ପଦ୍ମପୁର ଦୈନିକ ବଜାରର ଦୂରାବସ୍ଥା ର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

  ପଦ୍ମପୁର/ Nila Deep -ପଦ୍ମପୁର ସହରର ମଧ୍ୟ ଭାଗରେ ଥିବା ଦୈନିକ ବଜାରର ଅବସ୍ଥା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡିଛି ।ବଜାର ସାରା ପଚାସଢା ପନିପରିବା ସହିତ କାଦୁଅ ସୄଷ୍ଟି ହୋଇ ନର୍କର ଭ୍ରମ ସୄଷ୍ଟି ହେଉଛି ।ବଜାରର ପନିପରିବା ବିକ୍ରେତା ମାନଙ୍କର ମୁଣ୍ଡରେ ନା ଅଛି ଛାତ ନା ଅଛି…

ବିଜେପି  କର୍ମୀ ମାନଙ୍କର ବିଜେଡି ରେ ଯୋଗଦାନ 

  ପାଇକମାଲ/ Gouranga Dash -   ଆଜି ପାଇକମାଲ ବ୍ଲକ ର କେଛୋଡାଦାର ପଞ୍ଚାୟତ ର ହୀରାପୁର ଗ୍ରାମ ର  ଶତାଧିକ ବିଜେପି  କର୍ମୀ ବଜେପି ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି। ବିଜୁ ଜନତା ଦଳର ବରଗଡ଼ ଜିଲ୍ଲା ସଭାପତି ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ  ଵିଜୟ ରଞ୍ଜନ ସିଂ ବାରିହା ପାଇକମାଲ…

ଚିକିତ୍ସାଳୟ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ

  କେନ୍ଦୁଝର/Samir Nanda : ଡାକ୍ତରଖାନା ବାରଣ୍ଡାରେ ପ୍ରସବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପିଣ୍ଡାରେ ନବଜାତ ଶିଶୁକୁ ଜନ୍ମଦେଲେ ପ୍ରସୂତୀ। ଅସନବାହାଳି ଅଞ୍ଚଳର ସୋମବାରୀ ଗୋହିଙ୍କ ଗର୍ଭଯନ୍ତ୍ରଣା ହେବାରୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରସୂତୀ ଜଣକ ରାତି ୩ଟା ସମୟରେ…

ବାହାଘର ଭୋଜିକୁ ମା ନେଲେନି ବୋଲି…….!

କି ଦୁଃଖଦ ଆଉ କରୁଣ ପରିଣତି ! ଅନାଥ ହୋଇଗଲା ୪ ବର୍ଷର ପୁଅ   joda/Samir Nanda: ଅପରାଧ ବଢ଼ିବା ସହ ବଳି ପଡ଼ୁଛି ସଂପର୍କ। କେନ୍ଦୁଝର ବଡବିଲ ବକଲହଟିଂ ଗାଁରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଆଉ ଝିଅର ଏପରି ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ୨୪ ଘଣ୍ଟା ନ ପୂରୁଣୁ ବେକରେ ଫାଶି ଦେଇ ଝୁଲି…

ସମସ୍ତ ଶିଶୁ ଦେଶର ସମ୍ପତ୍ତି ସଦୃଶ, ସୁରକ୍ଷା ଓ ଯତ୍ନ ଜରୁରୀ ।

  ଯାଜପୁର, (ଜୟଶଙ୍କର ଦାଶ )  :ସମସ୍ତ ଶିଶୁ ଦେଶର ସମ୍ପତ୍ତି ସଦୃଶ୍ୟ ।  ସୁରକ୍ଷା ଓ ଯତ୍ନ  ସେମାନଙ୍କ  ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଜିଲ୍ଲା ପରିଷଦ ସଭାପତି  ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲା  ପରିଷଦ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା…

ଜିଲ୍ଲାରେ ଅଭିଯୋଗ ଶୁଣାଣୀ ଆରମ୍ଭ ଜୁଲାଇ ୨ ରୁ

ଯାଜପୁର(ଜୟଶଙ୍କର ଦାଶ ) :ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବନ୍ଦ ଥିବା ଜିଲ୍ଲା ଅଭିଯୋଗ ଶୁଣାଣୀ ଜୁଲାଇ ୨ ରୁ ପୁଣି ଖୋଲିବାକୁ ଯାଉଛି । ଜୁଲାଇ ୨ ରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ ଗୃହରେ ମିଳିତ ଅଭିଯୋଗ ଶୁଣାଣୀ, ଜୁଲାଇ ୬ ତାରିଖରେ କଳିଙ୍ଗନଗର, ଅତିରିକ୍ତ ଜିଲ୍ଲାପାଳଙ୍କ…

ଆବଶ୍ୟକୀୟ ଅଧିକ ଚାଉଳ ଯୋଗାଇବା ପାଇଁ କେନ୍ଦ୍ର ନିକଟରେ ଓଡ଼ିଶାର ଦାବି

ଚତୁର୍ଥ ଜାତୀୟ ପରାମର୍ଶ କମିଟି ବୈଠକରେ ଯୋଗଦେଲେ ମନ୍ତ୍ରୀ ଶ୍ରୀ ପାତ୍ର ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ନୁଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଚତୁର୍ଥ ଜାତୀୟ ପରାମର୍ଶ କମିଟି ବୈଠକରେ ଯୋଗଦେଇଛନ୍ତିା ବୈଠକରେ ମନ୍ତ୍ରୀ ଶ୍ରୀ…

‘ଚ୍ୟାଲେଞ୍ଜିଂ ମୋଡ଼୍’ରେ ଯାଜପୁର ଜିଲାରେ ୧୦୦ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେବ

  ବ୍ୟୁରୋଚିଫ  (ଜୟଶଙ୍କର ଦାଶ):ପୁଣି ଏକ ନୂତନ ମେଡିକାଲ କଲେଜର ସୌଭାଗ୍ୟ ମିଳିବାକୁ ଯାଉଛି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବେଶିକିଛି ବାଧ୍ୟବାଧକତା ରହିବ ନାହିଁ। ଏହାକୁ କେନ୍ଦ୍ର ସରକାର ପ୍ରାଥମିକତା ଭିତ୍ତିରେ ଅନୁମୋଦନ ଦେବେ। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା…

ପଲିଥିନ ବନ୍ଦ କରିବା ପାଇଁ କରଙ୍ଗା କଟା ବଞ୍ଚାଅ ଅଭିଯାନର ନିଷ୍ପତ୍ତି

 ମ୍ୟୁନିସିପାଲିଟି   କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିବେ ଜୁନ ୩୦ ରେ ବଲାଙ୍ଗିର/NIROJ MISHRA   ବଲାଙ୍ଗିର ସହରର ଐତିହ୍ୟ ପୂର୍ଣ୍ଣ କରଙ୍ଗା କଟା ବନ୍ଧର ପୁର୍ନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ ପୁଣି ସ୍ୱର ଉତ୍ତୋଳନ କରାଯିବ ବୋଲି ସ୍ଥାନୀୟ କରଙ୍ଗା କଟା ବନ୍ଧ ଆଡିରେ ଅନୁଷ୍ଠିତ  କରଙ୍ଗା…

ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନ୍ସନ୍ ଓ ଫ୍ୟାମିଲି ପେନ୍ସନ…

ଅର୍ଥମନ୍ତ୍ରୀ ଦେଲେ ଅନୁମୋଦନ  ଭୁବନେଶ୍ୱର : ସପ୍ତମ ବେତନ କମିଶନ ସୁପାରିଶ ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ, ଯେଉଁମାନେ କଣ୍ଟ୍ରୋଲର ଅଫ୍…