ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଧାରଣା

0

ରାୟଗଡରୁ ସରୋଜ କୁମାର ସାହୁ,  ଗତ କିଛି ଦିନ ହେଲା ଗଣମାଧ୍ୟମ ପ୍ରତିନିଧି ମାନଙ୍କର ମୁହଁ କୁ ବନ୍ଦ କରିବାରେ କିଛି ସ୍ୱାର୍ଥ ନ୍ୟସ୍ତ ବ୍ୟକ୍ତି ନିଜର ସ୍ୱାର୍ଥ ହାସଲ କରିବା ନିମନ୍ତେ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରି ମୁହଁ ବନ୍ଦ କରିବାରେ ଲାଗିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ଉକ୍ତ ଘଟଣାରେ ପ୍ରେସ ୟୁନିୟନ ରାୟଗଡ ତରଫରୁ ଗାନ୍ଧୀ ପାର୍କ ର ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ

Leave A Reply

Your email address will not be published.