ମାଁ ବିନ୍ଧ୍ୟବାସିନୀ ଅଟୋ ଚାଳକ ସଂଘର ନବମ ବାର୍ଷିକ ଉତ୍ସବ

0

ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ: ରେଢ଼ାଖୋଲ ମାଁ ବିନ୍ଧ୍ୟବାସିନୀ ଅଟୋ ଚାଳକ ସଂଘର ନବମ ବାର୍ଷିକ ଉତ୍ସବ  ପାଳିତ ହୋଇଯାଇଛି l ଉତ୍ସବରେ ବିଜେପିର ରାଷ୍ଟ୍ରିୟ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ପୁଜାରି ମୁଖ୍ୟଅତିଥି ,ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ   ଶ୍ରୀଯୁକ୍ତ ରାଧେଶ୍ୟାମ ବାରିକ,ସମାଜ ସେବୀ ଶିବରାମ ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରିଯୁକ୍ତ ଗୋବିନ୍ଦ ଅଗ୍ରୱାଲ,ଜିଲ୍ଲା ବିଜେଡ଼ି ସଭାପତି ପ୍ରମୋଦ ରଥ,ଆଇନଜୀବୀ  ହାରୁନ ଖାନ,ଇଂରାଜୀ ଅଧ୍ୟାପକ ଅଞ୍ଜନ ମିଶ୍ର ଓ ରେଢ଼ାଖୋଲ ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ମହାନନ୍ଦ ଉତ୍ସବରେ ଯୋଗଦେଇଥିଲେ |

Leave A Reply

Your email address will not be published.