Sign in
Sign in
Recover your password.
A password will be e-mailed to you.
କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡକୁ ବିରୋଧ
ଭୁବନେଶ୍ୱର : କେରଳ ଯାହାକୁ ଏକଦା “ଭଗବାନଙ୍କ ଭୂମି” ବୋଲି କୁହାଯାଉଥିଲା ତାହା ଆଜି “ସଇତାନମାନଙ୍କ ଭୂମି”ରେ ପରିଣତ ହୋଇଛି । ନିଜକୁ ମାନବାଧିକାରର ରକ୍ଷକ ଓ ସମଗ୍ର ଦେଶରେ ଅନ୍ୟ ବିଚାରଧାରା ଲୋକମାନଙ୍କୁ ସାମାନ୍ୟ ଘଟଣା ପାଇଁ ଅର୍ନ୍ତଜାତୀୟ ସ୍ତରରେ ନିନ୍ଦିତ କରୁଥିବା ବାମପନ୍ଥୀ ମାନେ…
ସ୍ବାଗତଂ ….ସ୍ବାଗତଂ….ସୁସ୍ବାଗତଂ.
ଓଡିଶା ଗସ୍ତରେ ଆସିଥିବା ଭାରତର ପ୍ରଧାନ ବିଚାରପତି ବା ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଦୀପକ ମିଶ୍ରଙ୍କୁ ଭୁବନେଶ୍ୱର ବିମାନବନ୍ଦରଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଉଛି .
ଯେତେ ଇଂରାଜୀ ଶିକ୍ଷାକଲେ ମଧ୍ୟ ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ
କିଟ୍ର ୧୩ତମ ସମାବର୍ତ୍ତନ ଉତ୍ସବ
ଗୁଗୁଲ୍ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ: ଉପରାଷ୍ଟ୍ରପତି
ଭୁବନେଶ୍ୱର/ chakradhar majhi : ସର୍ବଦା ମାଆ, ମାତୃଭାଷା, ମାତୃଭୂମି ଓ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ଉଚିତ । ମାଆ ହେଉଛନ୍ତି ଆମର ଜନ୍ମଦାତ୍ରୀ । ତାଙ୍କୁ ସର୍ବଦା ଆମେ ମନେ…
ସଭିଏଁ କାନ୍ଦୁଛନ୍ତି ହେଲେ କାହା ଆଖି ଭିଯୁନି, ଚାଷୀ ଯେଉଁ ତିମିରେକୁ ସେଇ ତିମିରେ
ଦେଢଶୁର ଭାଇବୋହୁ ଢଙ୍ଗ ଛାଡ଼ନ୍ତୁ ଧର୍ମେନ୍ଦ୍ର : ଦାମ
ଦାମ ପାଗଳର ପ୍ରଳାପ କରୁଛନ୍ତି : ବିଶ୍ୱ ଭୂଷଣ
ଭୁବନେଶ୍ୱର/dinabandhu nayak -ଚକଡା ପୋକ ପ୍ରସଙ୍ଗରେ ଚାଷୀଙ୍କ ଦୁର୍ଦଶା ବଳିଯାଉଥିବା ବେଳେ ନେତାଙ୍କ ବୟାନବାଜି ଓ ରାଜନୀତି ସରୁନି । ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
ବିଜେପିର ହାବଭାବ ଦେଖି ବଦଳୁଛି ନବୀନଙ୍କ ଷ୍ଟାଇଲ
ଏବେ ତରତର ନୁହେଁ ଭାବିଚିନ୍ତି କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର /chakradhar majhi : ଆଗରୁ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦୋଷ ସାବ୍ୟସ୍ତ ହେବ ଯାଏ ନେତାଙ୍କୁ କୋଉ ସନ୍ଦୀକୁ ଫିଙ୍ଗି ଦେଉଥିବା ଏପରିକି ଦୁର୍ନୀତି ର ଛାୟାରେ ମୁଣ୍ଡ ଗଡାଇଦେଉଥିବା ନବୀନ…
ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟା ବୁଝନ୍ତୁ
ଅଧିକାରୀ ମାନଙ୍କୁ ରାଜ୍ୟ ଶ୍ରମ ବିଭାଗ ସଚିବଙ୍କ ପରାମର୍ଶ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ସାଧାରଣ ଲୋକଙ୍କର ସମସ୍ୟା ସମ୍ପର୍କରେ ହୃଦବୋଧ ହେବା ସହ ଏହାର ଯଥା ସମ୍ଭବ ସମାଧାନ କରିବାକୁ ରାଜ୍ୟ ଶ୍ରମ ଏବଂ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ…
ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟହାର
ଭୁବନେଶ୍ୱର : ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ବିଜୁ ଜନତା ଦଳରୁ ନିଲମ୍ବିତ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟିକ ! ହେଲେ ଅନୁରୂପ ଘଟଣାରେ ଗିରଫ ହୋଇ ଜେଲ ଯିବା ପରେ ଅଦାଲତଙ୍କ ଦ୍ୱାରା ଜାମିନ ପିଠିଣ ଆଦିବାସୀ…
କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଏକ ଫାର୍ସ ଓ ରାଜନୈତିକ ପରିହାସ : ପ୍ରତାପ ଦେବ
ଭୁବନେଶ୍ୱରରୁ ଚକ୍ରଧର ମାଝି: ଭାରତୀୟ ଜନତା ପାର୍ଟିର ଅନୁଧ୍ୟାନକାରୀ ଦଳ ଆସିବା, ଓଡ଼ିଶା ଚାଷୀଙ୍କ ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ଏବଂ ଠିକ୍ ତା’ପରେ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ଆସିବା ଏକ ଫାର୍ସ ଓ ରାଜନୈତିକ ପରିହାସ ମାତ୍ର ବୋଲି କହିଛନ୍ତି ବିଜେଡି…
ଏକଦା ଅବହେଳିତ କୃଷ୍ଣପ୍ରସାଦ ବ୍ଲକ ଆଜି ବିକାଶର ଶୀର୍ଷରେ: ଦାସବର୍ମା
କୃଷ୍ଣପ୍ରସାଦ ବ୍ଲକରେ ଜନସଂପର୍କ ପଦଯାତ୍ରା ଉଦ୍ଯାପିତ
ପୁରୀରୁ ଅଭିଶେଖ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆମ ଗାଁ ଆମ ବିକାଶର ବାର୍ତ୍ତା ଜନସଂପର୍କ ପଦଯାତ୍ରା ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…
ବିଦ୍ୟୁତ ସେବାରୁ ବଂଚିତ ହିତାଧିକାରୀଙ୍କୁ ଖୁବ ଶୀଘ୍ର ସଂଯୋଗ
ନିଶୁଳ୍କ ବିଦ୍ୟୁତ ସଂଯୋଗୀକରଣ କର୍ମଶାଳା ଆୟୋଜିତ
ବାରିପଦା/Dillip Mohanty : ବାରିପଦା ଷ୍ଟେସନ ବଜାରସ୍ଥିତ ଛାଞ୍ଚ କାର୍ଯ୍ୟାଳୟ ପରିସରରେ କନିଷ୍ଠ ଯନ୍ତ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ନିଶୁଳ୍କ ବିଦ୍ୟୁତ ସଂଯୋଗୀକରଣ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ…