Sign in
Sign in
Recover your password.
A password will be e-mailed to you.
ଅମଲାଙ୍କ ଦାବି ପୂରଣ ନେଇ ଟାଳଟୁଳ ନୀତିକୁ ବରଦାସ୍ତ କରାଯିବ ନାହିଁ
ଓଡ଼ିଶା ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡ଼ିଶା ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବି୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ…
‘ଘୋଷଣା ସର୍ବସ୍ୱ ସରକାରଙ୍କ’ ଆଉ ଏକ ଡ୍ରାମା: ବିଜେପି
ଜିଲ୍ଲାପାଳ ସମ୍ମିଳନୀରେ ବିଭାଗୀୟ ସଚିବମାନେ ଜିଲ୍ଲାକୁ ମାସିକ ଅନୁ୍ୟନ ୪ଦିନ ଯାଇ ବିକାଶକାମର ସମୀକ୍ଷା ଘୋଷଣା
ଭୁବନେଶ୍ୱର : ଶନିବାର ଦିନ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀରେ ବିଭାଗୀୟ ସଚିବମାନେ ଜିଲ୍ଲାକୁ ମାସିକ ଅନୁ୍ୟନ ୪ଦିନ ଯାଇ ବିକାଶକାମର ସମୀକ୍ଷା କରିବାର…
କୃଷ୍ଣଚନ୍ଦ୍ର ,ଦୁର୍ଯ୍ୟୋଧନ ୭ ଦିନିଆ ରିମାଣ୍ଡରେ, ବିଜେପି ନେତା ଗୋଲୋକ ଅଡୁଆରେ
ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲା
ଗୋଲୋକ ଗଂଜାମ ପ୍ରଭାରୀ,କୃଷ୍ଣଚନ୍ଦ୍ରଙ୍କ ସହ କଥା ହୋଇଥାଇ ପାରନ୍ତି :ଧର୍ମେନ୍ଦ୍ର
ବ୍ରହ୍ମପୁର/ଭୁବନେଶ୍ୱର : ବିଜେପି ନେତା ଗୋଲୋକ ମହାପାତ୍ରଙ୍କ ପ୍ରତି ଅଡୁଆ ବଢୁଛି ! ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ…
ତଥାପି ଦୁଃଖ ପ୍ରକାଶ କରିଛି, କ୍ଷମା ବି ମାଗିଛି : ଦାମ
ନିଜ ମନ୍ତବ୍ୟ ଉପରେ ପୁଣି ସ୍ପଷ୍ଟୀକରଣ ଦେଲେ ମନ୍ତ୍ରୀ ଦାମ ରାଉତ
ଲୋକକଥା କହିଥିଲି , ବ୍ୟକ୍ତିଗତ ଆକ୍ଷେପ କରିନଥିଲି
ଭୁୁବନେଶ୍ୱର - ମୁଁ ଲୋକକଥା କହିଥିଲି । କାହାରିକୁ ବ୍ୟକ୍ତିଗତ ଆକ୍ଷେପ କରିନଥିଲି । ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରିଛି ଓ କ୍ଷମା ମଧ୍ୟ ମାଗିଛି । ତାପରେ ଯଦି କିଏ…
ଓଡିଆ ଯୁବକଙ୍କ ଆଶାକୁ ଧୂଳିସାତ କରିବାର ମୁଖ୍ୟ ନାୟକ ହେଉଛନ୍ତି ନବୀନ : ଧର୍ମେନ୍ଦ୍ର
ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଲୋଚନା ହେଉ ଓଡିଆ ସଶସ୍ତ୍ର ବିପ୍ଲବର ସାହିତ୍ୟ
୨୦୧୯ରେ ଓଡିଶାରୁ ନିର୍ବାଚନ ଲଢିବେ, ବିଧାୟକ ବା ସାଂସଦ ଦଳ ନିଷ୍ପତି ହିଁ ନେବ
ଭୁବନେଶ୍ୱର/ chakradhar majhi : ବକ୍ସି ଜଗବନ୍ଧୁଙ୍କ ନେୃତ୍ୱରେ ପାଇକ ବିଦ୍ରୋହ ସମେତ ଉନବିଂଶ ଶତାବ୍ଦୀ…
ହେମନ୍ତ ପାଢ଼ୀଙ୍କୁ ମାହାଲ ଦାଇତ୍ୱ, ରତ୍ନାକର ରାଉତ କ୍ଷୁଦ୍ରଶୀଳ୍ପ ନିଗମ ଏମଡି
ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳ ବଦଳ
ବିଭୁ ଷଢଙ୍ଗୀ ହେଲେ ଶିକ୍ଷା ନିର୍ଦ୍ଦେଶକ ,ବ୍ରତତୀ ହରିଚନ୍ଦନ ସଂସ୍କୃତି ନିର୍ଦ୍ଦେଶକ
ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ: ରାଜ୍ୟର ପ୍ରଶାସନିକ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ସ୍ତରରେ ଅଦଳ ବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…
କଥା ଦେଇଥିଲେକଥା ରଖିଲେ ବାଲେଶ୍ୱର ବାସୀ : ସମ୍ବର୍ଦ୍ଧିତ କଲା ପୁଲିସ
ପୁଲିସ-ପବ୍ଲିକ୍ ସମନ୍ୱୟର ଅନନ୍ୟ ପ୍ରୟାସ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ପୁଲିସ ଓ ପବ୍ଲିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବାଲେଶ୍ୱରର ଜନସାଧାରଣଙ୍କ ଆଚରଣ ଉଚ୍ଚାରଣକୁ ନେଇ ଜିଲ୍ଲା ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବେଶ ସନ୍ତୋଷ ପ୍ରକାଶ ପାଇଛି । ଗତ…
ଗୋତି ଶ୍ରମିକ ପ୍ରଥା ଏବଂ ଆନ୍ତଃରାଜ୍ୟ ଶ୍ରମିକ ପ୍ରବାସନର ବିଲୋପ ଜରୁରୀ
ମାନବାଧିକାର କମିଶନ ପକ୍ଷରୁ ଗୋତି ଶ୍ରମିକ ବିଲୋପ ସମ୍ପର୍କିତ କର୍ମଶାଳା
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡ଼ିଶା ମାନବାଧିକାର କମିଶନ ଆନୁକୂଲ୍ୟରେ ଗୋତି ଶ୍ରମିକ ପ୍ରଥା ତଥା ଆନ୍ତଃ ରାଜ୍ୟ ଶ୍ରମିକ ପ୍ରବାସନ ବିଲୋପ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ବାଲେଶ୍ୱର ଜିଲ୍ଲା…
ଗୋପାଷ୍ଟମୀରେ ପୂଜିଲେ ଗୋମାତା
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ରାଧାକୃଷ୍ଣ ଗୋ-ସେବା ସମିତି ପକ୍ଷରୁ ଗୋପାଷ୍ଟମୀ ପାଳନ ଅବସରରେ ଝଗଡ଼ପାଢ଼ୀ ସଇପୁରସ୍ଥିତ ଗୋ-ଶାଳାର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗ୍ରାମାବାସୀମାନେ ବିଶେଷ…
ଜଳାଇଲେ ଦାମଙ୍କ କୁଶପୁତ୍ତଳିକା, ଇସ୍ତଫା ଦାବୀ ଜୋରଦାର
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ରାଜ୍ୟ କୃଷିମନ୍ତ୍ରୀ ଡା ଦାମୋଦର ରାଉତଙ୍କ ତାଚ୍ଛଲ୍ୟ ଆକ୍ଷେପକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ମୋର୍ଚ୍ଚାର ସଭାପତି କମଳା ବିନ୍ଧାଣୀଙ୍କ ନେତୃତ୍ୱରେ…