Sign in
Sign in
Recover your password.
A password will be e-mailed to you.
ବିଜୁ ମେମୋରିଆଲ ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ପାଇଁ ନିବେଦନ କଲା ବିଜୁ ପଟ୍ଟନାୟକ ସ୍ମୃତି ସାଂସଦ
ପାରାଦୀପ (ଉପେନ୍ଦ୍ର ଗୁରୁ) ପାରାଦୀପ ବନ୍ଦର ସ୍ରଷ୍ଟା ପ୍ରବାଦ ପୁରୁଷ, ବିଜୁ ବାବୁଙ୍କ ନାମରେ ନାମିତ ବିଜୁ ମେମୋରିଆଲ ହସପିଟାଲକୁ ଓଡିଶା ସରକାରଙ୍କ ସୁପର ସ୍ପେସାଲିଷ୍ଟ ହସପିଟାଲ ଯୋଜନାରେ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଜନାରେ ବାଦ ପଡିଥିବା ଜଗତସିଂହପୁର ଜିଲ୍ଲାକୁ ଅନ୍ତରର୍ଭୂକ୍ତ…
ପାରାଦୀପ ପ୍ରେସ ମିଡିଆର ଉପଦେଷ୍ଟା ବହିଷ୍କୃତ
ପାରାଦୀପ(ଉପେନ୍ଦ୍ର ଗୁରୁ) ସଂଘ ବିରୋଧି କାର୍ଯ୍ୟକଳାପ ପାଇଁ ପାରାଦୀପ ପ୍ରେସ ମିଡିଆର ଉପଦେଷ୍ଟା ଏନ୍.ଏମ୍.ବୈଷାଖ (ମିଟୁ)ଙ୍କୁ ପ୍ରାଥମିକ ସଭ୍ୟ ତଥା ଉପଦେଷ୍ଟା ପଦବୀରୁ ବହିଷ୍କୃତ କରାଯାଇଛି । ପାରାଦୀପ ପ୍ରେସ ମିଡିଆର ଏକ ପ୍ରେସ ଇସ୍ତାହାରରୁ ପ୍ରକାଶଯେ ଗତ ଜୁଲାଇ ମାସ ୪ତାରିଖ ବୁଧବାର ଦିନ…
ପାରାଦୀପ ରିଫାଇନାରୀ ଏମ୍ପ୍ଳୟିଜ ୟୁନିୟନର ଦୁଇ ନଂ ଗେଟରେ ଧାରଣା
ପାରାଦୀପ(ଉପେନ୍ଦ୍ର ଗୁରୁ) ଭାରତୀୟ ମଜୁଦୁର ସଂଘ ଦ୍ୱାରା ଅନୁବନ୍ଧିତ ଦ୍ୱାରା ପାରାଦୀପ ରିଫାଇନାରୀ ଏମ୍ପୋଇଜ ୟୁନିୟନ ତରଫରୁ ଆଇଓସିଏଲର ଦୁଇ ନଂ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପାରାଦୀପ ରିଫାଇନାରୀ ଏମ୍ପ୍ଲୟଇଜ ୟୁନିୟନର ଅଧ୍ୟକ୍ଷ ବିରେନ୍ଦ୍ର ସିଂ ଚୌହାନ ଓ ସାଧାରଣ ସମ୍ପାଦକ ଶ୍ରୀ…
ସ୍ତ୍ରୀ ହତ୍ୟାକାରୀ ସ୍ୱ|ମୀକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବିବାହ ପରେ ହୋଣ୍ଡା ସାଇନ ବାଇକ ଯୌତୁକ ଭାବେ ନ ଆଣିବା କାରଣରୁ ନିଜର ସ୍ତ୍ରୀକୁ ହତ୍ୟାକରିଥିବା ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ୍ କାମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ସ୍ୱାମୀ ମୟୂରଭଞ୍ଜ ଜିଲ୍ଲା…
ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ବନମହୋତ୍ସବ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କଲେଜ ପରିସରରେ ରୁଦ୍ରାକ୍ଷ ଓ ଆମ୍ବ ପ୍ରଭୃତି ଚାରା…
ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ମୌଳିକ ସୁବିଧାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
ଯାଜପୁର(Jayshankar Dash)
ଶିଳ୍ପାନୁଷ୍ଠାନ ଓ ଖଣିମାଲିକମାନେ ବିସ୍ଥାପିତ ହେଉଥିବା ଲୋକ ଓ ଅନ୍ୟାନ୍ୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ବାଧ୍ୟ । ସେମାନେ କେବଳ କଥା ବା କାଗଜରେ ତାହାକୁ ନ ଦର୍ଶାଇ ବାସ୍ତବରେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ତାଗିଦ…
ମିଶ୍ର-ସିଂଦେଓ ପରିବାର ପତିଆରା ଲଢେଇ ରୋଚକ ସ୍ଥିତିରେ : ଆଦର୍ଶ ସ୍କୁଲ ଉଦ୍ଘାଟନରେ ସୃଷ୍ଟି ହେବ ଅନାଦର୍ଶ ପରମ୍ପରା
ବଲାଙ୍ଗୀରରୁ ନିରୋଜ ମିଶ୍ର : କଣ ଚାଲିଛି ବଲାଙ୍ଗୀର ରାଜନୀତିରେ | ହୀନମନ୍ୟତା ଆଉ ମିଛ ପତିଆରା ଦେଖାଇ ବଲାଙ୍ଗୀର ବାସୀଙ୍କୁ ଭକୁଆ ବନାଇବାର ବିଧିବଦ୍ଧ ପ୍ରୟାସ ଚାଲିଛି | ଆଉ ଭୋଟ ସମୟ ପାଖେଇ ଆସିଥିବା ବେଳେ ଛକାପଂଜା ଜୋର ଧରିଛି ! କିଛି ଦିନ ତଳେ ସେତୁକୁ ନେଇ ଛକ ପଂଜା ସଂସଦ କଳିକେଶ ଆଉ…
ନୌପଡା ଗୁଣୁପୁର ରେଳ ପଥରେ ଖୁବ ଶୀଘ୍ର ବିଦ୍ୟୁତକରଣ ବ୍ୟବସ୍ଥା- ମୁଖ୍ୟ ସିଗ୍ନାଲ ମ୍ୟାନେଜର
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିକ୍ଷିତ ନୌପଡା ଗୁଣୁପୁର ଭାୟା ପାରଳାଖେମୁଣ୍ଡି ରେଳ ପଥରେ ଖୁବ ଶୀଘ୍ର ବିଦ୍ୟୁତ କରଣ ବ୍ୟବସ୍ଥା କରାଯିବା ସହ ବିଦୁ୍ୟତ ଇଞ୍ଜିନ ଟ୍ରେନ ଚଳାଚଳ ର ବ୍ୟବସ୍ଥା କରାଯିବ ବୋଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ…
ପବିତ୍ର ରଥଯାତ୍ରା ଉପଲକ୍ଷେ ଦ୍ୱିତୀୟ ପ୍ରସ୍ତୁତି ବୈଠକ
ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଦେବୋତ୍ତର ବିଭାଗ ପକ୍ଷରୁ ରଥଯାତ୍ରା ସମନ୍ୱୟ କମିଟିର ସମ୍ପୃକ୍ତ ଲାଇନ ବିଭାଗୀୟ ପଦାଧିକାରୀ, ସଦସ୍ୟା,…
ମାଓ ପ୍ରବଣ ମହାଲିକପଡା ପଞ୍ଚାୟତ ରେ ଦୁର୍ନୀତି ଓ ଅନୀୟମିତତା !
୧୦ ଦିନ ମଧ୍ୟରେ ବିଚାର ନହେଲେ ଆମରଣ ଅନଶନ ପାଇଁ ଚେତାବନୀ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବଣ ପାହାଡ ଘେରା ମଧ୍ୟରେ ଥିବା ମାଓ ପ୍ରଭାବିତ ମହାଲିକପଡା ପଞ୍ଚାୟତ ରେ ସରକାରି ନୀତିନିୟମ କୁ ଜଳାଜଂଳି ଦେଇ ମିଥ୍ୟା ତଥ୍ୟ ଓ ଜାଲ କାଗଜପତ୍ର ବଳରେ ସରପଞ୍ଚ ଓ…