୩ଦଫା ଦାବି ନେଇ କନ୍ଧମାଳ  ବିଜେପି ପକ୍ଷରୁ ବନ୍ଦ ଡାକରା 

0

କନ୍ଧମାଳ/ ଗଗନ କୁମାର ପ୍ରଧାନ : ୩ଦଫା ଦାବି ନେଇ କନ୍ଧମାଳ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜି ଉଦୟଗିରି ଠାରେ ମଧ୍ୟ ବିଜେପି ପକ୍ଷରୁ ଏହା ପାଳିତ ହୋଇଛି | କନ୍ଧମାଳ ଜିଲ୍ଲା କୃଷକ ମୋର୍ଚା ସଭାପତି ଅବନେଶ୍ୱର ପ୍ରଧାନ, ଜି ଉଦୟଗିରି ଏନଏସି ମହିଳା ମୋର୍ଚା ସଭାନେତ୍ରୀ ସିଦ୍ଧେଶ୍ବରୀ ନାୟକ, ବିଜେପି ନଗର ଉପସଭାପତି ସନ୍ତୋଷ ମୁନି ,ଜିଲ୍ଲା ଯୁବମୋର୍ଚା କାର୍ଯ୍ୟକାରିଣୀ ସଭ୍ୟ ଅଜିତ କୁମାର ସାହୁ, ନଗର ସମ୍ପାଦକ ବିଶ୍ୱମ୍ବର ମହାରଣା, ଆଦିବାସୀ ମୋର୍ଚାର ବସନ୍ତ ପ୍ରଧାନ ପ୍ରମୁଖ .ବନ୍ଧ ଛକ ଠାରେ ପିକେଟିଂ କରିଥିଲେ |

Leave A Reply

Your email address will not be published.