Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ହ୍ବାଟସଆପ କର୍ମଶାଳା
ପଦ୍ମପୁର/NIla Deep - ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜେଡ଼ି ସଭାପତି ବିଜୟରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଏକ ହ୍ବାଟସଆପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ବିଜେଡ଼ି ଦଳର ସୋସିଆଳ ମିଡିଆ ସଂଯୋଜକ ଶ୍ରୀଯୁକ୍ତ…
ଦୁଇ ଶିଶୁଂକୁ ଅଜଣା ଦୁର୍ବୁତଂର ମାରଣାନ୍ତକ ଆକ୍ରମଣ
ବାରିପଦା / Dillip Mohanty : ମୟୁରଭଂଜ ଜିଲା ସାରସକଣା ବ୍ଲକ ଶିଶୁମନ୍ଦିରର ଦୁଇଜଣ ଛାତ୍ରଂକୁ ରବିବାର ଭୋର ସକାଳୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଛାତ୍ର ସଂଦିପ ହାଂସଦା ଓ ମନୋଜ ମହାନ୍ତ ବିଦ୍ୟାଳୟ ହତା ପରିସରରେ ଥିବା ଶୌଚାଳୟକୁ ଭୋର ୪ ଟା ବେଳେ ଯାଇଥିବା ବେଳେ କେହିଜଣେ ଅଜଣା…
ଉନ୍ନତି ପଥରେ ଦେଓଗାଁ : କଳିକେଶ
ଆଗାମୀ ଦିନରେ ଦେଓଗାଁ ବ୍ଲକର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି
ବଲାଙ୍ଗିର( ନିରୋଜ ମିଶ୍ର) : ସାଂସଦ କଳିକେଶ ନାରାୟଣ ସିଂଦେଓ ଙ୍କ ଦ୍ୱାରା ଦେଓଗାଁ ବ୍ଲକର ବହୁପ୍ରତିକ୍ଷିତ ୩ କୋଟି ...ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ତଥା ଅଗ୍ନିଶମ କେନ୍ଦ୍ରର…
ରଥଯାତ୍ରା ପାଇଁ ଡିଜି ନେଲେ ବୈଠକ, ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ
ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ
ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୪ ତାରିଖରେ ପୁରୀ ଠାରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର ଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଡା.…
କରକେଇ ପୀଠରେ ଜିଲ୍ଲାପରିଷଦ ଜୋନ ନଂ-୩ ର କଂଗ୍ରେସ କର୍ମୀ ସମାବେଶ
ବାଲିକୁଦାରୁ ସୁଶାନ୍ତ ମହାନ୍ତି : ବାଲିକୁଦା ବ୍ଳକ ଅନ୍ତର୍ଗତ ବଡଗାଁ ଗ୍ରାମ ପଂଚାୟତର କରକରେଇ ପୀଠରେ ବ୍ଳକ କଂଗ୍ରେସ ସଭାପତି ବିକ୍ରମ ପରିଡାଙ୍କ ଆହ୍ୱାନ କ୍ରମେ ଜୋନ ନଂ-୩ର କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ,…
କେଡେ କାଢ଼ୁଆ ମା ବାଲିକୁଦା ପୋଲିସ ! ଆସାମୀ କୁ ଗିରଫ କରିବାରେ ପୁଲିସ୍ ବିଫଳ
ବାଲିକୁଦା(ସୁଶାନ୍ତ ମହାନ୍ତି )- ବାଲିକୁଦା ବ୍ଳକ ଅନ୍ତର୍ଗତ ଅନନ୍ତପୁର ପଂଚାୟତ ର ବ୍ରାହ୍ମଣ୍ଡି ଗ୍ରାମ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳ ପାଲଟିଛି । ଯାହାର ଉଦାହରଣ ସେହି ଗ୍ରାମର ସୁଦାମ ଚରଣ ସେଠଙ୍କ ପୁଅ ପ୍ରଶାନ୍ତ ସେଠ ଗତ ରାତି ୯ଟାବେଳେ ସ୍ଥାନୀୟ ବଜାରକୁ ଇନୋ ପାଇଁ ଯାଇଥିବା ବେଳେ…
କ୍ୟାମେରାର ଯାଦୁଗର ଅଶୋକ ଆଉ ନାହାନ୍ତି
ପରଲୋକରେ ସିନେମାଟୋଗ୍ରାଫର ତଥା ଜୟଦେବ ପୁରସ୍କାର ବିଜେତା ଅଶୋକ ସ୍ୱାଇଁ
ଜଣାଶୁଣା ସିନେମାଟୋଗ୍ରାଫର ତଥା ଜୟଦେବ ପୁରସ୍କାର ବିଜେତା ଅଶୋକ ସ୍ୱାଇଁ ଆଉ ନାହାନ୍ତି | ୧୯୬୯ରେ ବେଙ୍ଗାଲୁରୁରୁ ସିନେମାଟୋଗ୍ରାଫିରେ ଶିକ୍ଷା ଗ୍ରହଣ ପରେ ଅଶୋକବାବୁ ଚେନ୍ନାଇର ଏଭିଏମ୍ ଷ୍ଟୁଡ଼ିଓ, ମୁମ୍ବାଇର…
ମେଡିକାଲ କଲେଜ ଜାଗାକୁ ନେଇ ବିଭିନ୍ନ ବର୍ଗରେ ଭିନ୍ନ ମତ
ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଦାବୀ : ବ୍ୟାସନଗର ଇନ୍ଦିରାଗାନ୍ଧୀ ପଡିଆ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ
ଯାଜପୁର ରୋଡ(ଜୟଶଙ୍କର ଦାଶ) : ବୁଧବାର ବ୍ୟାସନଗର ନାଗରିକ କମିଟି ପକ୍ଷରୁ ବ୍ୟାସନଗର ଇନ୍ଦିରାଗାନ୍ଧୀ ପଡିଆ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି…
ବେସହାରାକୁ କେହି ନାହିଁ ସାହା
ଯାଜପୁର ରୋଡ(ଜୟଶଙ୍କର ଦାଶ) ବ୍ୟାସନଗର ପୌର ପରିଷଦର ଗଣେଷ ବଜାରର ଏକ ପରିତ୍ୟକ୍ତ ଗୃହରେ ଜଣେ ବେସାହାର ବୃଦ୍ଧ ୩ ବର୍ଷ ହେଲା ଜୀବନ ସହ ସଂଘର୍ଷ କରି ଦିନ କଟାଉଛି । ମାଗି ଯାଚି ଖାଇ ଦିନ କଟାଉଛି । କେହି ବୋଲି ତାହାର ସାହାର ନାହାଁନ୍ତି । ଏମିତି ଏକ ବୃଦ୍ଧ ଦେଖିବାକୁ ମିଳିଛି ବ୍ୟାସନଗର…
ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି
ଯାଜପୁର ରୋଡ(ଜୟଶଙ୍କର ଦାଶ) : ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିଜ ଜନଶୁଣାଣି ଅନୂଷ୍ଠିତ ହୋଇଥିଲା । ଯାଜପୁର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଜନଶୁଣାଣି ଅଭିଯୋଗ ଗୁଡିକୁ ଗ୍ରହଣ କରି ଏହାର ବିଚାର…