡିଥିବା ବେଳେ ଆଜି ସେମାନେ ସେଇ ଏଆଇସିସି ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳକୁ ଫେରି ଆସିଛନ୍ତିି । ଫରକ ଥିଲା କେବଳ ଏତିକି…
ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ଚଳିତ ବର୍ଷ ବ୍ୟୟ ହେବ ୯ କୋଟି
ଭୁବନେଶ୍ୱର, ୦୬ ଜୁନ - ୨୦୧୭-୧୮ ଅ ।ର୍ଥିକ ବର୍ଷରେ ଭାଗବତ ଟୁଙ୍ଗୀଗୁଡ଼ିକର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟ କରାଯିବ । ପୂର୍ବରୁ ପ୍ରତି ଟୁଙ୍ଗୀର ପୁନରୁଦ୍ଧାର ବାବଦରେ ୨୫ ହଜାର ଟଙ୍କା ଦିଅ।ଯାଉଥିବାବେଳେ ଏଥରକ ଦିଅ ।ଯିବ ୫୦ ହଜାର ଟଙ୍କା । ଗୋଷ୍ଠୀ …
ଆଇ.ଜି.ଏଚ. ସୁପର ସ୍ପେସିଆଲିଟ ହସ୍ପିଟାଲ ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ
ସେଲ ଅଧିନରେ ଥିବା ସମସ୍ତ ଡ଼ାକ୍ତରଖାନାରେ ଖାଲିଥିବା ଡ଼ାକ୍ତର ପଦବୀ ପୂରଣ ହେବ
\
ନୂଆଦିଲ୍ଲୀ/ଭୁବନେଶ୍ୱର - ଏଣିକି ଷ୍ଟିଲ ଅର୍ଥରଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ) ଅଧିନରେ ଥିବା ସମସ୍ତ ହସ୍ପିଟାଲମାନଙ୍କରେ ଡ଼ାକ୍ତର ସମସ୍ୟା ରହିବ ନାହିଁ । ଖାଲିଥିବା ସମସ୍ତ ଡ଼ାକ୍ତର ପଦବୀ ତୁରନ୍ତ…
ଦିନିକିଆ କଳାହାଣ୍ଡି ଗସ୍ତରେ ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ
ହାତୀନଦୀ ଉପରେ ବିଜୁ ସେତୁର ଭିତିପ୍ରସ୍ତର ସ୍ଥାପନ
ଭବାନୀପାଟଣା/ଧର୍ମଗଡ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଦିନ ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଥିବାବେଳେ ପ୍ରଥମେ ଭବାନୀପାଟଣା କାର୍ଯ୍ୟକ୍ରମ ସାରି ହେଲିକେପ୍ଟର …
ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି
ଯାଜପୁର/Jayashankar Dash : ଯାଜପୁର ଜିଲ୍ଲାରେ ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗଣଆନେ୍ଦାଳନ ଜାରି ରହିବା ସହ ଆବଶ୍ୟକ ପଡ଼ିଲେ ଯାଜପୁରବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ୟାସନଗରସ୍ଥିତ ଉତ୍ସବ ପ୍ୟାଲେସଠାରେ ଭାଷା ବିକାଶ ଅଭିଯାନ ପକ୍ଷରୁ ଆୟୋଜିତ…
କୃଷି ବିମା ପ୍ରଦାନ ବିଲମ୍ବ ଯୋଗୁଁ କୃଷି ସମବାୟ ସମିତି ବୁଡେ଼ନ ଶାଖାରେ ତାଲା
ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ବୁଡେ଼ନ ପଂଚାୟତ ବୁଡେ଼ନ ଗ୍ରାମର କୃଷି ସମବାୟ ସମିତି ଠାରେ କୃଷକ ସଂଘ ତରଫରୁ ତାଲା ପକାଇ ବିରୋଧ ପ୍ରଦର୍ଶନ କରା ଜାଇଥିଲା । ଗତ ୨୦୧୭ ଖରିପ ଫସଲ ଚାଷ ବିମା ପ୍ରଦାନ ରେ ବିଳମ୍ବ ଯୋଗୁଁ ଧୈର୍ୟ ହରା ହୋଇ ଚାଷି ମାନେ ବୁଡେ଼ନ କୃଷି ସମବାୟ…
ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ପଦ୍ମପୁରରୁ ନିଳକଣ୍ଠ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ର କୁସୁନାପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନୁକୂଲ୍ୟରେ ଗତ ଦଶମ ବେଡର଼୍ ପରୀକ୍ଷାରେ ୯୦% ରୁ ଉଦ୍ଧ୍ୱର୍ ନମ୍ବର ରଖି ଉତ୍ତଣ୍ଣ ହୋଇଥିବା ରାଜବୋଡ଼ାସମ୍ବର ବ୍ଲକ ର ୨୧ ଜଣ ଛାତ୍ର ଛାତ୍ରୀ ଙ୍କ ସମ୍ବର୍ଦ୍ଧନା ଉତ୍ସବ ମେଧାବୀ…
ଦୃଢ ଇଚ୍ଛାଶକ୍ତି ପାଇଁ ତୁଚ୍ଛ କଲେ ମୁମ୍ବାଇର ଚାକିରି
ଆମ୍ବଚାଷ କରି ଉଦାହରଣ ସୃଷ୍ଟି କଲେ ସଂଗ୍ରାମ
ହରଭଙ୍ଗା, ବୌଦ୍ଧ (ସିମୁନ୍ ମାଏକ) ; ଆଜିର ଯୁବପିଢି ଜୀବିକା ନିର୍ବାହ କରିବା ପାଇଁ ଚାକିରି ହିଁ ଏକମାତ୍ର ବିକଳ୍ପ ମନେକରୁଥିବା ବେଳେ ବୌଦ୍ଧ ଜିଲ୍ଲା ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଂଗ୍ରାମ ପ୍ରଧାନ ନାମକ ଜୈନିକ…
ବନ ସୁରକ୍ଷା କମିଟି ସଭାପତିଙ୍କୁ ଦଳିଦେଲା ହାତୀ
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ) ; ଜିଲା ପ୍ରଶାସନର ଡାକରାକ୍ରମେ ବୌଦ୍ଧ ଜିଲା ସଦର ମହକୁମାଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସରେ ଯୋଗ ଦେବା ପାଇଁ ଗାଁରୁ କଣ୍ଟାମାଳ ଆସୁଥିବା ପୁଟାଖେତା ପଲସାପଡା ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ହାତୀ ହାବୁଡରେ ପଡି…
କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ ସିମୁନ୍ ନାଏକ) ; କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଚା) ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ବିଶ୍ୱ ପରିବେଶ ଦିବସ ପାଲିତ ହୋଇଯାଇଛି । ସଂଘର ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ଉପଦେଷ୍ଟା ଦିବ୍ୟ ଶଙ୍କର…