ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ ଆୟୋଜିତ ହୋଇଥିଲା। ଏହି ସଭାକୁ ଗଜପତି ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ନର୍ମଦା ଦଳେଇ ସଭାପତିତ୍ବ କରିଥିଲେ। ଉକ୍ତ ସମାବେଶରେ ପୂର୍ବତନ ବିଧାୟକ ଶ୍ରୀ ନାରାୟଣ ରାଓ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଟାଉନ ବିଜେଡି ସଭାପତି  ଜମିଦାର ପଟ୍ଟନାୟକ, ଜିଲ୍ଲା ଯୁବ ସଭାପତି, ଜିଲ୍ଲା ଛାତ୍ର ସଭାପତି, ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ଅଧ୍ୟକ୍ଷ/ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ଯ/ସଭ୍ଯା, ୱାର୍ଡ ମେମ୍ବର, ବହୁ ମହିଳା କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.