ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ

  ବଲାଙ୍ଗିର-ତା.୩୧.୧୦.୧୭- ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ବ୍ଲକ ଆବାହକ ନବୀନ କିଶୋର ନନ୍ଦ ଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦…

ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।

ପ୍ରଥମ ଦିନରେ ମୋଟ ୮ ଗାଡ଼ିରେ ୪୯ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କଲେ । ବାରିପଦା(୦୧/୧୧/୨୦୧୭)-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ୦୧/୧୧/୨୦୧୭ ମଙ୍ଗଳବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ  ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ…

 ରାଜଭବନ ଆଗରେ ପିସିସି ଏସସି ଓ ଏସଟି ସେଲର  ଧାରଣା ୨ ରୁ

  କୁନ୍ଦୁଲି ଗଣଧର୍ଷଣ ମାମଲାରେ ପୋଲିସର ଭୂମିକାକୁ ନେଇ କଂଗ୍ରେସ କ୍ଷୁବ୍ଧ   ଭୁବନେଶ୍ୱର : କୁନ୍ଦୁଲି ଗଣଧର୍ଷଣ ମାମଲାରେ ଅଭିଯୁକ୍ତବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ଟାଳଟୁଳ ନୀତି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏସସି ଓ ଏସଟି ସେଲ ପକ୍ଷରୁ…

ବଦଳିଲେ ପୋଲିସ ମୁଣ୍ଡିଆଳ :  ଡକ୍ଟର ଶର୍ମାଙ୍କ ନୂଆ ଟିମ, କ୍ରାଇମବ୍ରାଞ୍ଚ ସମ୍ଭାଳିବେ ସନ୍ତୋଷ

   ସତ୍ୟଜିତଙ୍କୁ ପ୍ରୋଭିଜନିଙ୍ଗ,ପ୍ରାଣବିନ୍ଦୁଙ୍କୁ ରେଳବାଇ  ଦୁର୍ନୀତି ଜଗିବେ ଦେବାଶିଷ, ବିନୟନନ୍ଦଙ୍କୁ ଜେଲ  ସଚିବାଳୟ ଆସିଲେ ସନ୍ତୋଷ ଵାଲା, ଠାକୁରଙ୍କୁ ଆଇନ ଶୃଙ୍ଖଳା ଲଲିତଙ୍କୁ ପୋଲିସ ଗୃହନିର୍ମାଣ, ବୋଥ୍ରାଙ୍କୁ ଆଧୁନିକୀକରଣ  ଜେଲରୁ ଅବ୍ୟାହତି ପରେ ଏବେ ବିଜୟଙ୍କୁ ନିଆଁଲିଭା…

ମନେ ପଡିଲେ ଇନ୍ଦିରା ଓ ସର୍ଦ୍ଦାର 

 ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ଓ ଇନ୍ଦିରା ଜ୍ୟୋତି ଯାତ୍ରାର ଶୁଭାରମ୍ଭ  ସର୍ଦ୍ଦାର  ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱରରୁ ଚକ୍ରଧର ମାଝି - ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ସ୍ୱର୍ଗୀୟା ଇନ୍ଦିରା ଗାନ୍ଧିଙ୍କର ୩୩ ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ…

ନିର୍ଦୋଷରେ ଖଲାସ ହେଲେ ରାଇରଙ୍ଗପୁର ଥାନା ଏଏସଆଇ

 ୨୧ ବର୍ଷ ପରେ ରାୟ :     ବାରିପଦା : ଦୀର୍ଘ ୨୧ ବର୍ଷ ପୂର୍ବେ ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଚୁଡ଼ାନ୍ତ ରାୟ ଶୁଣାଇ ଅଭିଯୁକ୍ତ ତତ୍କାଳୀନ  ବଡ଼ସାହି ଥାନା ଏଏସଆଇ ତଥା ବର୍ତ୍ତମାନ ରାଇରଙ୍ଗପୁର ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ଶୁକଦେବ ମହାକୁଡ଼ଙ୍କୁ ନିର୍ଦୋଷରେ  ଖଲାସ…

ସଂବିଧାନ ବଂଚାଅ, ଗଣତନ୍ତ୍ର ବଂଚାଅ 

  ରାଜଧାନୀରେ ମଶାଲ ଶୋଭାଯାତ୍ରା, ରାସ୍ତାକୁ ଓହ୍ଲାଇଲେ ଗଣ ସଂଗଠନ ଭୁବନେଶ୍ୱର, ୩୦/୧୦–ସାରା ଦେଶର ଏକଶହ ଗଣ ସଙ୍ଗଠନମାନଙ୍କୁ ନେଇ ଗଠିତ “ଜନ ଏକତା-ଜନଅଧିକାର ଆନ୍ଦୋଳନ ” ତରଫରୁ  ସଂବିଧାନ ବଂଚାଅ, ଗଣତନ୍ତ୍ର ବଂଚାଅ, ବଂଚିବାର ଅଧିକାର ବଂଚାଅ ଆହ୍ୱାନ ଦେଇ ୩୦ ଅକ୍ଟୋବର ସନ୍ଧ୍ୟାରେ ରାଜ୍ୟ…

ବିସିସିଆଇର ଗୋଳିଆ ହିସାବ

  ବ୍ରଡକାଷ୍ଟ  ରାଇଟ ବାବଦ ଅର୍ଥରୁ ୨୬% ବଦଳରେ ଖେଳାଳିଙ୍କୁ ଦେଉଛି ୮%  ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଖେଳାଳିମାନେ ବ୍ରୋଡକାଷ୍ଟ ରାଇଟ୍ ବାବଦରେ ଅର୍ଜିତ ଅର୍ଥର ୨୬ ପ୍ରତିଶତ ପାଇବାକୁ ଧାର୍ଯ୍ୟ  ହୋଇଥିବା ବେଳେ ବାସ୍ତବରେ ସେମାନଙ୍କୁ  ମାତ୍ର ୮ ପ୍ରତିଶତ ଅର୍ଥ…

ଦୁର୍ନୀତି ନିବାରଣ ଶପଥ କରାଇଲେ ପୋଲିସ ମହାନିର୍ଦେଶକ

  ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ ମହାନିର୍ଦେଶକ ଡ ଆର ପି ଶର୍ମା ଅଧିକାରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ସମାଜର ସବୁ ସ୍ତରରୁ ଦୁର୍ନୀତି ମୂଳୋତ୍ପାଟନ ସହ କାର୍ଯ୍ୟରେ ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ଶପଥ ପାଠ କରାଇଥିଲେ ।ଏହି…